ଦେଖନ୍ତୁ ଭାଇରାଲ ହେଉଛି ଦିପ୍ତିରେଖାଙ୍କ ବାହାଘର ଭିଡିଓ । ଏବେ ହିଁ ଦେଖନ୍ତୁ , ଆଗରୁ ଦେଖି ନଥିବେ

0

ଆପଣ ମାନେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ର ସିନେମା ଦୁନିଆ କି ସିରିଏଲ ଦୂନିଆ ସହ ଯୋଡିତ ନଥିଲେ ଓଲିଉଡ୍ ର ସଙ୍ଗୀତ ଦୁନିଆ ସହ ନିଶ୍ଚିତ ଭାବେ ଯୋଡିତ ଥିବେ,କାହିଁକି ନା ଆମେ ମାନେ ତ ଆମ ଲାଇଭ୍ ରେ ବହୁତ ବିଜି ନିଜ ନିଜ ର କାମ କୁ ନେଇ ଆମକୁ ସମୟ ବି ହେଉନାହିଁ ଅଧଘଣ୍ଟେ କି 2 ଘଣ୍ଟା ବସି ସିରିଏଲ୍ କି ଫିଲ୍ମ ଦେଖିବା ପାଇଁ। ଯେଉଁମାନେ କି ଓଡିଶା ର ଲୋକ ମାନଙ୍କୁ ସବୁବେଳେ ଅନେକ ସୁନ୍ଦର ସୁନ୍ଦର ଗୀତ ଭେଟି ଦେଇ ଥାଆନ୍ତି।

ତେବେ ଆମ ରାଜ୍ୟ ରେ ମେଲ୍ ସିଙ୍ଗର୍ ମାନଙ୍କ ଭିତରୁ ଦେଖିବାକୁ ଗଲେ ସବୁଠୁ ଆଗରେ ହ୍ୟୁମନ୍ ସାଗର ଥିଲେ ଏବଂ ଏବେ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଆଉ ଜଣେ ମେଲ୍ ସିଙ୍ଗର୍ ହ୍ୟୁମନ୍ ସାଗର ଙ୍କ ର ସେହି ଜାଗା କୁ ନେବାକୁ ବସିଲେଣି, ସ୍ୱୟଂ ପାଢୀ ,ତେବେ ସେ ମଧ୍ୟ ଓଲିଉଡ଼ ର ଜଣେ ଫମେସ୍ ସିଙ୍ଗର୍।ତେବେ ଖାଲି ଏମାନେ ଫେମସ୍ ନୁହନ୍ତି।ତେବେ ଅନେକ ଫିମେଲ୍ ସିଙ୍ଗର୍ ମାନେ ମଧ୍ୟ ଅନେକ ଭଲ ଭଲ ଗୀତ ଦର୍ଶକ ମାନଂକୁ ଯୋଗାଇ ଦେଇଛନ୍ତି।

ଗତ କିଛି ଦିନ ତଳେ ଆପଣ ମାନଙ୍କର ଅତି ପ୍ରିୟ ଗୀତିକାର , ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଆଗ ଧାଡ଼ିର ଗାୟିକା ଭାବେ ଯାହାକୁ ଆପଣମାନେ ଜାଣିଛନ୍ତି ଯିଏ କି ଦୀପ୍ତି ରେଖା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଜିକାର ଯୁବପିଢି ତାଙ୍କ ଗୀତ ଶୁଣିବା ପାଇଁ ବେଶ୍ ଆଗ୍ରହ କରୁଛନ୍ତି । ଦର୍ଶକମାନେ ମଧ୍ୟ ଖୁବ ପର୍ସଂଶା କରିଛନ୍ତି ଓ ତାଙ୍କ ଗୀତ କୁ ପସନ୍ଦ କରୁଛନ୍ତି।ଏବେ ଆପଣଙ୍କ ମନରେ ପ୍ରଶ୍ନ ଯେ କାହାକୁ ବିବାହ କରିଛନ୍ତି।ଆମେ ଆପଣଙ୍କୁ ଜଣାଇବୁ କାହାକୁ କରିଛନ୍ତି ବିବାହ,

ଗତ କିଛିଦିନ ତଳେ ଦିପ୍ତିରେଖା ପାଢ଼ୀ ଙ୍କ ବିବାହ ବହୁତ ଆଡମ୍ବର ରେ ହୋଇଥିଲା।ତେବେ ଏହି କିଛି ଦିନ ତଳେ ସେ ହାତ ରୁ ଦୁଇ ହାତ ହୋଇଥିଲେ, ସେ ଭୁବନେଶ୍ଵର ର ଜଣେ ବହୁତ ବଡ ବିଜନେସ୍ ମେନ୍ ଙ୍କୁ ବିବାହ କରିଥିଲେ। ଓଲିଉଡ଼ ଜଗତର ବହୁ ଅଭିନେତା ଅଭିନେତ୍ରୀ ଯୋଗ ଦେଇଥିଲେ। ବିବାହ ଉତ୍ସବ ରେ ଦିପ୍ତିଙ୍କ ସହ ମିଶି ରଙ୍ଗୀନ ଉତ୍ସବ କୁ ଉପୋଭୋଗ କରିଥିଲେ।ଗତ କିଛି ଦିନ ତଳେ ଭୁବନେଶ୍ଵରରେ ଏକ କଲ୍ୟାଣୀ ମଣ୍ଡପ ରେ ଦୀପ୍ତି ରେଖା ବିବାହ କରୁଥିବାର ଦେଖିବାକୁ ମିଳିଛନ୍ତି ।

ଆପଣ ଆଗରୁ ଜାଣିଛନ୍ତି ଯେ ଦୀପ୍ତିରେଖା ପ୍ରଥମେ ଓଡ଼ିଆ ସିରିଆଲ୍ ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ବିଶେଷ ସଫଳତା ପରେ ପ୍ରସିଦ୍ଧ ଗାୟିକା ଭାବେ ପରିଚିତ ହେଲେ।ତାଙ୍କ ବିବାହରେ ଅନେକ କଳାକାର ତଥା ମ୍ୟୁସିକ ଡ୍ଡିରେକ୍ଟର ଯୋଗ ଦାନ ଦେଇଥିଲେ।ଏହା ସହିତ ଆଶୁତୋଷ ଯୋଗ ଦାନ କରିଥିଲେ।

“ରାଜକନ୍ୟା” ଏକ ଘୋରୋଇ ସିରିଅଲ୍ ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ପରେ ତାଙ୍କର ଗୀତକୁ ଦର୍ଶକ ମାନେ ବହୁତ ପ୍ରଶଂସା କରିଥିଲେ।ଧୀରେ ଧୀରେ ସେ ଘରେ ଘରେ ପରିଚିତ ହେଲେ।ତେବେ ବିବହାବନ୍ଧନର ଆଗାମୀ ଜୀବନ ସୁଖମୟ ହେଉ ଓ ତାଙ୍କ ଗୀତ ଦର୍ଶକ ମାନଙ୍କ ମନରେ ସବୁବେଳେ ଆନନ୍ଦ କରାଉ ଏତିକି ଆମର ଭଗବାନଙ୍କ ନିକଟରେ ପ୍ରାର୍ଥନା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।