କଳା ଫଟା ଓଠୋ କୁ ମାତ୍ର ୪ ଦିନରେ ଗୋଲାପି ବନାନ୍ତୁ ଏହି ସହଜିଆ ଘରୋଇ ଉପାୟ ମାଧ୍ୟମରେ 100 %ଗ୍ୟାରେଣ୍ଟି କାମ କରିବ

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ସମାଜ ରେ ସମସ୍ତ ଯୁବ ପିଢୀ ନିଜ ନିଜର ସୁନ୍ଦରତା ଓ ରୂପ କୁ ବ୍ୟସ୍ତ ରହିଥାନ୍ତି । ଯଦିଓ ଭଗବାନ ଆମ ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ତଥା ସ୍ୱତନ୍ତ୍ର ଚେହେରା ଦେଇଛନ୍ତି କିନ୍ତୁ ପ୍ରାୟ ସମସ୍ତେ ସେହି ରୂପ ବା ଚେହେରା କୁ ନେଇ ଖୁସି ହୋଇପାରନ୍ତି ନାହିଁ ।

ସେମାନେ ସେହି ପ୍ରାକୃତିକ ରୂପ ଟୀକୁ ଆହୁରି ଭଲ ଓ ସୁନ୍ଦର କରିବାକୁ ଚେଷ୍ଟା କରିଥାନ୍ତି।ଏବଂ ଏହି ରୂପ ମଧ୍ୟରେ ଶାରୀରିକ ଗଠନ ଓ ଆମ ମୁହଁରେ ସମସ୍ତ ଅଙ୍ଗ ଅନ୍ୟତମ ହୋଇଥାଏ ଯାହାକୁ ବର୍ତ୍ତମାନ ର ଯୁବପୀଢ଼ି ସବୁବେଳେ ଅଧିକ ରୁ ଅଧିକ ର ସୁନ୍ଦର କାଟିବାକୁ ଚାହାନ୍ତି ।

ତେବେ ସବୁ ଋତୁ ଅପେକ୍ଷା ଶୀତ ଋତୁ ଟି ଆମ ସୁନ୍ଦରତା ପାଇଁ ଏକ ପ୍ରତିବନ୍ଧକ ସଜିଥାଏ ।କାରଣ ଏହି ଋତୁରେ ଆମର ତ୍ୱଚା ଶୁଷ୍କ ଓ ରୁକ୍ଷ ହୋଇଯାଇଥାଏ।ଖାସ କରି ଆମର ଓଠ ଯାହାକି ଆମର ସୁନ୍ଦରତା କୁ ପ୍ରତିଫଳିତ କରିଥାଏ ।ଶୀତ ଋତୁରେ ଆମର ପରିବେଶ ଶୁଷ୍କ ଏହା ସହ ମାଟି ର ସନ୍ଧ୍ରତା ହ୍ରାସ ପାଇଥାଏ ଯାହା ଫଳରେ ଆମର ଓଠ ଓ ତ୍ୱଚା ଫାଟିବାକୁ ଆରମ୍ଭ କରିଥାଏ । ଏପରି ହେବା ଦ୍ବାରା ଆମର ସୁନ୍ଦରତା କମିବା ସହ ଓଠ କୁ କଷ୍ଟ ହୋଇଥାଏ ।

ତେବେ ଏହି ଶୀତ ଋତୁରେ ଆମେ ଆମର ଓଠ କୁ ସୁନ୍ଦର ଓ ନରମ କରିବାକୁ ବିଭିନ୍ନ ପ୍ରକାରର କ୍ରିମ ବ୍ୟବହାର କରିଥାଉ ମାତ୍ର ଏହା ସବୁବେଳେ ଆମ ପାଇଁ ଭଲ ହୋଇନଥାଏ କେବେ କେବେ ଏହାର ବହୁତ ସାଇଡ଼ ଇଫେକ୍ଟ ମଧ୍ୟ ଆମ ଉପରେ ପଡିଥାଏ ।ତେଣୁ ଆମେ ଆଜି ଆପଣ ଙ୍କୁ କେତେକ ଘୋରଇ ଉପଚାର ବିଷୟରେ ଆପଣଂକୁ ଜଣେଇବୁ ଯାହା ବ୍ୟବହାର କରିବା ଦ୍ୱାରା ଆପଣ ଙ୍କର ଓଠ ର ରଙ୍ଗ ବଦଳି ଯିବା ସହ ଏହା ସୁନ୍ଦର ଓ ନରମ ରଖିଥାଏ ।ତେବେ ଆସନ୍ତୁ ଜାଣିବା ସେହି ରିମେଡି ମାନଙ୍କ ବିଷୟରେ।

୧.ପ୍ରତିଦିନ ଦୁଇ ଥର ଓଠରେ ମହୁ ଏବଂ ଚିନି ଲଗେଇବା ଦ୍ବାରା ଏହାର ରଙ୍ଗ ରେ ପରିବର୍ତ୍ତନ ହେବା ସହ ଓଠକୁ ନରମ କରିଥାଏ ।ମହୁ ଏବଂ ଚିନି କୁ ଭଲ ଭାବରେ ମିଶାଇ ଲଗେଇବା ଫଳରେ ଓଠରେ ଥିବା ମଲା ଚର୍ମ ସବୁ ବାହାରି ଯାଇଥାଏ ଆଉ ଓଠ ନରମ ହୋଇଥାଏ ।
୨.ପ୍ରତିଦିନ ରାତିରେ ଶୋଇବା ସମୟ ରେ ଓଠ ରେ ନଡ଼ିଆ ତେଲ କୁ ମାଲିସ କରିବା ଦ୍ୱାରା ମଧ୍ୟ ଓଠ ର ରଙ୍ଗ ବଦଳେଇ ଥାଏ ଏବଂ ଏହା ଓଠ କୁ ସୁନ୍ଦର ଓ ଚିକଣ ରଖିଥାଏ ।

୩.ନିୟମିତ ଭାବରେ ରାତିରେ ଶୋଇବା ସମୟରେ ନଡ଼ିଆ ତେଲ ରେ କିଛି ଆଲବେରା ଜେଲ ମିଶାଇ ଓଠ କୁ ମାଲିସ କରିବା ଦ୍ୱାରା ମଧ୍ୟ ଏହା ଶୀତ ରୁତରେ ଲାଭଦାୟକ ହୋଇଥାଏ।
୪.ଏହା ବ୍ୟତୀତ ପ୍ରତିଦିନ ରାତିରେ ନଡ଼ିଆ ତେଲ ସହ ଗୋଲାପ ପାଖୁଡା ଜଳ ମିଶାଇ ଓଠରେ ଲଗେଇବା ଦ୍ବାରା ଓଠ ସୁନ୍ଦର ଓ ନରମ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।