ଦେଖନ୍ତୁ ଭିଡ଼ିଓ । ଅନୁଭବ ଙ୍କ ସହ ଝଗଡା ପରେ କାହିଁକି ଭଉଣୀ ଙ୍କ ମଥାରେ ସିନ୍ଦୁର ଲଗାଇଲେ ବର୍ଷା, କଣ ସତରେ ଅନୁଭବ ବର୍ଷା ଙ୍କୁ…….

0

ଆମ ଓଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅନେକ ନାମୀ ଦାମୀ ଚେହେରା ଅଛନ୍ତି, ଅନେକ ସଫଳତା ପାଇଥିବା ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଅଛନ୍ତି ,ସେମାନଙ୍କ ମଧ୍ୟ ରୁ ଆଗ ଧାଡି ର କେତେକ ସଫଳ ଅଭିନେତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ। ବର୍ଷା ହେଉଛନ୍ତି ଓଲିଉଡ୍ ର ଜଣେ ସଫଳ ଏବଂ ଏକ ଆଗ ଧାଡି ର ଅଭିନେତ୍ରୀ। ବର୍ଷା ଙ୍କୁ ଓଡିଶା ରେ ଲୋକ ମାନେ ଅନେକ ପସନ୍ଦ କରିବା ସହ ଅନେକ ଭଲପାଇବା ମଧ୍ୟ ଦେଇଛନ୍ତି। ଲୋକ ମାନେ ତାଙ୍କ ଅଭିନୟ କୁ ଯେତିକି ପସନ୍ଦ କରନ୍ତି ସେତିକି ତାଙ୍କ ସୁନ୍ଦରତା ଏବଂ ତାଙ୍କ ଲାଇଫ୍ ଷ୍ଟାଇଲ୍ କୁ ମଧ୍ୟ ପସନ୍ଦ କରନ୍ତି ଏବଂ ତାହାକୁ ଅନେକ ଲୋକ ବହୁତ ଫଲୋ ମଧ୍ୟ କରନ୍ତି। ଅନେକ ଫ୍ୟାନ୍ ମାନେ ବର୍ଷା ଙ୍କୁ ନିଜର ରୋଲ୍ ମଡେଲ୍ ବୋଲି ଭାବିଥାନ୍ତି ଏବଂ ଆଦର୍ଶ ଭାବରେ ମଧ୍ୟ ଗ୍ରହଣ କରିଥାନ୍ତି।

ଏହି କିଛି ଦିନ ହେବ ବର୍ଷା ଏବଂ ଅନୁଭବ ଙ୍କ ମଧ୍ୟ ରେ ନିଜର ପାରିବାରିକ କଳହ କୁ ନେଇ ଅନେକ ବିବାଦ ଲାଗି ରହିଛି। ବର୍ଷା ଅନୁଭବ ଙ୍କୁ ଓଡାଶା ବାସୀ ଅନେକ ପସନ୍ଦ କରିବା ସହ ସେମାନଙ୍କୁ ଅନେକ ଅନେକ ଭଲ ମଧ୍ୟ ପାଆନ୍ତି। ଓଡିଶା ବାସୀ ସେମାନଙ୍କ ଯୋଡି କୁ ମଧ୍ୟ ଅନେକ ମାତ୍ରାରେ ପସନ୍ଦ କରନ୍ତି। ସେମାନଙ୍କ ଏହି ପାରିବାରିକ କଳହ କୁ ନେଇ ସେମାନଙ୍କ ଫ୍ୟାନ୍ ମାନେ ମଧ୍ୟ ବହୁତ ଦୁଃଖିତ ହେଉଥିଲେ ଏବଂ ଏଥିପାଇଁ ସେମାନଙ୍କୁ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ସଜେସନ୍ ମଧ୍ୟ ଦେଉଥିଲେ। ସେହି ସମୟ ରେ ବର୍ଷା ଏବଂ ଅନୁଭବ ପରସ୍ପର ବିପକ୍ଷ ରେ ଅନେକ ଭିଡିଓ ଏବଂ ଫଟୋ ମଧ୍ୟ ସେୟାର କରୁଥିଲେ, ଏହି କିଛି ଦିନ ହେବ ସେହି ସବୁ ବନ୍ଦ ଥିଲା। ଏବେ କିନ୍ତୁ ସୋସିଆଲ୍ ମିଡିଆରେ ବର୍ଷା ଙ୍କ ର ଏକ ଭିଡିଓ ଭାଇରାଲ୍ ହୋଇଛି ଯେଉଁଥି ପାଇଁ କି ବର୍ଷା ପୁଣି ଚର୍ଚ୍ଚା କୁ ଆସିଛନ୍ତି। ତେବେ ଆସନ୍ତୁ ଜାଣିବା ଭିଡିଓ ସମ୍ପର୍କରେ।


ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ବର୍ଷା ନିଜ ଶାଶୁ ଘରେ ଦୁର୍ଗା ପୂଜା ପାଳନ କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ବର୍ଷା ଶାଢୀ ପିନ୍ଧି ପୁରା ପାରମ୍ପରିକ ଢଙ୍ଗ ରେ ପୂଜାର୍ଚ୍ଚନା କରୁଛନ୍ତି। ଘରେ ପୂଜା ସାରିବା ପରେ ସେ ନିଜର ଘର ଲୋକ ଙ୍କ ସହ ଅର୍ଥାତ୍ ନିଜ ବାପ ଘର ଲୋକ ଙ୍କ ସହ କଟକ ର ବିଭିନ୍ନ ମଣ୍ଡପ କୁ ଦୂର୍ଗା ପୂଜା ଦେଖିବାକୁ ଯାଇଛନ୍ତି। ବର୍ଷା ନିଜର ପରିବାର ଲୋକ ଙ୍କ ସେଠାରେ ଅନେକ ଖୁସି ଥିବା ମଧ୍ୟ ଦେଖିବାକୁ ମିଳିଛି। ବର୍ଷା ଙ୍କ ସହ ତାଙ୍କ ବଡ ଭଉଣୀ ମଧ୍ୟ ଯାଇଥିଲେ, ବର୍ଷା ତାଙ୍କ ସହ ଅନେକ ମଜା ମସ୍ତି ମଧ୍ୟ କରିଥିଲେ। ଏହି ଠାରେ ବର୍ଷା ନିଜ ବଡ ଭଉଣୀ ଙ୍କ ମୁଣ୍ଡ ରେ ସିନ୍ଦୂର ଲଗେଇ ଦେଉଥିବା ବେଳେ ତାଙ୍କ ଭଉଣୀ ମଧ୍ୟ ତାଙ୍କ ମୁଣ୍ଡ ରେ ସିନ୍ଦୂର ଲଗେଇ ଦେଉଥିଲେ।

ତେବେ ବର୍ଷା ପୂଜା ନିଜ ଶାଶୂ ଘରେ କରିଥିବା ବେଳେ ବୁଲିବା ପାଇଁ କିନ୍ତୁ ନିଜ ବାପ ଘର ଲୋକ ଙ୍କ ସହ ଯାଇଥିଲେ। ବର୍ଷା ଏବଂ ଅନୁଭବ ଙ୍କ ର ଏବେବି ବିବାଦ ଲାଗିରହିଛି। ଏହି କଥା କୋର୍ଟ ରେ ପହଞ୍ଚି ସାରିଥିବା ବେଳେ ନଭେମ୍ବର ଦ୍ବିତୀୟ ସପ୍ତାହ ରେ ଏହାର ଶୁଣାଣି ହେବାକୁ ଯାଉଛି। ତେବେ ଦେଖାଯାଏ ଅଦାଲତ କଣ ନିଷ୍ପତ୍ତି ନେଉଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।