ଖୁସି ଖବର – ମେ 3ରୁ ମେଟ୍ରିକ ପରୀକ୍ଷା , ସରକାର ଜାରିକଲେ ଗାଇଡଲାଇନ୍ ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ

0

ସାରା ଦେଶ ରେ କୋରୋନ ର ପ୍ରକୋପ ରହିଛି,ଯାହା ପାଇଁ ଆଜି ସାରା ଦେଶ ରେ ଲୋକ ଅସୁବିଧା ରେ ସମୁଖୀନ ହେଉଛନ୍ତି। ତେବେ ଏହି ରୋଗ କୁ ରୋକିବା ପାଇଁ କୌଣସି ସମାଧାନ ନ ଥିବାରୁ ହଜାର ହଜାର ଲୋକ ପୋକ ମାଛି ଭଳି ମରୁଛନ୍ତି । ତେବେ ଆଜି ଯାଏ ଏହି ରୋଗ କୁ ଭଲ କରିବା ପାଇଁ ଔଷଧ ବା ଟୀକା ର ଉଦ୍ଭାବନ ହୋଇ ନାହିଁ,ଆଉ ଯାହା ପାଇଁ ଏହି ସଙ୍କ୍ରମଣ କୁ ରୋକା ଯାଇ ପାରୁ ନାହିଁ।

ତେଣେ ଏହି କୋରୋନ ପାଇଁ ସାରା ଦେଶ ଏବେ ଅନେକ ସମସ୍ୟା ର ସମୁଖୀନ ହେଲାଣି। ତେବେ ସରକାର ମଧ୍ୟ ଏହାକୁ ରୋକିବା ପାଇଁ ଅନେକ ଚେଷ୍ଟା କରୁଛନ୍ତି,ହେଲେ କିଛି ଫଳପ୍ରଦ ହେଉ ନାହିଁ।ତେବେ ସଙ୍କ୍ରମଣ କୁ କିଛି ମତ୍ରା ରେ କମାଇବା ପାଇଁ ସରକାର ସାରା ଦେଶ ରେ ଲକ ଡାଉନ ର ଘୋଷଣା କରିଛନ୍ତି, ଆଉ ମାସ୍କ୍ ପିନ୍ଧି ବାହାରକୁ ଯିବାକୁ କହିଛନ୍ତି,

ଆଉ ତା ସହ ସାରା ଦେଶ ରେ ଲକ ଡାଉନ ପାଇଁ ସବୁ କିଛି ବନ୍ଦ ରହି ଥିଲା। ତେବେ ଅନଲକ୍ ଜରିଆରେ ସରକାର ସବୁ କିଛି ଖୋଲି ଦେଇ ଥିଲେ , କିନ୍ତୁ ସ୍କୁଲ ଓ କଲେଜ ବନ୍ଦ ରହି ଥିଲା,କାରଣ ସ୍କୁଲ ଓ କଲେଜ ଖୋଲିଲେ ସଙ୍କ୍ରମଣ ବଢ଼ି ପରେ ବୋଲି ଆଶଙ୍କା କରି ଆଜି ଯାଏ ସ୍କୁଲ କଲେଜ ବନ୍ଦ ରହି ଥିଲା।

ତେବେ ସ୍କୁଲ ଖୋଲିବା ନେଇ ପୁଣି ଏକ ନୂଆ ସୂଚନା ଆସିଛି। ତେବେ ସୂଚନା ଅନୁଯାୟୀ ସରକାର ଙ୍କ ମତ ଅନୁସାରେ ଜାନୁଆରି ୮ ରୁ ଖୋଲିବ ସ୍କୁଲ,ଆଉ ଏହା ପରେ ଦଶମ ଶ୍ରେଣୀ ଓ ଦ୍ଵାଦଶ ର ପରୀକ୍ଷା ର ତାରିଖ ମଧ୍ୟ ଘୋଷଣା କରା ଯାଇଛି। ତେବେ ମୋଟ ୧୦୦ ଦିନ ର ପାଠ ପଢା ପରେ ପରୀକ୍ଷା ହେବ ବୋଲି ଜଣା ପଡିଛି। ତେବେ ଏଥର ଶନିବାର ଓ ରବିବାର ମଧ୍ୟ୍ ଛୁଟି ରହିବ ନାହିଁ।

ଏହି ଦିନ ଗୁଡିକ ରେ ମଧ୍ୟ ପାଠ ପଢ଼ା ହେବ ବୋଲି ଜଣା ପଡିଛି। ତେଣେ ଦଶମ ଶ୍ରେଣୀ ପିଲା ଙ୍କ ପରୀକ୍ଷା ମେ ୩ ରୁ ଆରମ୍ଭ ହେବ,ଆଉ ଦ୍ଵାଦଶ ଶ୍ରେଣୀ ପିଲା ଙ୍କ ପରୀକ୍ଷା ମେ ୧୫ ତାରିଖ ରୁ ଆରମ୍ଭ ହେବ। ତେବେ ଜାନୁଆରୀ ୮ ରୁ ଏପ୍ରିଲ୍ ୨୬ ଯାଏ ଦଶମ ଶ୍ରେଣୀ ପାଠ ପଢା ହେବ , ଆଉ ଦ୍ଵାଦଶ ଶ୍ରେଣୀ ର ପିଲା ଙ୍କର ଜାନୁଆରୀ ୮ ରୁ ଏପ୍ରିଲ୍ ୨୮ ଯାଏ ପାଠ ପଢା ହେବ।

ତେବେ ସମସ୍ତ ଛାତ୍ର ଛାତ୍ରୀ ଙ୍କ ପାଇଁ ଏହା ଖୁସି ର କଥା । ତେବେ ସ୍କୁଲ ଖୋଲିବା ନେଇ ସମସ୍ତ ଅଭିଭାବକ , ଛାତ୍ର ଛାତ୍ରୀ ଅନେକ ଦ୍ୱନ୍ଦ୍ୱ ରେ ରହି ଥିଲେ।ତେବେ ଆଜି ର ଏହି ସୂଚନା ଶୁଣିଲା ପରେ ସମସ୍ତେ ଅନେକ ଖୁସି ରହିଛନ୍ତି ଆଉ ସରକାର ଙ୍କର ଏହି ପଦକ୍ଷେପ କୁ ସ୍ୱାଗତ କରୁଛନ୍ତି। ତେବେ ଏହା ପିଲା ଙ୍କ ଭବିଷ୍ୟତ କଥା । ତେବେ ଅନେକ ଦିନ ରୁ ସ୍କୁଲ କଲେଜ ବନ୍ଦ ଥିବା ଯୋଗୁ ପିଲା ଙ୍କ ପଢା ରେ ଅନେକ ବାଧା ଦେଖା ଦେଇ ଥିଲା । ତେବେ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ସମସ୍ତ ଙ୍କ ମତ ରହିଛି।