ଠେଲା ଗାଡିରେ ପନି ପରିବା ବିକ୍ରି କରୁଥିବା ଏହି ବ୍ୟକ୍ତି ଅଳିଆ ଗଦାରୁ ଉଠାଇ ପାଳିଥିଲେ ଝିଅକୁ, ୨୫ ବର୍ଷ ପରେ ସେହି ଝିଅ ଏମିତି ଋଣ ସୁଝିଲା ଜାଣିଲେ ପାଦତଳୁ ମାଟି ଖସିଯିବ…..

0

ଆଜି ର ଏହି ସମାଜ ବହୁତ ଆଗକୁ ଗଲାଣି ,ଏବେ ର ସମାଜ ଶିକ୍ଷିତ ସମାଜ । ଦେଶ ମଧ୍ୟ ବହୁତ ଉନ୍ନତ ହେଲାଣି।ଲୋକ ମାନେ ମଧ୍ୟ ଏହି ଶିକ୍ଷିତ , ଆଧୁନିକତା କୁ ନେଇ ବଂଚିବାକୁ ଚେଷ୍ଟା କରୁଛନ୍ତି। ତେବେ ବେଳେ ବେଳେ ସମାଜ ରେ ଏଭଳି କିଛି ଘଟଣା ଦେଖିବକୁ ମିଳେ , ଯାହା ଅତି ଦୁଖଦଃ ହୋଇ ଥାଏ। ଦେଶ ଆଗକୁ ଯାଉଛି ସତ।କିନ୍ତୁ ଆଜିବି ଦେଶ ରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ଗରିବ , ଖାଇବାକୁ ପାଉ ନାହାନ୍ତି। ତେବେ ଏହି ଭଳି ପରିସ୍ଥିତି ରେ ଲୋକ ମାନେ ଅନେକ କଷ୍ଟ ସହୁଛନ୍ତି।

ତେବେ ସରକାର ଦେଶ ରୁ ଗରିବୀ କୁ ହଟାଇବା ପାଇଁ ଅନେକ କିଛି ଯୋଜନା କରୁଛନ୍ତି , କିନ୍ତୁ ଏହା କେତେ ଦୂର ଫଳପ୍ରଦ ହୋଇ ପାରିଛି , ତାହା ଆପଣ ମାନେ ଜାଣି ପରୁ ଥିବେ। ତେବେ ଏହି ସମାଜ ରେ ରହୁ ଥୁବା ପ୍ରତେକ ମଣିଷ ସ୍ୱାର୍ଥପର ହୋଇ ଯାଇଛି,କେବଳ ନିଜ କଥା ଚିନ୍ତା କରୁଛନ୍ତି। ତେବେ ଖୁସି ପାଇଁ , ନିଜ ଇଚ୍ଛା ପୂରଣ ପାଇଁ ସେମାନେ ପଛଘୁଞ୍ଛା ଦେଉ ନାହାନ୍ତି।

ତେବେ ପ୍ରତେକ ଲୋକ ସେମିତି ନୁହନ୍ତି , ଆଜି ବି ଏହି ମଣିଷ ମାନଙ୍କ ଭିତରେ କିଛି ମାନବିକତା ଲୁଚି ରହିଛି। ସମାଜ ରେ ଝିଅ ଜନ୍ମ କୁ କେହି ପସନ୍ଦ କରନ୍ତି ନାହିଁ , ତାକୁ ଏକ ବୋଝ ଭାବନ୍ତି। ଅନେକ ସ୍ଥାନ ରେ ଝିଅ କୁ ଜନ୍ମ ହେବା ଆଗରୁ ମାରିଦେଇ ଥାନ୍ତି। ତେବେ ଏହା କଣ ଠିକ। ତେବେ ଝିଅ ମାନଙ୍କ ପ୍ରତି ସବୁ ସମୟ ରେ ଅନ୍ୟାୟ ହେଉ ଥିବାର ଦେଖିବାକୁ ମିଳିଛି।

ତେବେ ଅନେକ ସ୍ଥାନ ରେ ଝିଅ ମାନଂକୁ ଜନ୍ମ ହେବା ପରେ ଅଳିଆ ଗଦା ରେ ଫିଙ୍ଗି ଦେଇ ପଲାଉ ଛନ୍ତି, ଆଉ ଏହା ପରେ କେହି କେହି ଲୋକ ମାନେ ତାକୁ ନେଇ ଘରେ ରଖି ପାଳି ଥାନ୍ତି। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହା ଜାଣିଲେ ଆପଣ ମାନେ ବି ଜାଣି ପାରିବେ କି ଆଜି ବି ଏହି ସ୍ୱାର୍ଥପର୍ ସମାଜ ରେ ମାନବିକତା ରହିଛି।


ତେବେ ଏହି ଘଟଣା ଟି ଦେଖିବାକୁ ମିଳିଛି ଆସାମ ରେ। ତେବେ ସେଠାରେ ରହୁ ଥିବା ଜଣେ ସୋବରନର୍। ତେବେ ଇଏ ନିଜ ନିଜ ପରିବାର ର୍ ଭରଣ ପୋଷଣ ପାଇଁ ପାରିବା ବିକ୍ରି କରିବା କୁ ଯାଇ ଥାଏ।ତେବେ ସବୁ ଦିନ ପରି ସେ ଦିନେ ପରିବା ବିକ୍ରି କରିବାକୁ ଯାଇ ଥିଲା, ଆଉ ସେ ଗୋଟିଏ ସ୍ଥାନ ରେ କାନ୍ଦିବା ର ଶବ୍ଦ ଶୁଣିବାକୁ ପାଇଲା।ତେବେ ସେ ଯାଇକି ଦେଖିଲା ପରେ ସେଠାରେ ଏକ ଶିଶୁ ଟି କାନ୍ଦୁ ଥିଲା ।

ତେବେ ତାକୁ ପାଇ ସେ ବହୁତ ଖୁସି ହେଲା, ଆଉ ତାକୁ ସେଇ ଅଳିଆ ଗଦା ରୁ ଉଠାଇ ଆଣିଲା। ତେବେ ଏହା ପରେ ସେ ତାକୁ ପାଳି ପୋଷି ବଡ଼ କରିଲା ଆଉ ତା ନାମ ଜ୍ଯୋତି ଦେଲା, ଆଉ ତାକୁ ପାଠ ପଢାଇ ମଣିଷ କରିଦେଲା। ତେବେ ଝିଅ ଟି ମଧ୍ୟ ଭଲ ପାଠ ପଢେ,ଆଉ ଜ୍ଯୋତି ୨୦୧୩ ମସିହା ରେ କମ୍ପୁଟର ସାଇନ୍ସ୍ ରେ ଡିଗ୍ରୀ ହାସଲ କରିଲା।

ଏହା ପରେ ଜ୍ଯୋତି ଲୋକ ସଭା ଆୟୋଗ ରେ ପରୀକ୍ଷା ଦେଲା ଓ ସେଥିରେ ମଧ୍ୟ ପାସ ହୋଇ ଗଲା,ଆଉ ସେ ଏକ ସହାୟକ ପାଦ ରେ ଚାକିରୀ ପାଇଲା। ତେବେ ତା ବାପା ଏହା କୁ ନେଇ ବହୁତ ଗର୍ବିତ , ତେବେ ସେ ୨୫ ବର୍ଷ ପୂର୍ବ ରୁ ହୀରା ଟିଏ ପାଇଥିଲେ,ଆଉ ଏହି ଜ୍ଯୋତି ତା ବାପା ମା ର ନାମ ରଖିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।