ଆପଣ ମାନେ ବି ପ୍ରେମ ରେ ଅସଫଳ ହେଉଛନ୍ତି କି ? ଆପଣାନ୍ତୁ ଏହି ବଶୀକରଣ ବିଦ୍ଧି ଯାହାଦ୍ବାରା ନିଜର କରି ପାରିବେ

0

ଦୁନିଆରେ ଏପରି ଅନେକ ପୁଅ ଏବଂ ଝିଅ ଅଛନ୍ତି ଯେଉଁମାନେ କି ଜଣଙ୍କୁ ଭଲ ପାଇଥାନ୍ତି କିନ୍ତୁ ସେହି ପିଲା କିମ୍ବା ଝିଅ ତାଙ୍କୁ ଭଲ ପାଇନଥାନ୍ତି। ସେମାନେ ସେହି ପୁଅ କି ଝିଅ କୁ ଏତେ ଭଲ ପାଇଥାନ୍ତି ଯେ ସେମାନେ ତାଙ୍କୁ ପାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି, ଏପରି କି ଜୀବନ ମଧ୍ୟ ଦେବାକୁ ପଛାନ୍ତି ନାହିଁ।

ଆମେ ତ ପ୍ରାୟ ଖବର ଦେଖୁଥିବା କି ଅନେକ ପିଲା ମାନେ ପ୍ରେମ ରେ ବିଫଳ ହୋଇ ନିଜର ଜୀବନ ହାରି ଦେଉଛନ୍ତି,କିନ୍ତୁ ଅନେକ ପିଲା ଅଛନ୍ତି ଯେଉଁମାନେ ଭାବନ୍ତି କି ଏପରି କିଛି କରନ୍ତି ଯେପରି କି ସେହି ପିଲା ଟି ମୋର ହୋଇଯିବ,ସେମାନେ ସେଥିପାଇଁ ଅନେକ ତରିକା ଆପଣେଇ ଥାଆନ୍ତି। ତେବେ ଯଦି ଆପଣ କୌଣସି ଝିଅ କିମ୍ବା ଙ୍କୁ ଭଲପାଉଛନ୍ତି କିମ୍ବା କେହି ବିବାହିତା ନାରୀ ଙ୍କୁ ଭଲପାଉଛନ୍ତି, ଭାବଛନ୍ତି ଆପଣ ତାଙ୍କ ବିନା ବଞ୍ଚି ପାରିବେନି ବୋଲି।

ତେବେ ଆପଣ ମାନେ ଏହି ବଶୀକରଣ ଟି କୁ ଆପଣାନ୍ତୁ , ଏହା ଦ୍ୱାରା ଆପଣ ମାନେ ଯାହାଙ୍କୁ ଭଲପାଉଥିବେ ସେ ବଶୀକରଣ ହୋଇଯିବେ ଏବଂ ଆପଣ ମାନଙ୍କୁ ଭଲ ପାଇବାକୁ ଲାଗିବେ, ଆଉ ଆପଣ ଯଦି କାହାଙ୍କୁ ଭଲପାଉଥିଲେ ଏବଂ କୌଣସି କାରଣରେ ଆପଣ ମାନଙ୍କ ମଧ୍ୟରେ କିଛି ଫାଟ ସୃଷ୍ଟି ହୋଇଛି,

ତେବେ ଆପଣ ଏହି ବଶୀକରଣ ଟି କୁ କରିଦେଲେ ସେ ଆପଣଙ୍କୁ ଭଲପାଇବାକୁ ଲାଗିବେ, ଆଗ ଠାରୁ ଅଧିକ ଭଲ ପାଇବାକୁ ମଧ୍ୟ ଲାଗବେ। ତେବେ ଆସନ୍ତୁ ଜାଣିବା ଏହି ବଶୀକରଣ ଟି କୁ ଆପଣ ମାନେ କିପରି କରିବେ,ଏହା ପାଇଁ କଣ କଣ ଜିନିଷ ର ସବୁ ଆବଶ୍ୟକ ରହିଛି ଓ କେବେ କରିବେ ଏବଂ କେମିତି କରିବେ।

ଆବଶ୍ୟକ ଉପକାରଣ :-

ତେବେ ଏଥି ପାଇଁ କିଛି କର୍ପୁର , ସୋରିଷ ତେଲ , ସାଧା କାଗଜ ନିଅନ୍ତୁ।

ବସିକରଣ ଵିଧି :-

ତେବେ ଯେତେବେଳେ ଆପଣ ବସିକରଣ ଟି କରିବେ ସେତେବେଳେ ଆପଣ ପୂର୍ବ ମୁଖା ହୋଇ କାର୍ଯ୍ୟ କରିବେ। ତେବେ ପ୍ରଥମେ ଆପଣ ହାତ ରେ ସୋରିଷ ତେଲ ଆଉ ଏହା ପରେ ଯେଉଁ ଝିଅ ଙ୍କୁ ବସିକରଣ କରିବେ ତା କଥା ଚିନ୍ତା କରିବେ । ତେବେ ଏହା ପରେ ଆପଣ ଏହି ମନ୍ତ୍ର ” ଓଁ ଦେବମ୍ବ ନମଃ ବସମ୍ ସର୍ବ ବାସ ଅମୁକମ ଫଟ ସ୍ୱାହା ” ୧୦୮ ଥର ଜପ କରନ୍ତୁ।

ତେବେ ଏହ ପରେ ସେହି ସୋରିଷ ତେଲ ରେ ସେହି ଝିଅ ର ନାମ ଲେଖିବେ, ଆଉ ଏହା ପରେ କର୍ପୁର କୁ ନେଇ ନେଇ ନାମ ଉପରେ ରଖି ଦେବେ ଆଉ ତାକୁ ଜଳାଇ ଦେବେ। ତେବେ ସମ୍ପୂର୍ଣ ରୂପେ ଜଳାଇଲା ପରେ ଏହାକୁ ନେଇ ନଦି ରେ ନେଇ ପକେଇ ଦେବେ, ଆଉ ଦେଖିବେ ମାତ୍ର ତିନିଦିନ ଭିତରେ ସେହି ଝିଅ ଆପଣ ଙ୍କର ବଶ ରେ ଆସିଯିବ,ଆଉ ଆପଣ ଙ୍କ ପାଖକୁ ଚାଲି ଆସିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।