ବିବାହ ବନ୍ଧନରେ ବାନ୍ଧି ହେଲେ କୁଆଁରୀ ବଧୂ ର କବିତା ଅପା ବିବାହ ପରେ ପ୍ରଥମ ଥର ପାଇଁ ସ୍ଵାମୀ ଙ୍କ ସହ ବୁଲିବାକୁ ଗଲେ ପୁରୀ

0

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯଦି ସବୁଠାରୁ କିଛି ଅଧିକ ଭାଇରଲ ହୋଇଥାଏ ତ ତାହା ହେଉଛି ବଲିଉଡ, ଟାଲିଉଡ଼ ଏବଂ ହଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ ତଥା ଟିଭି ସିରିଏଲ ର ଅଭିନେତା ଓ ଅଭିନେତ୍ରୀ ମାନେ । ସେମାନେ ସବୁବେଳେ ନିଜର ଫୋଟ , ଆଲବମ ଏପରି କି ନିଜର ହବି ବିଷୟରେ ମଧ୍ୟ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଲୋକମାନଙ୍କ ସାମ୍ନା କୁ ଆସିବାକୁ ପସନ୍ଦ କରିଥାନ୍ତି ।

ଖାଲି ଏତିକି ନୁହେଁ ବରଂ ଆମ ସାମାଜିକ ଗଣମାଧ୍ୟମ ର କାର୍ଯ୍ୟକରୁଥିବା ବ୍ୟକ୍ତି ମାନେ ମଧ୍ୟ ଫିଲ୍ମ ର କଳାକାର ମାନଙ୍କର ତଥା ସେମାନଙ୍କ ର ପରିବାର ର ସମସ୍ତ ତଥ୍ୟ କୁ ଲୋକମାନଙ୍କ ଆଗକୁ ଆଣିଥାନ୍ତି । କାରଣ ପ୍ରାୟତଃ ଲୋକମାନେ ଟିଭି ଓ ଫିଲ୍ମ ର କଳାକାର ମାନଙ୍କ ବିଷୟରେ ଜାଣିବାକୁ ଇଛୁକ ରହିଥାନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏମିତି ଜଣେ ଓଡ଼ିଆ କାଳକାଳ ଙ୍କର ବିଷୟରେ ଜଣେଇବୁ ।

ସୂଚନାଯୋଗ୍ୟ ଯେ ,ଏହି ଲକଡାଉନ ସମୟରେ ଛୋଟ ପରଦାରେ ବା ଟିଭି ସିରିଏଲ ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି। ତେବେ ୨୦୨୦ ର ଶେଷ ମାସ ଅର୍ଥାତ ଡିସେମ୍ବର ମାସରେ ଆମ ତରଙ୍ଗ ଚେନାଲ ର କୁଆଁରୀ ବଧୂ ସିରିଏଲ ର ପ୍ରିୟ କଳାକାର କବିତା ଅପା (ସୋନାଲି ଦିବେଦୀ ) ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ତେବେ ସେ ଓଡ଼ିଆ ଫିଲ୍ମ ର ଜଣେ କାରୀୟଗ୍ରାଫର ଙ୍କୁ ବିବାହ କରିଥିଲେ ଯାହାଙ୍କ ର ଭିଡ଼ିଓ ସୋସିଆଲ ମିଡିଆ ରେ ବେଶ ଚର୍ଚ୍ଚା ରେ ରହିଥିଲା। ତେବେ ବର୍ତ୍ତମାନ ତାଙ୍କର ଅନ୍ୟ ଏକ ଭିଡ଼ିଓ ଓ ଫୋଟ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଯାହା ବିଷୟରେ ଆମେ ଆଜି ଆପଣଂକୁ ଜଣେଇବୁ।

ତେବେ ଆପଣ ମାନ ଜାଣିଛନ୍ତି ଯେ କବିତା ଅପା ବା ସୋନାଲି ଅପା କୁଆଁରୀ ବଧୂ ସିରିଏଲ ରେ ନିଜର ଦମ ଦାର ଅଭିନୟ କରି ଲୋକମାନ ଙ୍କୁ ନିଜର କରିବାରେ ସକ୍ଷମ ହୋଇଥିଲେ ଏବଂ ସେ ନିଜର ଲୋକପ୍ରିୟତା ମଧ୍ୟ ବୃଦ୍ଧି କରିଥିଲେ ।ତେବେ ଏହି ଡିସେମ୍ବର ମାସରେ ସେ ଜଣେ ଫିଲ୍ମ କରିୟଗ୍ରାଫର ଙ୍କୁ ବିବାହ କରିଛନ୍ତି ।ତେବେ ସୂଚନା ଅନୁସାରେ ସେ ତାଙ୍କୁ ପ୍ରେମ ବିବାହ କରିଛନ୍ତି ।ତେବେ ବିବାହ ପରେ ଏହି ନୂଆ ବର୍ଷ ଉପଲକ୍ଷେ ସେ ନିଜର ସ୍ୱାମୀ ଓ ପରିବାର ସହ ପିକନିକ ଯାଇଥିଲେ ।

ଯାହାର ଫୋଟ ଓ ଭିଡ଼ିଓ ଏବଂ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି। ତେବେ ସେ ନିଜର ସ୍ୱାମୀ ଓ ପରିବାର ବର୍ଗ ତଥା ଶାଶୂ ଶଶୁର , ଯା ,ଦିଅର ଓ ନଣନ୍ଦ ଙ୍କ ସହ ବୁଲିବାକୁ ପୁରୀ ଯାଇଥିଲେ ।ତେବେ ସେଠାରେ ସେ ନିଜର ପରିବାର ଲୋକଙ୍କ ସହ ତଥା ବିବାହ ପରେ ପ୍ରଥମ ଥର ନିଜର ସ୍ଵାମୀ ଙ୍କ ସହ ବୁଲିବାକୁ ଯାଇ ବହୁତ ଖୁସି ଥିବାର ନଜର ରେ ଆସିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।