ଦେଖନ୍ତୁ ଭିଡ଼ିଓ – ରିଲିଜ ହେଲା ନୂଆ ଓଡ଼ିଆ ରୋମାଣ୍ଟିକ ଆଲବମ ଭିଡ଼ିଓ ‘ମୁଁ ପ୍ରେମୀ ବଂଜାରା’ ଏବେ ସୁଦ୍ଧା ୩୭ଲକ୍ଷ ଲୋକ ଦେଖି ସାରିଲେଣି….

0

ଆଜି ର ବ୍ୟସ୍ତ ବହୁଳ ଦୁନିଆ ରେ ମଣିଷ ଯେତେ ବ୍ୟସ୍ତ ରହିଲେ, ମଧ୍ଯ ମନୋରଞ୍ଜନ କରିବା ପାଇଁ ସେ କେବେବି ଭୁଲି ନଥାଏ। ସେ ନିଜର କାମ କୁ ସାରି ମନୋରଞ୍ଜନ କରିବା ପାଇଁ ଚାହେଁ ଏବଂ ଏହି ମନୋରଞ୍ଜନ ସେ ଗୀତ ଓ ନୃତ୍ୟ ମାଧ୍ଯମ ଦ୍ବାରା କରିଥାଏ,କାରଣ ଅତୀତ ରେ ଲୋକ ମାନେ ଗୀତ ଓ ନୃତ୍ୟ ମାଧ୍ଯମ ରେ ମନୋରଞ୍ଜନ କରୁଥିଲେ,ଯାହା କି ଆଜି ପର୍ଯ୍ୟନ୍ତ ଚାଲି ଆସୁଛି ଏବଂ ସମୟ ସହିତ ତାଳ ଦେଇ ଆଗକୁ ମଧ୍ଯ ଚାଲିବ।

ତେବେ କିନ୍ତୁ ସମୟ ସହିତ ଆମ ମନୋରଞ୍ଜନ ର ଦୁନିଆର ରେ ମଧ୍ଯ ପରିବର୍ତ୍ତନ ହେବାରେ ଲାଗିଛି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ମନୋରଞ୍ଜନ ଦୁନିଆ କୁ ଏକ ଅଲଗା ରୂପ ଦେଇଛି। ଆଜିର ଆଧୁନିକ ଦୂନିଆ ରେ ଇଣ୍ଟର ନେଟ୍ ମାଧ୍ଯମ ରେ ମନୋରଞ୍ଜନ ପାଇଁ ଅନେକ ଗୁଡ଼ିଏ ଜିନିଷ ର ଉଦ୍ଭାବନ ହେଲାଣି।ପୂର୍ବରୁ ମନୋରଞ୍ଜନ କେବଳ ଟିଭି ମାଧ୍ଯମ ରେ ସିମୀତ ଥିଲା,କିନ୍ତୁ ବର୍ତ୍ତମାନ ସମୟ ରେ YouTube, Netflix ଭଳି ପ୍ଲାଟଫର୍ମ ଆଦି ମନୋରଞ୍ଜନ ଦୁନିଆ କୁ ଏକ ଅଲଗା ସ୍ଥାନ ଦେଇଛି।

ଓଡିଶା ରେ ବର୍ତ୍ତମାନ YouTube ମାଧ୍ଯମ ରେ YouTube ରେ ଅନେକ ଗୁଡ଼ିଏ ଚ୍ୟାନେଲ ଖୋଲି ପ୍ରତିଦିନ କିଛି ନା କିଛି ଆଲବମ୍ ସେଥିରେ ରିଲିଜ ହେଉଛି,ଯାହାକି ଓଲିଉଡ ଇଣ୍ଡଷ୍ଟ୍ରି କୁ ଆଗକୁ ନେଇଯିବ ବୋଲି ଆଶା କରାଯାଉଛି। ତେବେ ଦିନ ଥିଲା ଯେବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଆଲବମ୍ ସଂଗୀତ ର ରାଜ୍ ଚାଲିଥିଲା,କିନ୍ତୁ ବର୍ତ୍ତମାନ ଧିରେଧିରେ ତା ର ମାତ୍ରା କମିବା ରେ ଲାଗିଛି।

ତେବେ ବର୍ତ୍ତମାନ ଏକ ନୂଆ ରୋମାଣ୍ଟିକ୍ ଆଲବମ୍ ଭିଡିଓ ‘ମୁଁ ପ୍ରେମୀ ବଂଜାରା’ ନାମରେ ରିଲିଜ ହୋଇଛି,ଯାହାକି ଦର୍ଶକ ଙ୍କୁ ବହୁତ ପସନ୍ଦ ମଧ୍ଯ ଆସିଛି। ଓଡିଆ ଇ ନ୍ୟୁଜ୍ ନାମକ YouTube ଚ୍ୟାନେଲ ରେ ଏହି ସପ୍ତାହ ରେ ‘ମୁଁ ପ୍ରେମୀ ବଂଜାରା’ ଓଡ଼ିଆ ରୋମାଣ୍ଟିକ ଆଲବମ୍ ରିଲିଜ୍ ହୋଇଛି।

ଗୀତ ଟି ର ନିର୍ଦେଶକ ହେଉଛନ୍ତି କାର୍ତ୍ତିକ ରୋହାନ, ଗୀତଟିକୁ ଲେଖିଛନ୍ତି୤ ଅରୁଣ ମନ୍ତ୍ରୀ, ଏବଂ କଣ୍ଠ ଦାନ କରିଛନ୍ତି ଓଡିଆ ଜଗତର ପ୍ରିୟ ସିଙ୍ଗର ହ୍ୟୁମାନ ସାଗର ଏବଂ ଶ୍ରୀୟା ମିଶ୍ର। ତେବେ ‘ମୁଁ ପ୍ରେମୀ ବଂଜାରା’ ସଂଗୀତ ରେ ଅଭିନୟ କରିଛନ୍ତି ବିକ୍ରମ ଓ ଆଶ୍ରିତା ଓ ଏଥିରେ ସେମାନେ ନିଜ ଅଭିନୟ ର ଯାଦୁ ଦେଖାଇ ଦର୍ଶକ ଙ୍କ ମନକୁ ଆକ୍ଋଷ୍ଟ କରିଛନ୍ତି,ଗୀତ ଟି କୁ ଲୋକେ ବହୁ ମାତ୍ର ରେ ଦେଖି ପସନ୍ଦ ମଧ୍ଯ କରୁଛନ୍ତି।

ତେବେ ଏହି ଭିଡିଓ ଟି କୁ ଏକ ସପ୍ତାହ ମଧ୍ଯ ରେ ୩ ଲକ୍ଷ୍ଯ ଲୋକ ଦେଖିସାରିଲେଣି ଏବଂ ଲାଇକ୍ ମଧ୍ଯ କରିଛନ୍ତି। ଗୀତ ଟି ଦର୍ଶକ ମାନଙ୍କୁ ଏତେ ମାତ୍ରା ରେ ପସନ୍ଦ ଆସିଛି ଯେ ସେମାନେ ହ୍ୱାଟସ ଆପ୍ ଷ୍ଟାଟସ୍ ମଧ୍ଯ ରଖୁଛନ୍ତି। ଗୀତ ଟି ସେୟାର କରିବା ଦ୍ବାରା ଇଣ୍ଟରନେଟ ଜଗତ ରେ ତାହା ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।