Acharya Balkrishna – ଗାଇ ଘିଅରୁ ମିଳୁଥିବା ଏହି ଚମତ୍କାରୀ ଫାଇଦା, ଯାହା କେହି ଆପଣଙ୍କୁ କହି ନଥିବେ

0

ଗାଈ ଘିଅ ଆମ ପାଇଁ ବହୁତ ଉପକାରୀ ଅଟେ। ଗାଈ ଘିଅରୁ ଆମକୁ ଅନେକ ପୋଷାକ ତତ୍ୱ ମିଳିଥାଏ। ଯାହାକି ଆମ୍ବପାଇଁ ବହୁତ ଦରକାରୀ ଅଟେ। ଘିଅ ରେ ଭିଟାମିନ ଏ ଭିଟାମିନ ଇ ଓ ଭିଟାମିନ ଡି ଭଳି ବହୁତ ଉପକାରୀ ପୋଷାକ ରହିଛି। ଏହି ଘିଅ ଖାଇବା ଦ୍ୱାରା ଆମ ଶରୀର ର ବହୁତ ଉପକାରୀତା ମିଳି ଥାଏ।

ଅନେକ ଲୋକ ଙ୍କ ର ଭୁଲ ଧାରଣା ଥାଏ କି ଘିଅ ରେ ଅନେକ ଫେଟ ଥାଏ ଯାହାକି ଆମ ଶରୀର ପାଇଁ ବହୁତ ଖରାପ ଅଟେ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ। ଘିଅ ଆମ ପାଇଁ ବହୁତ ଉପକାରୀ ହୋଇ ଥାଏ। ଘିଅ ଆମର ବ୍ରେନ ଓ ହର୍ଟ ପାଇଁ ବହୁତ ଉପକାରୀ ଅଟେ। ଏମିତି କି ଏହା ଆମ ସାରିରେ କଫ ଜନିତ ସମସ୍ୟା କୁ ଦୁର କରିଥାଏ। କଫ ସମସ୍ୟା ପ୍ରୟତ ସମସ୍ତ ଙ୍କ ପାଖରେ ଦେଖା ଯାଇଥାଏ।

ଥଣ୍ଡା ଦିନ ଆସିବା ମାତ୍ରେ ଅନେକ ଲୋକଙ୍କ ର ଏହି ସମସ୍ୟା ଦେଖା ଦେଇ ଥାଏ। ତେବେ ଘିଅ ଖାଇବା ଦ୍ୱାରା ଏହି ସବୁ ସମସ୍ୟା ରୁ ମୁକ୍ତି ମିଳି ଥାଏ। ଏହି ଘିଅ କଫ କୁ ଦୁର କରିବାର ସବୁଠୁ ସହଜ ଓ ସରଳ ଉପାୟ ଅଟେ। ବହୁତ ପୁରୁଣା ଯୁଗରୁ ଘିଅ କୁ କଫ କୁ ଦୁର କରିବା ରେ ବ୍ୟବହାର କଁରା ଯାଉଛି।

ପ୍ରତିଦିନ ଏକ ଚାମଚ ଘିଅ କୁ ଗରମ କରି କିମ୍ବା ସିଧା ସେହି ପରି ଖାଇ ଦିଅନ୍ତୁ। ଦେଖିବେ ଏହା ଦ୍ୱାରା ଆପଣଙ୍କ ର ବହୁତ ଉପକାର ହେବ। ଏହି ଘିଅ ଖାଇବା ଦ୍ୱାରା ଆପଣଙ୍କ ର ଆଖିର ଦୃଷ୍ଟି ଶକ୍ତି ବଢି ଥାଏ। ଏହା ଆଖିର ଦୃଷ୍ଟି ଶକ୍ତି ବଢ଼ିବା ସହିତ ଆଖିର ଅନେକ ରୋଗ ଭଲ ହୋଇ ଥାଏ। ତେଣୁ ଆପଣ ଯଦି ସବୁଦିନ ଆପଣଙ୍କ ଖାଦ୍ୟରେ ଘିଅ କୁ ସାମିଲ କରିବେ ତାହାଲେ ଏହା ଆପଣଙ୍କ ର ଓଜନ ନିୟନ୍ତ୍ରଣ ରାଝିବାରେ ଓ ଦୃଷ୍ଟି ଶକ୍ତି ବଢ଼ିବାରେ ବହୁତ ସାହାଯ୍ୟ କରି ଥାଏ।

ଏହି ଘିଅ ଖାଇବା ଦ୍ୱାରା ଆମର ଶରୀର ଚିକଣ ହୋଇଥାଏ ଓ ଆମର ତ୍ୱଚା ବହୁତ ସୁନ୍ଦର ଦେଖା ଦେଇ ଥାଏ। ଏହି ଗାଈ ଘିଅ ରେ ଅନେକ ଉପାର ପୋଷାକ ଥାଏ ଯାହା କି ଆମର ଶରୀର ର ଅନେକ ବଡ ବଡ ରୋଗ କୁ ମଧ୍ୟ ଭଲ କରିନାରେ ସାହାଯ୍ୟ କରି ଥାଏ। ଏଣୁ ଏହି ଗାଈ ଘିଅ କୁ ଆପଣ ମାମେ ପ୍ରତ୍ୟକ ଦିନ ଅଳ୍ପ ପରିମାଣ ରେ ନିୟମିତ ଆପଣଙ୍କ ଦାଏଟ ରେ ସାମିଲ କରନ୍ତୁ ଦେଖିବେ ଆପଣଙ୍କ ର ଶରୀର ରେ ଅନେକ ପରିବର୍ତନ ଦେଖା ଦେବ। ଓ ଆପଣଙ୍କ ର ଦୃଷ୍ଟି ଶକ୍ତି ଓ ହୃଦ ରୋଗ ସମସ୍ୟା ନିଶ୍ଚିତ ଭାବରେ ହ୍ରାସ ପାଇବା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।