ଭାଇରାଲ ହେଲା ବିବାହ ସମୟ ର ଦୃଶ୍ୟ ରାଜେସ ଙ୍କୁ ଛାଡି ସୁବାଶିଷ ଙ୍କ ସହ ବିବାହ ବନ୍ଧନ ରେ ବାନ୍ଧିହେଲେ ଶ୍ରଦ୍ଧା ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ଟି କ’ଣ

0

ଆପଣ ଓଡିଶା ର ଅନେକ ଅଭିନେତା ଓ ଅଭିନେତ୍ରୀ କୁ ବିବାହ ବନ୍ଧନରେ ବାନ୍ଧିହେବାରେ ଦେଖିଥିବେ। ଏହା ସହ ଅନେକ।ଅଭିନେତା ମାନେ ମଧ୍ୟ ଦ୍ୱିତୀୟ ବିବାହ କରିଥିବାର ଦୃଶ୍ୟ ଅନେକ ଥର ସମ୍ନା କୁ ଆସିଛି। ତେବେ ଆଜିର ଖବର ଟି ରହିଛି କିଛି ଏହିପରି ମଜାଦାର। ଓଲିଉଡ ର ଜଣେ ନାୟକ ଓ ନାୟିକା ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହେବା କୁ ଯାଉଛନ୍ତି।

ତେବେ ଏହି ଦୁଇଜଣ ଆଉ କେହି ନୁହନ୍ତି ବରଂ ଏହି ଦୁଇଜଣ ହେଉଛନ୍ତି ଆପଣଙ୍କ ର ପ୍ରିୟ ଶ୍ରଦ୍ଧା ଓ ଶୁଭାଶିଷ। ଆପଣ ମାନେ ଏହି ଦୁହିଁଙ୍କୁ ଅନେକ ଥର ଟିଭି ପରଦା ରେ ଦେଖିଥିବେ। ଉଭୟ ଟେଲିଭିଜନ ଜଗତ ରୁ ହିଁ ନିଜର ଯାତ୍ରା ଆରମ୍ଭ କରିଥିଲେ। ତେବେ ବର୍ତ୍ତମାନ ସମୟରେ ଏକ ଫୋଟୋ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କି ଶୁଭାଶିଷ ବର ବେଶରେ ଓ ଶ୍ରଦ୍ଧା ବଧୁ ବେଶରେ ବସିଥିବା ର ଦୃଶ୍ୟ ଦେଖିବାକୁ ମିଳୁଛି।


ତେବେ ଏହି ଦୃଶ୍ୟ କୁ ଦେଖିବା ପରେ ଦର୍ଶକ ମାନଙ୍କୁ ମାନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି। କାହିଁକି ନା ଶୁଭାଶିଷ ପୂର୍ବରୁ ବିବାହିତ। ତେବେ କଣ ସେ ପ୍ରକୃତ ରେ ଦ୍ୱିତୀୟ ଥର ଶ୍ରଦ୍ଧା ଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି। ଆପଣ ମାନଙ୍କୁ କହି ରଖୁଛୁ ଯେ ଏହି ଫୋଟୋ ଟି ସୁବାଶିଷ ଓ ଶ୍ରଦ୍ଧା ଙ୍କ ର ସତ ବିବାହ ନୁହଁ ବରଂ ଏକ ଚଳଚିତ୍ର ରେ ସୁଟିଂ ହେଉଥିବା ଏକ ବିବାହ ର ଦୃଶ୍ୟ ଅଟେ।


ଏହି ଦୁହେଁ ଆଗକୁ ଏକ ଚଳଚିତ୍ର ରେ ଏକାଠି ନଜର ଆସିବାକୁ ଯାଉଛନ୍ତି। ଯେଉଁଥି ରେ କି ନାୟକ ହେଉଛନ୍ତି ସୁବାଶିଷ ଓ ନାୟିକା ରୂପରେ ଅଛନ୍ତି ସୁନ୍ଦରୀ ଶ୍ରଦ୍ଧା। ତେବେ ଏହି ଦୁଇଜଣଙ୍କ ର ବିବାହ ବେଳର ଏକ ଦୃଶ୍ୟ ସୁଟିଂ ହେବା ସମୟ ରେ ଏହାର ଏକ ଫୋଟୋ ଭାଇରାଲ ହେବାରେ ଲାଗିଥିଲା। ଯାହା କି ଲୋକଙ୍କ ମନରେ ଭୁଲ ଧାରଣା ସୃଷ୍ଟି କରିଥିଲା। ତେବେ ଏହା ଏବେ ପରିଷ୍କାର ହୋଇଯାଇଛି। ଏହା କୌଣସି ସତ ବିବାହ ନୁହଁ ବରଂ ଏହା ହେଉଛି ଏକ ଫିଲ୍ମ ର ସୁଟିଂ ସମୟ ର ଦୃଶ୍ୟ।


ସୂଚନାଯୋଗ୍ୟ ଯେ ସୁବାଶିଷ ପ୍ରଥମେ ଟେଲିଭିଜନ ଜଗତରେ ନିଜର କେରିୟାର ର ଆରଂଭ କରିଥିଲେ।ଏହା ପରେ ପରେ ସେ ଏକାଧିକ ଚଳଚିତ୍ର ରେ ଅଭିନୟ କରି ଏଏ ନିଜର ଅଭିନୟ ର ପ୍ରତିଭା ର ପରିଚୟ ଦେଇଥିଲେ। ଏବେ ସୁବାଶିଷ ଆଲବମ ଜଗତ ରେ ବେଶ ସକ୍ରିୟ ଅଟନ୍ତି। ସୁବାଶିଷ ଙ୍କ ପରି ଶ୍ରଦ୍ଧା ମଧ୍ୟ ଜଣେ ଟେଲି କଳାକାର ଭାବରେ ନିଜର ଯାତ୍ରା ଆରମ୍ଭ କରିଥିଲେ ପରେ କିଛି ଆଲବମ ରେ ନଜର ଆସିବା ପରେ ଏବେ ଚଳଚିତ୍ର ଜଗତରେ ନିଜର ଅବିନୟ ପ୍ରତିଭା ଜାରି ରଖିଛନ୍ତି ଓ ଦର୍ଶକଙ୍କ ମନ ଜିତି ଚାଲି ଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।