ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ , କଣ ଆପଣ ଦେଇ ପାରିବେ ?

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡଜ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ଆଗ କାଳରେ ଲୋକମାନେ ଯୁଗ ଅନୁସାରେ ଏତେ ଚାଲାକ ହୋଇ ନ ଥିଲେ। ତେବେ ସେତେବେଳେ ଲୋକେ ଯେମିତି ରହୁଥିଲେ ଏବେକାର ଲୋକଙ୍କର ରହଣି ସହଣୀ ମଧ୍ୟ ତାଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ ।ତେବେ ଆପଣ ମାନେ ଜାଣିଥିବେ ଯେ ପୂର୍ବେ ଲୋକଙ୍କ ଭାଷା ଉନତ୍ ନ ଥିଲା। ତେବେ ଧୀରେ ଧୀରେ ସମୟ ଗଡ଼ିବା ସହ ସବୁ କିଛ ବଦଳିବାରେ ଲାଗିଲା।ତେବେ ଲୋକ ଶିକ୍ଷିତ ହେଲଣି।ଆଉ ସମାଜ ରେ ଦେଶ ରେ ପ୍ରତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ,କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ,

ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ।ତେବେ ଆମ ରାଜ୍ୟ ଓଡିଶା ସମ୍ପର୍କରେ ଏମିତି ଅନେକ ତଥ୍ୟ ରହିଛି।ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ । ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସମୁହିକ୍ ଜ୍ଞାନ ରହିବା ନିହାତି ଆବଶ୍ୟକ।ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ କିଛି ପ୍ରଶ୍ନ ଓ ଉତ୍ତର।

୧) ରେଭେନ୍ସା କଲେଜ କେଉଁ ମସିହା ରେ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଲା ?

ଉତ୍ତର:- ୨୦୦୬ ମସିହା ରେ ମାନ୍ୟତା ପାଇ ଥିଲା।

୨) ଓଡିଶା ର ମନ୍ତ୍ରୀ ମଣ୍ଡଳ ପ୍ରଥମେ କେଉଁ ମସିହା ରେ ଗଠିତ ହୋଇ ଥିଲା। ?
ଉତ୍ତର:-୧୯୩୭ ମସିହା ରେ ଗଠିତ ହୋଇ ଥିଲା।

୩) ଓଡିଶା ରେ ଥିବା ୩୦ ଜିଲ୍ଲା ମଧ୍ୟ ରୁ ସବୁଠୁ ବଡ଼ ଜିଲ୍ଲା କେଉଁଟି?
ଉତ୍ତର:- ମୟୁରଭଂଜ ଜିଲ୍ଲା ହେଉଛି ସବୁଠୁ ବଡ଼ ଜିଲ୍ଲା ।

୪) ୨୦୧୪ ରେ ଫିଫା ବିଶ୍ୱ କପ କେଉଁ ଦେଶ ହାସଲ କରିଥିଲା ?
ଉତ୍ତର:- ଜର୍ମାନୀ ଦେଶ ହାସଲ କରିଥିଲା।

୫) କଲିକତା ରେ ରାଜସ୍ଵ ର ସ୍ଥାୟୀ ବନ୍ଦବସ୍ତ୍ କିଏ କରି ଥିଲେ ?
ଉତ୍ତର:- ଲଡ କର୍ଣ୍ଣୱଅଲିସ୍ କରିଥିଲେ ।

୬) ବିଶ୍ୱ ର ସବୁଠୁ ବଡ଼ କେନାଲ ର ନାମ କଣ ?
ଉତ୍ତର:- ସ୍ଵେଜ କେନାଲ ହେଉଛି ସବୁଠୁ ବଡ଼ କେନେଲ।

୭) ବିଶ୍ୱ ର ସବୁଠୁ ବଡ଼ ଦୀପ ସମୂହ ର ନାମ କଣ ?
ଉତ୍ତର:- ଇଣ୍ଡନେସିଆ ହେଉଛି ବଡ଼ ଦୀପ ସମୂହ ।

୮) ଭାରତ ର ଇଂରାଜୀ ସମାଚର୍ ପାତ୍ର ପ୍ରଥମେ କିଏ ଆରମ୍ଭ କରି ଥିଲେ ?
ଉତ୍ତର:- ଜେ . ଏ . ହିକେ ଆରମ୍ଭ କରି ଥିଲେ ।

୯)କେଉଁ ଗଭର୍ଣ୍ଣର ଜେନେରାଲ ଙ୍କ ସମୟ ରେ ପଞ୍ଜାବ କୁ ବ୍ରିଟିଶ ସାମ୍ରଜ୍ୟ ରେ ସାମିଲ କରା ଯାଇ ଥିଲା ?
ଉତ୍ତର:- ଲଡ ଡେଲହାଉସି ଙ୍କ ସମୟ ରେ ।

୧୦) ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ସର୍ବ ପ୍ରଥମେ କାହାକୁ ମିଳି ଥିଲା ?
ଉତ୍ତର;- ବିଶ୍ୱନାଥ ଆନନ୍ଦ ଙ୍କୁ ମିଳି ଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।