୪୭୫ ବର୍ଷ ପୁରୁଣା ଜେଲରେ ଜଣେ ମାତ୍ର କଏଦୀ ଏହା ପଛରେ ଥିବା କାହାଣୀ ଜାଣିଲେ ଆପଣ ବି ହୋଇଯିବେ ସ୍ତବ୍ଧ…

0

ବେଳେ ବେଳେ ଆମେ ଏହି ଦୁନିଆଁ ରେ କିଛି ଏମିତି ଘଟଣା ବା ଖବର ଶୁଣିବା କୁ ବା ଜାଣିବାକୁ ପାଇଥାଉ ଯାହା କି ବିଶ୍ଵାସ ଯୋଗ୍ୟ ହୋଇନଥାଏ। ସେହି ଘଟଣା ଗୁଡ଼ିକ ଆମକୁ ଏକ କାଳ୍ପନିକ କାହାଣୀ ପରି ପ୍ରିତୀୟ ମାନ ହୋଇଥାଏ କିନ୍ତୁ ତା ପଛରେ କିଛି ଏମିତି ସତ୍ୟ କାହାଣୀ ରହିଥାଏ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ପରି ଘଟଣା ଗୁଡିକ ଆମେ କେବଳ ଆମର ଗଣତାନ୍ତ୍ରିକ ରାଷ୍ଟ୍ର ର ମୁକ୍ତ ଗଣମାଧ୍ୟମ ଦ୍ବାରା ଜାଣିବାକୁ ପଇଥାଉ। ତେବେ ଆମେ ଆଜି ଦାମନ ଆଣ୍ଡ ଡିଉ ଥିବା ଏକ ପୁରାତନ ଜେଲ ବିଷୟରେ ଜଣେଇବୁ ଯାହାକି ଅତ୍ୟନ୍ତ ବିସ୍ମୟକର ଅଟେ । କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ଏକ ପୁରାତନ ଜେଲ ବିଷୟରେ ଏକ ଭିଡ଼ିଓ ଭାଇରଲ ହୋଇଥିଲା ।

ତେବେ ଆମେ ଆଜି ଆପଣଙ୍କୁ ସେହି ଜେଲ ବିଷୟରେ କିଛି ଗୁପ୍ତ ତଥ୍ୟ ଦେବାକୁ ଯାଉଛୁ ।ତେବେ ଏକ ରିସର୍ଚ୍ଚ ଅନୁସାରେ ଜଣାଯାଇଛି ଯେ ଏହି ଜେଲ ଟି ଦାମନ ଡିଉ ଠାରେ ଅବସ୍ଥିତ ଯାହା କି ୪୭୫ ବର୍ଷ ପୁରାତନ ଅଟେ ଏବଂ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ଏହା କି ଏଠାରେ ମାତ୍ର ଜଣେ କଏଦୀ ରହିଛନ୍ତି ।ତେବେ କାହିଁକି ସେଠାରେ ମାତ୍ର ଜଣେ କଏଦୀ ଏଠାରେ ବନ୍ଦୀ ହୋଇରହିଛନ୍ତି ଏହାର ପ୍ରଶ୍ନ ନିଶ୍ଚିତ ଭାବରେ ଆପଣ ଙ୍କ ମନକୁ ଆସୁଥିବ।

ତେବେ ସୂଚନା ଅନୁସାରେ ,ସେହି ଜେଲ ଟି ବାହାରୁ ଦେଖିବାକୁ ଏକ କିଲା ପରି ।ସେହି ଜେଲ ରେ ଚାରି ଜଣ ଜେଲ କର୍ମଚାରୀ ,ଜଣେ ଜେଲର ଏବଂ ଜଣେ ମାତ୍ର କଏଦୀ ରହୁଛନ୍ତି। ତେବେ ଏଥିରେ ମୋଟାମୋଟି ୬ ଜଣ ବ୍ୟକ୍ତି ରୁହନ୍ତି ଏହି ବିଶାଳକାୟ ୪୭୫ ବର୍ଷ ର ପୁରାତନ ଜେଲ ମଧ୍ୟରେ ।ସୂଚନା ଅନୁସାରେ ସେହି ଜେଲ ରେ ପୂର୍ବ ରୁ ପାଞ୍ଚ ଜଣ କଏଦୀ ରହୁଥିଲେ।ତେବେ ସେହି ପାଞ୍ଚ ଜଣଙ୍କ ମଧ୍ୟ ରୁ ଦୁଇ ଜଣ କଏଦୀ ଙ୍କର ସଜା ଶେଷ ହେବା ପରେ ସେମାନ ଙ୍କୁ ଜେଲ ରୁ ବାହାର କରାଯାଇଥିଲା ।

ଅନ୍ୟ ଜଣେ କଏଦୀ ଙ୍କର ପ୍ରମାଣ ସମୟ ରେ ସେ ନିର୍ଦୋଷ ପ୍ରମାଣିତ ହେବା ପରେ ତାଙ୍କୁ ମଧ୍ୟ ସେହି ଜେଲ ରୁ ବାହାର କରାଯାଇଥିଲା ଏବଂ ଆଉ ଜଣେ କଏଦୀ ଙ୍କୁ କୌଣସି କାରଣ ବସତ୍ୱ ସେଠାରୁ ଅନ୍ୟ ଏକ ଜେଲ କୁ ବଦଳି କରାଯାଇଥିଲା ।ଏବଂ ଏବେ ମାତ୍ର ଜଣେ କଏଦୀ ସେଠାରେ ରହିଛନ୍ତି ଯାହା ଙ୍କୁ ଏବେ ୩୦ ବର୍ଷ ବୟସ ଅଟେ ।

ଏକ ଗବେଷଣା ଅନୁସାରେ ଜଣା ଯାଇଛି ଯେ , ସେଠାରେ ରହୁଥିବା ଏହି ୩୦ ବର୍ଷୀୟ କଏଦୀ ଙ୍କ ପଛରେ ପ୍ରତି ମାସରେ ୩୦-୩୫ ହଜାର ଟଙ୍କା ଖର୍ଚ୍ଚ କରନ୍ତି ଆମ ସରକାର ।ତେବେ କାହିଁକି ସରକାର ଏହି କଏଦୀ କୁ ଅନ୍ୟତ୍ର ସ୍ଥାନାନ୍ତର ନକରି ସେଠାରେ ରଖିଛନ୍ତି ବୋଲି କିଛି ସାମ୍ବାଦିକ ପ୍ରଶ୍ନ ଉଠାଇବା ପରେ ଜଣା ପଡିଛି ଯେ ଯଦି ସେହି କଏଦୀ ଙ୍କୁ ଅନ୍ୟତ୍ର। ସ୍ଥାନାନ୍ତର କରାଯିବ ତ ସେହି ପୁରାତନ ଜେଲ ଟି ସବୁଦିନ ପାଇଁ ବନ୍ଦ ହୋଇଯିବ ତେଣୁ ସରକାର ଏହାକୁ ଚଳାଇଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।