Teeth Care – ଘରେ ବସି ମାତ୍ର ୨ ମିନଟ୍ ରେ ନିଜ ଦାନ୍ତ କୁ ମୋତି ଭଳି ଚମକାନ୍ତୁ 100% ଗ୍ୟାରେଣ୍ଟି

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।ତେବେ ଆମର ଶରୀର ପାଞ୍ଚ ଇନ୍ଦ୍ରୀୟ ଦ୍ବାରା ଗଠିତ ହୋଇଥାଏ ।ତେବେ ଏହି ପାଞ୍ଚ ଇନ୍ଦ୍ରୀୟ ମାନେ ଆମର ସ୍ୱାସ୍ଥ୍ୟ ଓ ସୁନ୍ଦର ତା କୁ ବିକ୍ଷେପ କରିଥାନ୍ତି ।

ତେବେ ଆମ ଶରୀରରେ ସମସ୍ତ ଅଙ୍ଗ ଙ୍କ ଠାରୁ ଦାନ୍ତ ହେଉଛି ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ଵତନ୍ତ୍ର ଯାହାକି ଉଭୟ ଆମର ସ୍ୱାସ୍ଥ୍ୟ ଏବଂ ସୁନ୍ଦରତା କୁ ବିବେଚନା କରିଥାଏ ।କିନ୍ତୁ କେବେ କେବେ ଆମର ହଳଦିଆ ଦାନ୍ତ କୁ ନେଇ ଆମେ ବହୁତ ଚିନ୍ତା ରେ ରହିଥାଉ ।ତେବେ ଆମେ ଆଜି ଆପଣଂକୁ ଏମିତି ଏକ ସହଜ ଉପାୟ ବିଷୟରେ ଜଣେଇବୁ ଯାହାକି ଆପଣ ଙ୍କର ହଳଦିଆ ଦାନ୍ତ କୁ ମୋତି ଭଳି ଚକଚକ କରିବ ।

ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ:-

୧.ଏକ ଚାମଚ ସୋରିଷ ତେଲ
୨.ଅଧା ଚାମକ ହଳଦୀ ଗୁଣ୍ଡ
୩.ଅଧା ଚାମଚ ଲୁଣ
୪.ଏକ ଚାମଚ ଲବଙ୍ଗ ଗୁଣ୍ଡ

ପ୍ରସ୍ତୁତ ପ୍ରଣାଳୀ:-

ପ୍ରଥମେ ଏକ ବାଉଲ ନିଅନ୍ତୁ ।ସେଥିରେ ଏକ ଚାମଚ ସୋରିଷ ତେଲ ଓ ଅଧା ଚାମଚ ହଳଦୀ ଗୁଣ୍ଡ କୁ ଭଲ ଭାବରେ ମିଶାଇ ନିଅନ୍ତୁ ।ଏହାକୁ ଅତିକମ ରେ ଦୁଇ ମିନିଟ ପର୍ଯ୍ୟନ୍ତ ଏକ ଶୁଷ୍କ ସ୍ଥାନରେ ରଖିନିଅନ୍ତୁ ।ଆଉ ଦୁଇ ମିନିଟ ପରେ ଏଥିରେ ଆଡ କରନ୍ତୁ ଅଧା ଚାମଚ ଲୁଣ ଏବଂ ଏକ ଚାମଚ ଲବଙ୍ଗ ଗୁଣ୍ଡ ।ଏବଂ ଏ ସବୁ କୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ ।ବନ୍ଧୁଗଣ ଏଥିରେ ବ୍ୟବହାର କରାଯାଇଥିବା ସମସ୍ତ ସାମଗ୍ରୀ ଆପଣଂକୁ ଅତି ସହଜରେ ନିଜ ଘରେ ମିଳିପାରିବ ତେଣୁ ଏହା ଏକ ସହଜ କାର୍ଯ୍ୟ ଅଟେ ।ଯାହାକି ଆପଣଙ୍କ ଦାନ୍ତ କୁ ଧଳା କରିବା ସହ ସମସ୍ତ ପ୍ରକାରର ଦାନ୍ତ ଜନିତ ସମସ୍ୟା ର ସମାଧାନ କରିଥାଏ।

ବ୍ୟବହାର କରିବେ କିପରି :-

ଏହି ପ୍ରଣାଳୀ ରେ ଆମର ଉପଚାର ଟି ପ୍ରସ୍ତୁତ ହେବା ପରେ ଆପଣ ଏହାକୁ ବ୍ୟବହାର କରିପାରିବେ ।ତେବେ ପ୍ରତି ଦିନ ଦୁଇ ଥର ଏହାକୁ ବ୍ୟବହାର କରିବା ଆବଶ୍ୟକ ଅଟେ ।ସବୁଦିନ ସକାଳେ ଏବଂ ସାନ୍ଧ୍ୟ ରେ ଆପଣ ଏହାକୁ ଏକ ବ୍ରଷ ବା ଆଙ୍ଗୁଠି ସାହାଯ୍ୟ ରେ ଦାନ୍ତ ରେ ଲଗାଇ ଏହାକୁ ୨-୩ ମିନିଟ ପର୍ଯ୍ୟନ୍ତ ରଖିନିଆନ୍ତୁ ପରେ ଧୋଇ ସଫା କରିନିଆନ୍ତୁ ।ଏପରି କରିବା ଦ୍ବାରା ଆପଣ ଦାନ୍ତ ମୋତି ପରି ଚମକିବା ସହ ସମସ୍ତ ପ୍ରକାରର ଦାନ୍ତ ସମସ୍ୟା ଭଲ ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।