ବଡ଼ ଖବର – ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ନେହା , ଆସନ୍ତୁ ଜାଣିବା ସେ ପୁଅ କିଏ ଯାହାକୁ ନେହା ପୁଣିଥରେ ପସନ୍ଦ କରିଲେ

0

ବ୍ୟସ୍ତବହୁଳ ଜୀବନରେ ଲୋକ ମାନେ ଭଲ ରେ ଖୁସି ରେ ରହିବାକୁ ସମୟ ପାଉ ନାହାନ୍ତି। ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି ଯେମିତି କି ଫିଲ୍ମ ଦେଖିବା , ଗୀତ ଗାଇବା , ଡାନ୍ସ କରିବା ଆଦି ଅନେକ କିଛି କରି ଥାନ୍ତି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ , ଗୀତ , ନାଚ ର ବହୁତ ଲୋକପ୍ରିୟତା ରହିଛି।

ତେବେ ବଲିଉଡ଼ ରେ ଅନେକ କଳାକାର ରହି ଥାନ୍ତି ,ଆପଣ ମାନେ ଜାଣି ଥିବେ କି ଫିଲ୍ମ ଗୁଡିକ ରେ ଅନେକ ଗୀତ ସବୁ ରହି ଥାଏ,ଯାହା ଲୋକ ଙ୍କୁ ଅଧିକ ଆକୃଷ୍ଟ କରି ଥାଏ। ତେବେ ବେଳେ ବେଳେ ଏହି ଗୀତ ଗୁଡିକ ପାଇଁ ଫିଲ୍ମ. ଗୁଡିକ ହିଟ ହୋଇ ଯାଏ। ତେବେ ବଲିଉଡ ରେ ଅନେକ ସିଙ୍ଗର ମାନେ ରହିଛନ୍ତି । ତେବେ ଯେଉଁ ମାନେ ଅନେକ ସୁପରହିଟ ଗୀତ ଗାଇ ଦର୍ଶକ ମାନଙ୍କ ମନ ଜିତି ନେଇ ଛନ୍ତି।

ତେବେ ଏମାନେ ଖାଲି ଦେଶ ରେ ପପୁଲାର୍ ନୁହନ୍ତି , ଦେଶ ବାହାରେ ମଧ୍ୟ ବହୁତ ପରିଚିତ । ତେବେ ଅନେକ ସିଙ୍ଗର ଭିତରେ ଆପଣ ନେହା କକରଙ୍କୁ ଜାଣି ଥିବେ। ତେବେ ସେ ଅତି କମ ବୟସ ରୁ ସଫଳତା ହାସଲ କରି ଥିଲେ। ତେବେ ସାରା ଦେଶ ତାଙ୍କୁ ବହୁତ ଭଲ ପାଏ,ଆଉ ତାଙ୍କ ଗୀତ ଶୁଣିବାକୁ ପସନ୍ଦ କରନ୍ତି। ତେବେ ନେହା ସବୁବେଳେ ସୋସିଆଲ ମିଡିଆରେ ରେ ଟ୍ରେଣ୍ଡ ରେ ରହି ଥାନ୍ତି। ତାଙ୍କ ଗୀତ ସହ ସେ ମଧ୍ୟ ସବୁବେଳେ ସୋସିଆଲ ମିଡିଆରେ ଭାଇରଲ ହୋଇ ଥାନ୍ତି।

ତେବେ ଆପଣ ମାନେ ଜାଣି ଥିବେ କି ନିକଟ ରେ ନେହା କକର ଅକ୍ଟୋବର ୨୪ ରେ ବିବାହ କରି ଥିଲେ। ତେବେ ସେ ରୋହୋନ୍ ପ୍ରୀତ ସିଂ ଙ୍କୁ ଭଲ ପାଉଛନ୍ତି ବୋଲି ଘୋଷଣା କରିଲା ପରେ ବିବାହ କରି ଥିଲେ। ତେବେ ତାଙ୍କ ବିବାହ ମଧ୍ୟ ବଲିଉଡ ର ନାମୀ ଦାମୀ ବିବାହ ମଧ୍ୟ ରୁ ଗୋଟିଏ ରହି ଥିଲା। ତେବେ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ବିବାହ ର ଫୋଟ ଭିଡିଓ ଆଦି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ତେବେ ପୁଣି ଥରେ ଶୁଣିବାକୁ ମିଲିଛି କି ନେହା କକ୍କର ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ତେବେ ପୁଣି ସେ ରୋହୋନ୍ ପ୍ରୀତ ଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଜଣା ପଡିଛି। ତେବେ ନେହା ଇଣ୍ଡିଆନ ଇଡିଏଲ୍ ସିଜନ୍ ୧୩ ରେ ଜଜ ହୋଇ ଛନ୍ତି। ତେବେ ନେହା ନିଜ ରିଅଲିଟି ସୋ ରେ ହିଁ ଏହି ଭଳି ଇଚ୍ଛା ପ୍ରକାଶ କରିଛନ୍ତି।ତେବେ ଦୁଇ ଜଣ ବିବାହ ପର ଠାରୁ ହିଁ ଚର୍ଚ୍ଚା ରେ ରହି ଥିଲେ,ଆଉ ନେହା ହିନ୍ଦୁ ରୀତି ନୀତି ରେ ବିବାହ କରି ଥିଲେ, କିନ୍ତୁ ସେ ଖ୍ରୀଷ୍ଟିଆନ ରୀତି ନୀତି ରେ ମଧ୍ୟ ବିବାହ କରିବକ ଇଚ୍ଛା କରିଛନ୍ତି ।

ତେବେ ସେ ଏକ ଧଳା ଗଉନ୍ ପିନ୍ଧି ପୁଣି ରୋହୋନ୍ ଙ୍କୁ ବିବାହ କରିବେ ବୋଲି ଜଣା ପଡିଛି। ହିନ୍ଦୁ ରୀତି ନୀତି ରେ ସେ ଲାଲ ରଙ୍ଗ ର ଶାଢ଼ୀ ପିନ୍ଧି ଥିବାର ଦେଖିବାକୁ ମିଳି ଥିଲା, କିନ୍ତୁ ଏବେ ସେ ଧଳା ଗଉନ୍ ପିନ୍ଧି ବିବାହ କରିବାକୁ ଚାଁହୁଚନ୍ତି ବୋଲି କହିଛନ୍ତି ନେହା କକ୍କର।ତେବେ ଏହି ଖବର ଏବେ ଗଣ ମାଧ୍ୟମ ରେ ନିଆଁ ଭଳି ବ୍ୟାପିବା ରେ ଲାଗିଛି,ଆଉ ନେହା ଙ୍କର ଏହି ଇଚ୍ଛା ଙ୍କୁ ସମସ୍ତେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।