ଜାଣନ୍ତୁ ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି। ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡଜ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି,

ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।ଆଗ କାଳରେ ଲୋକମାନେ ଯୁଗ ଅନୁସାରେ ଏତେ ଚାଲାକ ହୋଇ ନ ଥିଲେ। ତେବେ ସେତେବେଳେ ଲୋକେ ଯେମିତି ରହୁଥିଲେ ଏବେକାର ଲୋକଙ୍କର ରହଣି ସହଣୀ ମଧ୍ୟ ତାଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ ।

ତେବେ ଆପଣ ମାନେ ଜାଣିଥିବେ ଯେ ପୂର୍ବେ ଲୋକଙ୍କ ଭାଷା ଉନତ୍ ନ ଥିଲା। ତେବେ ଧୀରେ ଧୀରେ ସମୟ ଗଡ଼ିବା ସହ ସବୁ କିଛ ବଦଳିବାରେ ଲାଗିଲା।ତେବେ ଲୋକ ଶିକ୍ଷିତ ହେଲଣି।ଆଉ ସମାଜ ରେ ଦେଶ ରେ ପ୍ରୀତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ । କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ। ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି। ତେବେ ଆମ ପୃଥିବୀ ରେ ପ୍ରତି ଦେଶ ରେ ଅନେକ ଜାତୀୟ ଖେଳ , ଆଦି ସବୁ ରହିଛି।ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ । ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସମୁହିକ୍ ଜ୍ଞାନ ରହିବା ନିହାତି ଆବଶ୍ୟକ।ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ କିଛି ପ୍ରଶ୍ନ ଓ ଉତ୍ତର ।

୧) ଚୀନ ର ଜାତୀୟ ଖେଳ ର ନାମ କଣ ?
ଉତ୍ତର:- ଟେବୁଲ ଟେନିସ୍ ଏହାର ଜାତୀୟ ଖେଳ ଅଟେ।

୨) ପାକିସ୍ତାନ ର ଜାତୀୟ ଖେଳ ର ନାମ କଣ?
ଉତ୍ତର:- ହକି ହେଉଛି ଏହାର ଜାତୀୟ ଖେଳ।

୩) ବ୍ରଜିଲ୍ ର ଜାତୀୟ ଖେଳ ର ନାମ କଣ ?
ଉତ୍ତର:- ଫୁଟବଲ ଏହାର ଜାତୀୟ ଖେଳ ।

୪) କେତେ ଫର୍ଦ୍ କାଗଜ ରେ ଏକ ଦିସ୍ତା ହୁଏ ?
ଉତ୍ତର:- ୨୪ ଫର୍ଦ୍ କାଗଜ କୁ ମିଶାଇଲେ।

୫) କସାରୀ କେଉଁ ଦେବତା ଙ୍କୁ କୁହା ଯାଏ ?
ଉତ୍ତର:- ପ୍ରଭୁ ଶ୍ରୀ କୃଷ୍ଣ ଙ୍କୁ କୁହା ଯାଏ ।

୬) ଏମାନଙ୍କ ମଧ୍ୟ ରୁ କେଉଁ ପର୍ବ ଭଦ୍ରବ ମାସ ରେ ପଡେ ନାହିଁ ?
ଉତ୍ତର:- ଗର୍ଭଣା ସଂକ୍ରାନ୍ତି ରେ ପଡି ଥାଏ।

୭) ଚୁଲି ରୁ କେଉଁ କାଠ ପାତ୍ର ରେ ପାଉଁଶ କାଢ଼ ଯାଏ , ତାକୁ କଣ କୁହନ୍ତି ?
ଉତ୍ତର:- ସରା କୁହା ଯାଏ

୮) କେଉଁ ପୁର୍ଣିମା ଅବସର ରେ ତିନି ଠାକୁର ର ଚାଚେରୀ ବେଶ ଧାରଣ କରି ଥାନ୍ତି ?
ଉତ୍ତର:- ଦୋଳ ପୁର୍ଣିମା ରେ

୯) ରାମାୟଣ ମକର ଧ୍ୟଜ୍ କାହାର ପୁତ୍ର ଥିଲେ ?
ଉତ୍ତର:- ହନୁମାନ ଙ୍କର ପୁତ୍ର ଥିଲେ।

୧୦) ପୂରଣ ଅନୁସାରେ ବିଷ୍ଣୁ କାହାର ଅଭିଶାପ ଯୋଗୁ ସାଲଗ୍ରମ ରୂପ ଧାରଣ କାରି ଥିଲେ ?
ଉତ୍ତର:- ବୃନ୍ଦାବତୀ ଙ୍କ ଅଭିଶାପ ଯୋଗୁ ।

11) ବାରବାଟୀ ଷ୍ଟାଡିୟମ କେଉଁଠାରେ ଅବସ୍ଥିତ ?

ଉତ୍ତର – କଟକ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।