ଖୁସି ଖବର ! ୮୦ ମାର୍କ ର ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ ସରକାର ଜାରି କଲେ ଗାଇଡଲାଇନ୍ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0

ସାରା ଦେଶ ରେ କୋରୋନା ର ପ୍ରକୋପ ରହିଛି,ଯାହା ପାଇଁ ଆଜି ସାରା ଦେଶ ରେ ଲୋକ ଅସୁବିଧା ରେ ସମୁଖୀନ ହେଉଛନ୍ତି। ତେବେ ଏହି ରୋଗ କୁ ରୋକିବା ପାଇଁ କୌଣସି ସମାଧାନ ନ ଥିବାରୁ ହଜାର ହଜାର ଲୋକ ପୋକ ମାଛି ଭଳି ମରୁଛନ୍ତି । ତେବେ ଆଜି ଯାଏ ଏହି ରୋଗ କୁ ଭଲ କରିବା ପାଇଁ ଔଷଧ ବା ଟୀକା ର ଉଦ୍ଭାବନ ହୋଇ ନାହିଁ,ଆଉ ଯାହା ପାଇଁ ଏହି ସଙ୍କ୍ରମଣ କୁ ରୋକା ଯାଇ ପାରୁ ନାହିଁ। ତେଣେ ଏହି କୋରୋନ ପାଇଁ ସାରା ଦେଶ ଏବେ ଅନେକ ସମସ୍ୟା ର ସମୁଖୀନ ହେଲାଣି।ତେବେ ଏଥି ପାଇଁ ଦେଶ ର ଆର୍ଥିକ ସ୍ଥିତି ମଧ୍ୟ ବହୁତ ଖରାପ ହେବାରେ ଲାଗିଲା ,

ତେଣୁ ସରକାର ଏହାର ସମାଧାନ ପାଇଁ ସବୁ କିଛି ଖୋଲିବା ପାଇଁ ନିଷ୍ପତି ନେଇ ଥିଲେ।ତେବେ ଅନଲକ୍ ଜରିଆରେ ସରକାର ସବୁ କିଛି ଖୋଲି ଦେଇ ଥିଲେ , କିନ୍ତୁ ସ୍କୁଲ ଓ କଲେଜ ବନ୍ଦ ରହି ଥିଲା,କାରଣ ସ୍କୁଲ ଓ କଲେଜ ଖୋଲିଲେ ସଙ୍କ୍ରମଣ ବଢ଼ି ପରେ ବୋଲି ଆଶଙ୍କା କରି ଆଜି ଯାଏ ସ୍କୁଲ କଲେଜ ବନ୍ଦ ରହି ଥିଲା।

ତେବେ ପିଲା ଙ୍କ ଭବିଷ୍ୟତ କଥା ଚିନ୍ତା କରି ଗତ କାଲି ସରକାର ଜାନୁଆରୀ ୮ ରୁ ସମସ୍ତ ସ୍କୁଲ ଓ କଲେଜ ଖୋଲି ଦିଅ ଯିବ । ତେବେ ଏହା ସହ ଦଶମ ଓ ଦ୍ଵାଦଶ ଶ୍ରେଣୀ ର ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରା ଯାଇଛି । ତେବେ କୋରୋନା ଯୋଗୁ ୧୦ ମାସ ହେବ ସ୍କୁଲ ଓ କଲେଜ ବନ୍ଦ ରହି ଥିଲା।ତେବେ ଏହା ଯୋଗୁ ପିଲା ଙ୍କ ପାଠ ରେ ଅନେକ ଅସୁବିଧା ରେ ସମୁଖୀନ ହୋଇ ଥିଲା।

ତେବେ ସୂଚନା ଅନୁଯାୟୀ ୧୦୦ ଦିନ ର ପଢା ପରେ ପରୀକ୍ଷା ହେବ୍ ବୋଲି କହିଛି ସରକାର।ତେଣେ ଦଶମ ଶ୍ରେଣୀ ପିଲା ଙ୍କ ବୋର୍ଡ ପରୀକ୍ଷା ମେ ୩ ରୁ ଆରମ୍ଭ ହେବାକୁ ଯାଉଛି । ତେବେ ଦଶମ ଶ୍ରେଣୀ ମାନଂକର ପ୍ରାକ୍ତିକାଲ ପରୀକ୍ଷା ଏପ୍ରିଲ ୨୬ ରୁ ମେ ୨ ତାରିଖ ଯାଏ ହେବ ।

ତେବେ ପରୀକ୍ଷା ହେବ ସତ କିନ୍ତୁ ପରୀକ୍ଷା କିପରି ହେବ ସେ ନେଇ ଏକ ସୂଚନା ମିଳିଛି। ତେବେ ଶିକ୍ଷା ମନ୍ତ୍ରୀ ଙ୍କ କହିବା ଅନୁଯାୟୀ ମେଟ୍ରିକ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ପ୍ରତି ବିଷୟ ପାଇଁ ୮୦ ନମ୍ବର ରେ ପରୀକ୍ଷା ଦେବେ । ତେବେ ୫୦ ମାର୍କ mcq ଆଉ ୩୦ ମାର୍କ ଲେଖା ରହିବ,କିନ୍ତୁ ମୁଲାୟନ୍ ୧୦୦ ମାର୍କ୍ ରୁ ହେବ ବୋଲି ଜଣା ପଡିଛି।

ତେବେ ୨୦ ମାର୍କ ରେ କଣ ହେବ ତା କୁ ନେଇ ମଧ୍ୟ କୌଣସି ସୂଚନା ମିଳି ନାହି। ତେବେ ପରୀକ୍ଷା ସରିବାର୍ ୪୫ ରୁ ୫୦ ଦିନ ଭିତରେ ବାହାରିବ ବୋଲି କହିଛନ୍ତି ସମୀର ଦାଶ। ତେବେ ପିଲା ଙ୍କ ମନ ରେ ପରୀକ୍ଷା ର ଚିନ୍ତା କୁ ଦୂର କରିବା ପାଇଁ ଏହି ପରି ନିଷ୍ପତି ନିଆ ଯାଇଛି। ତେବେ ସୂଚନା ମିଳିଛି କି ଦ୍ୱିତୀୟ ପର୍ଯ୍ୟାୟ ରେ ହଷ୍ଟେଲ ଖୋଲିପାରେ। ତେବେ ସରକାର ଙ୍କର ସମସ୍ତ ସୂଚନା କୁ ସ୍ୱାଗତଯୋଗ୍ୟ ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।