ଦେଖନ୍ତୁ ଭିଡ଼ିଓ – ମା’ ହେବା ପରେ ଝିଅ ସହିତ କେମିତି ଖେଳୁଛନ୍ତି ଦେଖନ୍ତୁ ଭିଡ଼ିଓ ହେଲା ଭାଇରାଲ…

0

ଆମ ଓଡିଆ ସିରିଏଲ୍ ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ,ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବୁ, ସିଏ ଆଜିର ସିରିଏଲ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ତେବେ ଆସନ୍ତୁ ଜାଣିବା ସିଏ କିଏ ଏବଂ ତାଙ୍କ ସମ୍ପର୍କରେ ଅଧିକ କିଛି।

ତେବେ ଆପଣ ମାନେ ସିରିଏଲ ଦୁନିଆ ରେ ସକ୍ରିୟ୍ ଅଭିନେତ୍ରୀ ତୁଷାର ଓ ଅଭିନେତ୍ରୀ ମହି ମିଶ୍ର । ତେବେ ଏମାନେ ଓଲିଉଡ଼ ର ଜଣେ ଜଣା ଶୁଣା କଳାକାର।ତେବେ ସୂଚନା ଅନୁଯାୟୀ ତୁଷାର ତରଙ୍ଗ ମେଗା ଧରବହିକ୍ ରେ ପ୍ରଶାରିତ ହେଉ ଥିବା କାଳିଜାଇ ସିରିଏଲ ରେ ମୁଖ୍ୟ ନାୟକ ଭାବରେ ଅଭିନୟ କରୁଛନ୍ତି।ତେବେ ଏହା ପାଇଁ ସେ ଅନେକ ଲୋକ ପ୍ରିୟ ହୋଇ ସାରିଛନ୍ତି। ତେବେ ମାହି ମଧ୍ୟ ସାର୍ଥକ ରେ ମୁ ଅର୍ଦ୍ଧାଙ୍ଗିନୀ ସିରିଏଲ ରେ ଅଭିନୟ କରି ଅନେକ ଲୋକ ପ୍ରିୟତା ହାସଲ କରିଛନ୍ତି।

ତେବେ ତୁଷାର ଓ ମାହି ଙ୍କର ଯୋଡି କୁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି। ତେବେ ଶୁଣିବା କୁ ମିଳିଛି କି , ତୁଷାର ଓ ମାହି ଉଭୟ ପ୍ରେମ ବନ୍ଧନ ରେ ବାନ୍ଧି ହେବା ପରେ ଦୁହେଁ ଚଳିତ ବର୍ଷ ଫେବ୍ରୁଆରି ମାସ ରେ ବିବାହ କରିଛନ୍ତି,ଆଉ ବିବାହ ର ୧୦ ମାସ ପରେ ତାଙ୍କର ଏକ କୁନି ଝିଅ ଟେ ହେଇଚି। ତେବେ ସେମାନେ ପିତା ଓ ମାତା ର ଅନୁଭବ ପାଇଁ ବହୁତ ଖୁସି ଅଛନ୍ତି। ତେବେ ତାଙ୍କ ଘରେ ମଧ୍ୟ ନୂତନ ଅତିଥି ଆସିଥିବାରୁ ସମସ୍ତେ ବହୁତ ଖୁସି ଅଛନ୍ତି। ତେବେ ତାଙ୍କ ଝିଅ ର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଦେଖିବାକୁ ମିଳିଛି

,ଆଉ ଫୋଟ ରେ ଝିଅ ଟି ବହୁତ ସୁନ୍ଦର ଦେଖା ଯାଉଛି। ତେବେ ମହି ମଧ୍ୟ ତାଙ୍କ ଝିଅ କୁ ନେଇ ବହୁତ ଖୁସି ଅଛନ୍ତି , ଆଉ ଅନେକ ସମୟ ତାଙ୍କ ଝିଅ ସହ ଖେଳିବା ରେ ବିତାଇ ଦେଉଛନ୍ତି।ତେବେ ତୁଷାର ମଧ୍ୟ ତାଙ୍କ ଝିଅ ସହ ବହୁତ ମଜା ମସ୍ତି ,କରୁ ଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି , ଆଉ ଦୁଇ ଜଣ ଏବେ ଅଭିନୟ ଦୁନିଆ ରୁ ଦୁରେଇ ରହି ନିଜ ଝିଅ କୁ ସମସ୍ତ ସମୟ ଦେଉଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।