ଓଡ଼ିଶାର ସିନେମା ର ଗାୟକ ଓ ଗାୟିକା ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଟଙ୍କା କିଏ ଦାବି କରିଥାନ୍ତି ଜାଣନ୍ତୁ ଗୋଟିଏ ଗୀତ ପାଇଁ କିଏ କେତେ ଟଙ୍କା ନେଇଥାନ୍ତି

0

ଆମେ ପ୍ରାୟ ସବୁବେଳେ ଫିଲ୍ମ ଈଣ୍ଡଷ୍ଟ୍ରି ର ଅଭିନେତା , ଅଭିନେତ୍ରୀ, ପ୍ରଡ୍ୟୁସର , ଗାୟକ ଓ ଗାୟିକା ଙ୍କ ଜୀବନ ଶୋଇଲି ଓ ତାଙ୍କର ପିଲା ଦିନର କାହାଣୀ ବିଷୟରେ ଜାଣିବାକୁ ବହୁତ ପସନ୍ଦ କରିଥାଉ । କାରଣ ବେଳେ ବେଳେ ସଫଳତା ର ଶୀର୍ଷ ରେ ଛିଡା ହୋଇଥିବା ଲୋକମାନଙ୍କର ଜୀବନ କାହାଣୀ ଆମକୁ ପ୍ରେରଣା ଦେଇଥାଏ ଓ କେବେକେବେ ଏହା ଆମର ନିଜର ଲକ୍ଷ କୁ ସାଧନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଓଡ଼ିଆ ସିନେମା ଜଗତର କିଛି ଗାୟକ ଓ ଗାୟିକା ପ୍ରତି ସଂଗୀତ ଗାଇବା ପାଇଁ କେତେ ଟଙ୍କା ନେଇଥାନ୍ତି ତାହା ଜଣେଇବାକୁ ଯାଉଛୁ ।

୧.ଗାୟିକା ପ୍ରଜ୍ଞା

ଆପଣ ମାନେ ତ ଜାଣିଥିବେ କି ଓଡ଼ିଆ ଫିଲ୍ମ ଇନ୍ଦ୍ରଷ୍ଟ୍ରି ରେ ଫିଲ ମାଇଁ ଲଭ , ତୁ ମୋର ମୁଁ ତୁମର ଆଦି ଗୀତ ଗାଇ ସେ ଲୋକମାନ ଙ୍କର ପ୍ରସଂଶା ର ପାତ୍ର ହୋଇପାରିଛନ୍ତି ।ତେବେ ସେ ପ୍ରତି ଗୀତ ଗାଇବା କୁ ୩୦୦୦୦ ତାଙ୍କ ନେଇଥାନ୍ତି ।

୨.ଦୀପ୍ତିରେଖା

ଦୀପ୍ତିରେଖା ଙ୍କର ସବୁଠାରୁ ଚର୍ଚ୍ଚିତ ଓ ଲୋକପ୍ରିୟ ସଂଗୀତ ହେଉଛି ହେଲ କଣ ସଂଗୀତ ।ଏହା ଛଡା ସେ ହାଏ ତ ପ୍ରେମର ରଙ୍ଗଲି , ପ୍ରେମ ନା ତର ପାଗଲାମୀ ଆଦି ସୁନ୍ଦର ଗୀତ ଗାଇ ଲୋକମାନ ଙ୍କୁ ନିଜର କରିବାରେ ସକ୍ଷମ ହୋଇଛନ୍ତି ।ତେବେ ଗୋଟିଏ ସଂଗୀତ ଗାଇବା ପାଇଁ ସେ ୩୫,୦୦୦ ରୁ ଅଧିକ ଟଙ୍କା ନେଇଥାନ୍ତି ।

 

୩.ଅମ୍ରିତା ନାୟକ

କେମିତି ଭୁଲିବି ସେ ଅଭୁଲା ଦିନ ଗୀତ ଟି ହେଉଛି ତାଙ୍କର ସବୁଠାରୁ ଲୋକପ୍ରିୟ ଗୀତ ଯାହା ଦ୍ୱାରା ସେ ଲୋକମାନ ଙ୍କୁ ନିଜ ଆଡକୁ ଆକର୍ଷିତ କରିପାରିଛନ୍ତି ।ସେ ମଧ୍ୟ ଗୋଟିଏ ଗୀତ ପାଇଁ ୩୫,୦୦୦ ଟଙ୍କା ନେଇଥାନ୍ତି ।

୪.ସତ୍ୟଜିତ

ସତ୍ୟଜିତ ଫିଲ୍ମ ର ଗୀତ ଗାଇବା ସହ ଆଲବମ ଗୀତ ପାଇଁ ସେ ବହୁତ ଲୋକପ୍ରିୟ ଅଟନ୍ତି ।ତେବେ ସେ ପ୍ରତ୍ୟେକ ସଂଗୀତ ପାଇଁ ୪୦,୦୦୦ ଟଙ୍କା ନେଇଥାନ୍ତି ।

୫.ମନ୍ତୁ

ସେ ସିନେମା ରେ ଗୀତ ଗାଇବା ଅପେକ୍ଷା ସମ୍ବଲପୁରୀ ଗୀତ ପାଇଁ ଅଧିକ ଲୋକପ୍ରିୟ ଅଟନ୍ତି ।ତାଙ୍କର ସବୁଠାରୁ ଲୋକପ୍ରିୟ ଗୀତ ମଧ୍ୟରେ ତ ଗାଲ ର କଳା ଯାଇ ଗୀତ ଟି ଅନ୍ୟତମ ।ସେ ଗୋଟିଏ ଗୀତ ଗାଇବା କୁ ୪୦,୦୦୦ ଟଙ୍କା ନେଇଥାନ୍ତି ।

୬.ଅସୀମା ପଣ୍ଡା

ଅସୀମା ପଣ୍ଡା ଙ୍କୁ କିଏ ବା ନଜାଣିଛି ତାଙ୍କର ସୁମଧୁର ସଂଗୀତ ପାଇଁ ସେ ବେଶ ଚର୍ଚ୍ଚିତ ।ତେବେ ତାଙ୍କର ସବୁଠାରୁ ଅଧିକ ପ୍ରସିଦ୍ଧ ଗୀତ ମାନଙ୍କ ମଧ୍ୟରେ ଟିକ ଟକ ବେବି ଗୀତ ଟି ଖୁବ ପ୍ରସଂସନୀୟ ଅଟେ ।ତେବେ ସେ ପ୍ରତି ଗୀତ ପାଇଁ ୪୦,୦୦୦ ଟଙ୍କା ନେଇଥାନ୍ତି ।

 

୭.ହ୍ୟୁମାନ ସାଗ

ସଂଗୀତ ଦୁନିଆଁ ରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ହ୍ୟୁମାନ ସାଗର ।ସେ ତାଙ୍କର ଗୀତ ପାଇଁ କେବଳ ଓଡ଼ିଶା ରେ ନୁହଁନ୍ତି ବରଂ ଅନ୍ୟ ପୋଡ଼ସି ରାଜ୍ୟ ରେ ସେ ପ୍ରସିଦ୍ଧ ଅଟନ୍ତି ।ସେ ଗୋଟିଏ ଗୀତ ଗାଇବା କୁ ୫୫,୦୦୦ ଟଙ୍କା ନେଇଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।