ବିବାଦରେ ଭାରତୀୟ ଖେଳାଳି ! ଭାଇରାଲ ହେଉଛି ଗୋମାଂସ ବିଲ ଛିଃ ଛିଃ….

0

ଆମେ ସମସ୍ତେ ଜାଣିଚୁ ଯେ ଆମ ଭାରତର ଜାତୀୟ ଖେଳ ହେଉଛି ହକି କିନ୍ତୁ କ୍ରିକେଟ ଖେଳ ବିଷୟରେ କହିଲେ ଆମ ନାଗରିକ ମାନେ କିଛି କମ ନୁହଁନ୍ତି ।ତେବେ ହକି ଭଳି କ୍ରିକେଟ ରେ ମଧ୍ୟ ଆମ ଭାରତୀୟ କ୍ରିକେଟ ଖେଳାଳୀ ମାନେ ବେଶ ଭଲ ପ୍ରଦର୍ଶନ କରି ଆମ ଦେଶର ନାମ କୁ ଟେକ ରହିଥାନ୍ତି।ତେବେ ବର୍ତ୍ତମାନ ଆମ ଭାରତୀୟ କ୍ରିକେଟ ଖେଳାଳୀ ମାନେ ଅଷ୍ଟ୍ରଲିଆ ବିପକ୍ଷରେ ଖେଳିବା ପାଇଁ ଅଷ୍ଟ୍ରେଲିଆ ରେ ରହିଛନ୍ତି ।ଏବଂ ତାହା ସହ ଦୁଇଟି ମ୍ୟାଚ ରେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଥିବା ର ସୂଚନା ରହିଛି ।

କିନ୍ତୁ ବର୍ତ୍ତମାନ ଅଷ୍ଟ୍ରେଲିଆ ରେ ଥିବା କ୍ରିକେଟ ଖେଳାଳୀ ମାନେ ଏକ ବିବାଦ ରେ ରହିଛନ୍ତି ।ସୂଚନା ଅନୁସାରେ ,ଆମ ଭାରତୀୟ କ୍ରିକେଟ ଖେଳାଳୀ ଙ୍କର ଭବିଷ୍ୟତ ଏବେ ଅନ୍ଧାରରେ ରହିଛି ।ସେମାନ ଙ୍କର ଟିକିଏ ଭୁଲ ପାଇଁ କ୍ରିକେଟ ଟିମ ର ଓପନର ବେଟସ୍ ମ୍ୟାନ ରୋହିତ ଶର୍ମା ଙ୍କର ସହ ଅନ୍ୟ ପାଞ୍ଚ ଜଣ ଆଗକୁ ଏହି ମ୍ୟାଚ ଖେଳିବେ କି ନାହିଁ ସେ ନେଇ ପ୍ରଶ୍ନ ଉଠୁଛି ।

ଉଲ୍ଲେଖ ଯୋଗ୍ୟ ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା କୁ ଯାଇଥିବା ଭାରତୀୟ କ୍ରିକେଟ ଟିମ ରୁ ରୋହିତ ଶର୍ମା ଙ୍କ ସହ ପାଞ୍ଚ ଜଣ ଖେଳାଳୀ ଏବେ ଆଇସଲେସନ ରେ ରହିଛନ୍ତି ।ସେମାନେ ସେଠାକାର ଏକ ନିୟମ କୁ ଉଲଂଘନ କରିଥିବାର ଅଭିଯୋଗ ହେବା ପରେ ସେମାନ ଙ୍କୁ ଟିମ ଠାରୁ ଦୂରରେ ରଖାଯାଇଛି ଏବଂ ସେମାନେ ଅଭ୍ୟାସ ମଧ୍ୟ ଅଲଗା ଭାବରେ କରୁଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଜାନୁୟାରୀ ୧ ତାରିଖରେ କଭିଡ ନିୟମ କୁ ଉଲଂଘନ କରିଥିବା ଅଭିଯୋଗ ରେ କ୍ରିକେଟ ଟିମ ରୁ ରୋହିତ ଶର୍ମା ଙ୍କ ସହ କୂଳଦୀପ ସିଂହ , ରିସବ , ପୃଥୀ ଏବଂ ସୁଭମ ଙ୍କୁ ଆଇସଲେସନ କୁ ପଠାଯାଇଛି ।ଏବଂ ସେମାନଙ୍କୁ କ୍ରିକେଟ ର ଆଗମୀ ମ୍ୟାଚ ରୁ ବାଦ ପଡିବାର ଆଶଙ୍କା ମଧ୍ୟ ରହିଛି ।

ତେବେ ସେମାନଙ୍କ ଭୁଲ ଏହା ଥିଲା କି , ସେମାନେ ନୂଆ ବର୍ଷ ଉପଲକ୍ଷେ ଅଷ୍ଟ୍ରେଲିଆ ର ମେଲବନ ହୋଟେଲରେ ଖାଉଥିବା ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ଅଷ୍ଟ୍ରେଲିଆ କ୍ରିକେଟ ଅଧିକାରୀ ଓ ବିସିସିଆଇ ଏପରି ନିଷ୍ପତ୍ତି ନେଇଛନ୍ତି ।ତେବେ ଏହାର ତଦନ୍ତ ଚଳିଥିବାର ଜଣାଯାଇଛି ।ତେବେ ସେହି ହଟେଲ ରେ ଖାଇବା ସମୟରେ ସେମାନେ ଜଣେ ଭାରତୀୟ ପ୍ରସଂଶକ କୁ ଭେଟିଥିଲେ ଏବଂ ତାଙ୍କୁ ବିଲ ଦେଇଥିଲେ ।ଯାହାର ଫୋଟ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ରେ ଲାଗିଛି ।

ଏହି କାରଣ ରୁ ସେମାନଙ୍କୁ ଅନ୍ୟ ଖେଳାଲୀ ମାନଙ୍କ ଠାରୁ ଭିନ୍ନ ସ୍ଥାନରେ ଏକାନ୍ତରେ ରଖାଯାଇଛି ।ତେବେ ଅଷ୍ଟ୍ରେଲିଆ ରେ ରହୁଥିବା କ୍ରିକେଟ ର ମାନଙ୍କୁ ହଟେଲ ରେ ଖାଇବା କୁ ବାରଣ କରାଯାଇ ନଥିଲା ।କିନ୍ତୁ ସେମାନଙ୍କୁ କେବଳ ଆଉଡ଼ର ରେଷ୍ଟରାଣ୍ଟ ରେ ଖାଇପାରିବେ। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ପ୍ରମାଣିତ ହୋଇନାହିଁ ।କିନ୍ତୁ ଯଦି ଏହା ସତ୍ୟ ବୋଲି ପ୍ରମାଣିତ ହେବ ତାହେଲେ ଆଗାମୀ ମ୍ୟାଚ ରେ ସେମାନଙ୍କୁ ଖେଳ ରୁ ବାସିନ୍ଦା କରାଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।