ଜାଣନ୍ତୁ କେମିତି ରହିବ ୨୦୨୧ ବର୍ଷ ଟି ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ , ବୃଷ ରାଶିର ବ୍ୟକ୍ତିଙ୍କ ସହ ହେବାକୁ ଯାଉଛି ଏମିତି ଚମତ୍କାର ଜାଣନ୍ତୁ

0

ଯଦିଓ ଆମେ ଏବେ ଏକ ଅତ୍ୟାଧୁନିକ ଯୁଗରେ ବସବାସ କରୁଛନ୍ତି ତଥାପି ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ କେବେ ହେଲେ ଅଣଦେଖା କରିପାରିବେ ନାହିଁ ।ଏହି କାରଣ ରୁ ଆମେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆମର ବାସ୍ତୁ ବଚନ ଉପରେ ଟିକେ ନଜର ପକେଇଥାଉ ।ଆମର ବସ୍ତୁ ବଚନ ଅନୁସାରେ ଜଣେ ବ୍ୟକ୍ତି ର ରାଶି ଫଳ ରୁ ସେହି ବ୍ୟକ୍ତିଙ୍କ ର ଅତୀତ ,ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଆମେ ଜାଣିପାରିବା ।ତେବେ ଆମେ ଆଜି ଆପଣଙ୍କୁ ଜଣେଇବୁ କି ଆଗମୀ ନୂଆ ବର୍ଷ ୨୦୨୧ ମସିହା ଟି ବୃଷ ରାଶି ବ୍ୟକ୍ତି ମାନଙ୍କ ପାଇଁ କେମିତି ରହିବ ।ଆସନ୍ତୁ ଜାଣିବା ବୃଷ ରାଶି ବିଶିଷ୍ଟ ବ୍ୟକ୍ତିମାନଙ୍କ ର ଭବିଷ୍ୟତ ବିଷୟରେ ।

୧.ବୃଷ ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଶୁଭ ୪,୫,ଏବଂ ୬ ନମ୍ବର ହେଉଛି ଶୁଭ ଅଙ୍କ ।ଆପଣ ଆପଣଙ୍କ ର ସମସ୍ତ କାର୍ଯ୍ୟ ଏହି ଅଙ୍କ ଅନୁସାରେ ଆରମ୍ଭ କରିବା ଆପଣଙ୍କ ପାଇଁ ଶୁଭଦାୟକ ଅଟେ ।

୨.ବୃଷ ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଆକାଶୀ ,ଧଳା ଏବଂ ନୀଳ ରଙ୍ଗ ଅଟେ ।ଏହି ରଙ୍ଗର ବସ୍ତ୍ର ଧାରଣ କରିବା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।

୩.ବୃଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ମା ଲକ୍ଷ୍ମୀ , ନୂରସିଂହ ଏବଂ ଭଗବାନ ଶିବ ବହୁତ ଶୁଭ ଅଟନ୍ତି ।ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ନିହାତି ଭାବରେ ଭଗବାନ ଙ୍କର ନାମ ନିଅନ୍ତୁ ।

୪.ଚଳିତ ବର୍ଷ ଆପଣଙ୍କ ଗ୍ରହ ମାନଙ୍କ ର ଚଳପ୍ରଚଳ ରେ ପରିବର୍ତ୍ତନ ହୋଇଥିବାରୁ ଆପଣଙ୍କ ର ସମସ୍ତ କାର୍ଯ୍ୟ ରେ ମାଧ୍ୟମ ଧରଣ ର ଫଳ ମିଳିବ ।ଗ୍ରହ ରେ ବୃହସ୍ପତି ଏବଂ ମଙ୍ଗଳ ଗ୍ରହ ପାଖାପାଖି ଥିବାରୁ ଆପଣ ଙ୍କର ବୈବାହିକ ଜୀବନ ରେ ଝଡ଼ ଆସିବାର ସମ୍ଭାବନା ରହିଛି ।
୫.ଚଳିତ ବର୍ଷ ଆପଣ ନିଜର ବ୍ୟବସାୟ ରେ ବହୁତ ଭଲ ଫଳ ପାଇବେ ।ଆପଣ ଙ୍କର ଅର୍ଥ ଜନିତ ସମସ୍ତ ସମସ୍ୟା ଦୂର ହେବା ସହ ଏହି ବର୍ଷ ଆପଣ ଙ୍କୁ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ମଧ୍ୟ ମିଳିବ ।ଏବଂ ଆକସ୍ମିକ ଭାବରେ ଆପଣଙ୍କୁ ଧନ ପ୍ରାପ୍ତି ର ଯୋଗ ମଧ୍ୟ ସୃଷ୍ଟି ହେବ।

୬.ଯେଉଁ ଛାତ୍ରଛାତ୍ରୀ ମାନଙ୍କ ର ରାଶି ବୃଷ ରାଶି ଅଟେ ଚଳିତ ବର୍ଷ ସେମାନଙ୍କୁ ଶିକ୍ଷା ରେ ସଫଳତା ପ୍ରାପ୍ତି ହେବ ।ନିଜର ପାଠ ପଢ଼ାରେ ଆପଣ ବହୁତ ଉନ୍ନତି କରିବେ ।
୭.ବୃଷ ରାଶି ବିଶିଷ୍ଟ ବ୍ୟକ୍ତି ମାନଙ୍କ ର ଅଷ୍ଟମ ରେ ମଙ୍ଗଳ ରହିଥିବାରୁ ତାଙ୍କର ଜୀବନ ପ୍ରତି ବିପଦ ରହିତ ତଥା ତାଙ୍କ ଦୁର୍ଘଟଣା ହେବାର ଆଶଙ୍କା ରହିଛି ।ତେଣୁ ଏହି ବର୍ଷ ଆପଣ ବିଦେଶ ଯାତ୍ରା କୁ ସ୍ଥଗିତ କରିବା ଉଚିତ ।

ମୋଟାମୋଟି ଭାବରେ କହିବାକୁ ଗଲେ ଚଳିତ ବର୍ଷ ଟି ଆପଣ ଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି ।ଆପଣଙ୍କ ଆର୍ଥିକ ସ୍ଥିତିରେ ବହୁତ ସୁଧାର ଆସିବା ସହ ଏହି ବର୍ଷ ଆପଣଙ୍କୁ ଅନେକ ସୁବିଧା ସୁଯୋଗ ମଧ୍ୟ ମିଳିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।