ଦେଖନ୍ତୁ ଭିଡିଓ – ସାମ୍ନାକୁ ଆସିଲା ଏଭଳି ସେୟାର ହେବାର ଭିଡିଓ , ଲୋକଙ୍କୁ ଲିଫ୍ଟ ମାଗି ,ପଇସା ଲୁଟୁଛନ୍ତି ଏହି ଅଭିନେତ୍ରୀ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

0

ବେଳେ ବେଳେ ଆମ ବାହାରିଲା ବେଳେ ଆମ ସହ ଅନେକ ଘଟଣା ଘଟି ଯାଏ, ତେବେ ସେହି ଘଟଣା ଗୁଡିକ ଆମ ପାଇଁ ବେଳେ ବେଳେ ବହୁତ କ୍ଷତି କାରକ ହୋଇ ଥାଏ। ଆଉ କିଛି ଆମ ପାଇଁ ଭଲ ମଧ୍ୟ ହୋଇ ଥାଏ। ତେବେ ଏହି ସମାଜ ରେ ଅନେକ ପ୍ରକାର ଲୋକ ଦେଖିବାକୁ ମିଳନ୍ତି। ଅନେକ ଙ୍କର ଚିନ୍ତାଧାରା ଭିନ୍ନ , କଥା କହିବାର ଶୈଳୀ ବି ଭିନ୍ନ , ଆଉ କିଛି ବହୁତ ଖରାପ ଲୋକ ମିଳନ୍ତି,ଯେଉଁ ମାନେ କି ଉପରୁ ଭଲ ଦେଖା ଯାନ୍ତି , ହେଲେ ସେମାନେ ଭିତରେ ବହୁତ କ୍ଷତିକାରକ ହୋଇ ଥାନ୍ତି।


ତେବେ ବେଳେ ବେଳେ ଆମେ ବାହାରୁ କୁ ଗଲା ବେଳେ ଦେଖି ବାକୁ ପାଉ ଥିବେ କି , ଜଣେ ଜଣେ ଲୋକ ଲିଫ୍ଟ ମାଗିକି ଯିବା ଆସିବା କରନ୍ତି । ଅନେକ ଲୋକ ଏଭଳି କରି ତାଙ୍କ ଠୁ ପଇସା ଲୁଟି ନିଅନ୍ତି ଆଦି ଅନେକ କ୍ଷତି ଘଟାଇ ଦିଅନ୍ତି। ଆଉ ବେଳେ ବେଳେ ଝିଅ ମାନେ ଲିଫ୍ଟ ମାଗିଲେ , ପ୍ରାୟତ୍ କେହି ମୋନା କରନ୍ତି ନାହିଁ।ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି , ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ ।

ତେବେ ଏଭଳି ଘଟଣା ଜଣେ ଅଭିନେତ୍ରୀ କରିଛନ୍ତି। ତେବେ ଦିନେ ସେ ରାସ୍ତା ରେ ଛିଡା ହୋଇ ଲିଫ୍ଟ ମାଗୁ ଥିବାର ଦେଖିବାକୁ ମିଳି ଥିଲା।ତେବେ ସେ ଅନେକ ଲୋକ ଙ୍କୁ ଲିଫ୍ଟ ମାଗୁ ଥିଲେ ,କେହି ତାଙ୍କୁ ଅଣଦେଖା କରି ଚାଲି ଯାଉ ଥିଲେ । ତେବେ ଜଣେ ଲୋକ ତାଙ୍କୁ ଲିଫ୍ଟ ମାଗୁ ଥିବାର ଦେଖି ସାହାଯ୍ୟ କରିବା ପାଇଁ ଆସିଲା । ତେବେ ସେ କିଛି ବାଟ ଆଗକୁ ଯିବେ ବୋଲି କହିଲେ । ଆଉ ସେହି ଲୋକ ମଧ୍ୟ ତାଙ୍କୁ ସେହି ସ୍ଥାନ କୁ ନେଇ ଗଲେ। ତେବେ ପୁଣି ସେଠୁ ସେ ଆଉ ଜଣେ ଲୋକ ଙ୍କୁ ଲିଫ୍ଟ ମାଗିଲେ ଆଉ କିଛି ବାଟ ଯିବା ପାଇଁ,ସେହି ଲୋକ ମଧ୍ୟ ତାଙ୍କୁ ସେହି ସ୍ଥାନ ରେ ପହଞ୍ଚାଇ ଦେଲେ ।

ତେବେ ଏମିତି ସେ 4 ଜଣ ଙ୍କ ସହ ଲିଫ୍ଟ ମାଗିବାର ନାଟକ କରି ଥିଲେ। ତେବେ ଯିବା ବେଳେ ସେ ସେହି ଲୋକ ଙ୍କ ସହ ବହୁତ ସୁନ୍ଦର ଭାବେ ବ୍ୟବହାର କରି ଥିଲେ। ବହୁତ ସୁନ୍ଦର ଭାବେ କଥା ହେଉ ଥିଲେ। ତେବେ ସେ ପହଂଚି ବା ପରେ ସେହି ଲୋକ ମାନଂକୁ ୫୦୦ ଟଙ୍କା ମାଗୁ ଥିଲେ ,ଆଉ ଯଦି ସେହି ଲୋକ ମାନେ ମନା କରୁ ଥିଲେ ତାଙ୍କୁ ଧମାକାଉ ଥିଲେ କି ତାଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି ବୋଲି। ତେବେ ଜଣେ ଲୋକ ଡରି ଯାଇ ପଇସା ଦେଉ ଥିଲା ,

ହେଲେ ଆଉ କିଛି ଲୋକ ତାଙ୍କ କଥା କୁ ଖାତିର ନ କରି ସେଠୁ ଚାଲି ଆସୁ ଥିଲେ। ତେବେ ଲିଫ୍ଟ ମାଗିବା ବାହାନା ରେ ଲୋକ ଙ୍କ ଠୁ ପଇସା ଲୁଟୁ ଥିଲେ ଅଭିନେତ୍ରୀ। ତେବେ ଏଭଳି କାର୍ଯ୍ୟ କରିବା ଉଚିତ ନୁହଁ। କାରଣ ଜଣେ ଲୋକ ଆପଣ ଙ୍କୁ ସାହାଯ୍ୟ କରୁଛି , ତା ସହ ଏମିତି କରିବା ଉଚିତ ନୁହଁ। ତେବେ ଏଭଳି କାର୍ଯ୍ୟ ସମାଜ ଉପରେ ଏକ ଖରାପ ପ୍ରଭାବ ପଡିବ। ଆଉ ଲୋକ ଙ୍କ ଉପରୁ ବିଶ୍ୱାସ ଉଠି ଯିବ।ତେବେ ଏଭଳି କାର୍ଯ୍ୟ ନ କରିବା ଭଲ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।