ହେ ଭଗବାନ ! ଝିଅଟି ର ଏମିତି ଅବସ୍ଥା ଥରେ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ , ଗୋଟିଏ ସହାୟତା ପାଇଲେ ଝିଅ ଟି ଭଲ ହୋଇପାରନ୍ତା

0

ଏହି ଦୁନିଆ ରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳି ଥାଏ ଯାହା ଆମେ କେବେ କଳନା ମଧ୍ୟ କରି ପରି ନ ଥିବା, ଆଉ ସେହି ଭଳି ଘଟଣା ବେଳେ ବେଳେ ଆମ ସହ ବି ଘଟି ଥାଏ,ଯାହା ଆମ ସହ ଏମିତି କିଛି ହେବ ବୋଲି ଆମେ ଚିନ୍ତା କରି ନ ଥିବା।ତେବେ ଏହି ସବୁ ପାଇଁ ଆମେ ଅନେକ ଅସୁବିଧା ରେ ସମୁଖୀନ ହେବାକୁ ପଡି ଥାଏ।ଅନେକ ପକାର କଷ୍ଟ ,ଆଉ ଯନ୍ତ୍ରଣା ମଧ୍ୟ ସହି ବାକୁ ପଡି ଥାଏ।

ତେବେ ଆପଣ ମାନେ ଜାଣି ଥିବେ କି ଅନେକ ପିଲା ଙ୍କ ଭିତରେ ଏମିତି କିଛି ଛୁଆ ଜନ୍ମ ହୋଇ ଥାନ୍ତି । ଯେଉଁ ମାନେ ଦେଖିବାକୁ ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାନ୍ତି। ତେବେ ଏହି ପରି ଘଟଣା କମ ଦେଖିବାକୁ ମିଳେ। ତେବେ ବେଳେ ଏମିତି ଘଟଣା ଦେଖିବାକୁ ମିଳେ,କିନ୍ତୁ ଏହା ବହୁତ ସମସ୍ୟା ଜନିତ ଘଟଣା ଅଟେ।ତେବେ ଆଉ ବେଳେ ପିଲା ଜନ୍ମ ହୋଇ ସରିଲା ପରେ ,

ପିଲା ର ଶରୀର ରେ ଏକ ମାରାତ୍ମକ ରୋଗ ଦେଖା ଦେଇ ଥାଏ , ଯାହା ପାଇଁ ପିଲା ଟି ଶରୀର ବିକଳାଙ୍ଗ ଭଳି ହୋଇ ଯାଏ। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି , ଆସନ୍ତୁ ଜାଣି ଘଟଣା ଟି କଣ ।

ତେବେ ଏହି ଘଟଣା ଟି ଦେଖିବାକୁ ମିଳିଛି ଟିଏନକେ ଗ୍ରାମ ର ଦେବେସ ପରାଇ ଓ ସୁଜାତା ପରାଇ ଙ୍କ ଝିଅ ସିଲା ପରୋଇ ସହ ରହୁଛନ୍ତି। ତେବେ ଦେଖିବାକୁ ମିଳିଛି କି ଝିଅ ଟି ବିକଳାଙ୍ଗ ହୋଇ ଯାଇଛି,ତାର ହାତ ଓ ଗୋଡ ବଙ୍କା ହୋଇ ଯାଇଛି। ତେବେ ଯାହା ପାଇଁ ସେ କୌଣସି କାର୍ଯ୍ୟ କରି ପାରୁ ନାହିଁ,ଏହା ପାଇଁ ବାପା ଓ ମା ର ସାହାର ଦରକର୍ ପଡୁଛି।

ତେବେ ଝିଅ ର ଏଭଳି ଅସହାୟ ଅବସ୍ଥା ଦେଖି ବାପା ମା ଦୁଃଖ ରେ ଭାଙ୍ଗି ପଡିଛନ୍ତି। ତେବେ ସେମାନେ ଦରିଦ୍ର ହୋଇ ଥିବାରୁ , ଆର୍ଥିକ ସ୍ଥିତି ଭଲ ନ ଥିବାରୁ , ସେମାନେ ଝିଅ ର ଚିକିତ୍ସା କରି ପାରୁ ନାହାନ୍ତି। ଆଉ ଝିଅ ର ଏହି ଭଲ ପରିସ୍ଥିତି କୁ ମଧ୍ୟ ସହି ପାରୁ ନାହାନ୍ତି।

ତେବେ ଏହି ଦରିଦ୍ର ପରିବାର ଉପରେ କାହାରି ବି ନଜର ପଡୁନି ,ଜିଲ୍ଲା ପ୍ରଶାସନ , ସରକାର ଆଦି କାହାରି ବି ନୁହଁ। ତେବେ ତା ସହ କେହି ଲୋକ ମଧ୍ୟ ଏହା ସହାୟତା ର ହାତ ବଢ଼ାଉ ନାହାନ୍ତି।ତେବେ ଏହି ପରିବାର ଙ୍କ ପରିସ୍ଥିତି ବହୁତ ଦୟନିୟ୍ ହୋଇ ପଡିଛି। ଏମାନେ ଅନେକ କଷ୍ଟ ରେ ଜୀବନୟାପନ କରୁଛନ୍ତି।

ତେବେ ସମସ୍ତେ ଏହି ପରିବାର କୁ , ଏହି ଅସହାୟ ଝିଅ ଟି ପାଇଁ ସହାୟତା ର ହାତ ବଢାଇଲେ ହୁଏ ତ ତାଙ୍କର କିଛି ଦୁଃଖ କମିଯିବ।ତେବେ ଯେଉଁ ମାନେ ସାହାଯ୍ୟ କରିବା ପାଇଁ ଇଛୁକ୍ ଅଛନ୍ତି , ତଳେ ଦିଅ ଯାଇ ଥିବା ଆକାଉଣ୍ଟ କୁ ପଇସା ପଠାଇ ପାରିବେ।

A/C No:-84039009334(State Bank of India) , IFSC No:-SBINORRUKGB , Name:-NIBESH BARAI , Contact No:-9556362049

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।