ଦେଖନ୍ତୁ ଭିଡିଓ ଘଟିଲା ଆଶ୍ଚର୍ଯ୍ୟକର ଘଟଣା ମୃତ୍ୟୁ ପରେ ବାସନ ଧୋଇବାକୁ ଆସୁଛି ଭୁତ ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେବାରେ ଲାଗିଛି

0

ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ। ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟ ର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କ ରେ ପହଁଞ୍ଚିସାରିଲେଣି, ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି, ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି।

କୁହାଯାଏ କି ଏହି ଦୁନିଆରେ ଭଲ ଶକ୍ତି ମାନେ ଖରାପ ଶକ୍ତି ମଧ୍ୟ ନିଶ୍ଚିତ ଭାବେ ଅଛି ଅର୍ଥାତ୍ ଏହି ଦୁନିଆରେ ଭଗବାନ ମାନେ ଅଛନ୍ତି ବୋଲି ଆମେ ମାନେ ଯଦି ବିଶ୍ୱାସ କରୁଛୁ, ତେବେ ଆମକୁ ଏହା ମଧ୍ୟ ବିଶ୍ୱାସ କରିବାକୁ ପଡିବ କି ଏହି ଦୁନିଆରେ ଅତୃପ୍ତ ଆତ୍ମା ବା ଭୂତ ମାନଙ୍କର ମଧ୍ୟ ସ୍ଥାନ ରହିଛି ବୋଲି।

ତେବେ ଆମେ ମାନେ ବହୁତ ଜଣ ଏହି କଥା କୁ ବିଶ୍ୱାସ କରି ନଥାଉ କି ଏହି ଦୁନିଆରେ ଭୂତ ବୋଲି କିଛି ଜିନିଷ ଅଛି ବୋଲି, ହେଲେ ଆମେ ମାନେ ସେହି କଥା ର ଛବି କୁ ନିଜ ଆଖି ରେ ଦେଖିଲେ ତାହାକୁ ବିଶ୍ୱାସ କରିଥାଉ। ତେବେ ଏପରି କିଛି ଘଟଣା ହୋଇଥାଏ, ଯାହାକି ଲୋକ ମାନେ ସେହିଠାରୁ ଅଜାଣତ ଥାଆନ୍ତି ହେଲେ ତାହା ସିସିଟିଭି ରେ କଏଦ୍ ହୋଇ ରହିଯାଇଥାଏ। ତେବେ ଆମେ ମଧ୍ୟ ଆଜି ଆପଣ ମାନଙ୍କୁ ସେହିପରି କିଛି ଖବର ସମ୍ପର୍କରେ କହିବୁ।

ତେବେ ଏମିତି ଖବର ଶୁଣିବାକୁ ମିଳିଛି କି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ ଘଟଣା ଟି ହେଉଛି ଅଷ୍ଟେଲିଆର ।ତେବେ ସେଠାରେ ଦେଖିବାକୁ ମିଳିଛି କି ମୁର୍ତ୍ୟୁ ପରେ ଆତ୍ମା ବାସନ ମାଜିବାକୁ ଆସୁଛି। ତେବେ ଏହି ଖବର କୁ ଅନେକ ଲୋକ ଗୁଜବ ଓ ଆଉ କିଛି ଲୋକ ସତ ବୋଲି ଭାବୁଛନ୍ତି। ତେବେ ସୂଚନା ଅନୁଯାୟୀ ଅଷ୍ଟେଲିଆର ର ରହୁ ଥିବା ଜଣେ ଲୋକ ତାଙ୍କ ଅଜା ଙ୍କ ଫୋଟ ଉଠାଇ ସୋସିଆଲ ମିଡ଼ିଆ ରେ ସେୟାର କରି ଥିଲେ। ତେବେ ଏହି ଫୋଟ ତାଙ୍କ ମା ଙ୍କ ଦ୍ୱାରା ଏହି ଫୋଟ ଉଠା ଯାଇ ଥିଲା।

ତେବେ ଫୋଟ ରେ ଦେଖିବାକୁ ମିଳି ଥିଲା କି କେହି ଜଣେ ବାସନ ମଜୁଛି। ତେବେ ସେମାନେ ଏହାକୁ ଭଲ ଭାବରେ ଦେଖିଲା ପରେ ଜାଣି ପରି ଥିଲେ କି ଏହା ତାଙ୍କ ଅଜା ଙ୍କ ଛାଇ । ତେବେ ସେମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ। ତେବେ ତାଙ୍କ ଅଜା ର ଆତ୍ମା ଯେଉଁ ଘରେ ବାସନ ମାଜୁଛି , ତେବେ ସେହି ଘର ଖାଲି ରହିଛି ।

ତେବେ ଘର ଟି କୁ ବିକ୍ରି କରିବା ପାଇଁ ରଖା ଯାଇ ଥିଲା,କିନ୍ତୁ ଏଭଳି ଘଟଣା ପରେ ଆଉ ଏହକୁ କେହି ନେବାକୁ ଇଚ୍ଛା କରୁ ନାହାନ୍ତି।ତେବେ ବ୍ୟକ୍ତି ଜଣକ ତାଙ୍କ ଅଜା ଙ୍କର ଯୁବକ ଆତ୍ମା ଙ୍କୁ ଦେଖି ଥିଲେ ,ତାଙ୍କର ଅତି କମ ବୟସ ରୁ ମୁର୍ତ୍ୟୁ ହୋଇ ଯାଇ ଥିଲା। ତେବେ ଏହି ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେହି ବ୍ୟକ୍ତି ଜଣକ ଚର୍ଚ୍ଚା କୁ ଆସି ଯାଇ ଥିଲେ,ଆଉ ଅନେକ ଲୋକ ଏହି ଘଟଣା ଉପରେ ଅନେକ କମେଣ୍ଟ ମଧ୍ୟ୍ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।