ଆପଣ ତନ୍ତ୍ରବିଦ୍ୟା ରେ ବିଶ୍ଵାସ କରନ୍ତି କି ଦୁଇଟି ଗୋଟା ହଳଦୀ ରେ କରନ୍ତୁ ଏହି ସରଳ ଉପାୟ ଆପଣଙ୍କ ଚାହୁଁଥିବା ଝିଅ ଆପଣଙ୍କୁ ନିଜେ ଆସି କହିବ ଭଲପାଏ ବୋଲି

0

ମଣିଷ ସମାଜ ରେ ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ଥାଏ। ଜଣେ ପୁରୁଷ ହେଲେ ଝିଅ ମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ଆଉ ଠିକ୍ ସେହିପରି ଝିଅ ଟିଏ ପୁରୁଷ ପ୍ରତି ଆକର୍ଷିତ ହୋଇଥାଏ। ମନରେ ତାକୁ ପାଇବାର ଆଶା ପର ମୁହୂର୍ତ୍ତ ରେ ଜାଗ୍ରତ ହୋଇଯାଏ। କିନ୍ତୁ ଏପରି କରିବା ସହଜ ହୋଇ ନଥାଏ। ଜଣକୁ ନିଜର କରିବାକୁ ହେଲେ ତା ମନ ଜିତିବାକୁ ହୁଏ।

କିନ୍ତୁ ଅନ୍ୟକୁ ନିଜର କରିବା ପାଇଁ ମଧ୍ୟ ବଶୀକରଣ କରିଆଯାଇ ପାରିବ। ଏଥିପାଇ ଅନେକ ପ୍ରକାର ଉପାୟ ଅଛି। ଆପଣ ନିଜେ ଚାହିଁଲେ ମଧ୍ଯ ସେହି ଉପାୟ ଘରେ କରି ମନରେ ଇଚ୍ଛା କରିଥିବା ନାରୀ କୁ ନିଜର କରି ଦେଇ ପାରିବେ।

ସୁନ୍ଦରୀ ନାରୀ ଦେଖିଲେ ପୁରୁଷ ମାନଙ୍କ ମନରେ ତାଙ୍କ ପାଇବାର ଇଛା ଜାଗ୍ରତ ହୋଇଯାଏ। ଆଉ ତାକୁ ନିଜର କରିବା ପାଇଁ ଅନେକ ପ୍ରୟାସ କରିଥାଏ । ସେହି ନାରୀ କୁ ମନେଇବା ପାଇଁ ଅନେକ କିଛି ଉପାୟ ଅନୁସରଣ କରିବା ପରେ ମଧ୍ୟ ଫଳ ଶୂନ ହୋଇଥାଏ। ଶେଷ ରେ ସେ କିଛି ଉପାୟ ପାଇ ନଥାଏ ଆଉ ନିରାଶ ହେବାକୁ ପଡ଼େ। କିନ୍ତୁ ଆପଣ ଙ୍କ ମନରେ କେହି ଯଦି ସେମିତି ଅଭିଳାଷ ଥାଏ ତେବେ ଚିନ୍ତା କରିବାର ନାହିଁ। ଆମେ ଆପଣଙ୍କୁ ବତାଇ ଦେବୁ ଏହି ଉପାୟ ଯାହା ଦ୍ଵାରା ଆପଣ ତାକୁ ବଶୀକରଣ କରି ପାରିବେ।

ଏଥିପାଇଁ ଆପଣଙ୍କୁ ଦୁଇଟି ଗୋଟା ହଳଦୀ ର ଆବଶ୍ୟକ ପଡ଼ିବ। ଆପଣ ଜାଣିଥିବେ ହଳଦୀ ଅନେକ ଘରୋଇ ମସଲା ଭାବରେ ବ୍ୟବହାର ହୋଇଥାଏ। ଆଉ ଏହାକୁ ଅନେକ ପ୍ରକାର ଖାଦ୍ୟ ଦ୍ରବ୍ୟ ରେ ବ୍ୟବହାର ମଧ୍ଯ କରାଯାଏ। ଆପଣ ଜାଣିଥିବେ ଲେମ୍ବୁ କୁ ଯେପରି ଭାବରେ ସିନ୍ଦୂର ଲଗାଇ ଅନେକ କଳା ଯାଦୁ କିମ୍ୱା ସାଧନା ପାଇଁ ବ୍ୟବହାର କରାଯାଏ । ଆଉ ମଧ୍ୟ ଲେମ୍ବୁ କୁ ବଳି ଦେବା ପାଇଁ ମଧ୍ୟ ପୂଜା ସାମଗ୍ରୀ ଭାବେ ବ୍ୟବହାର କରାଯାଏ। ତେବେ ଠିକ୍ ସେହିପରି ଦୁଇଟି ହଳଦୀ ଆଣି ଆପଣ ଏକ ପେପର୍ ଉପରେ ରଖି ଦିଅନ୍ତୁ। ମନେ ରଖନ୍ତୁ ଶନିବାର ଦିନ ରାତିରେ ଏହାକୁ କରିବାକୁ ହେବ।

ଶନିବାର ରାତିରେ ପ୍ରାୟ ରାତି ୧୦ ଟାରୁ ୧୨ ଟା ମଧ୍ୟରେ ଉତ୍ତର ଦିଗ ଆଡ଼କୁ ମୁହଁ କରି ବସିବେ। ଆଉ ଏହି ହଳଦୀ ଦୁଇଟି କୁ ନେଇ ମୁଣ୍ଡ ଦୁଇ ଟିକୁ ବାରମ୍ବାର ଘଷିବେ। ଆଉ ମନରେ ଯାହାକୁ ନିଜର କରିବାକୁ ଭାବୁଛନ୍ତି ତାକୁ ସ୍ମରଣ କରନ୍ତୁ। ଆଉ ଆଖି ବୁଜି ଏହି ମନ୍ତ୍ର ଟିକୁ ତିନିଥର ଜପ କରନ୍ତୁ। ମନ୍ତ୍ର ଟି ହେଲା :-

ହ୍ରିଂ ହ୍ରିଂ ହ୍ରିଂ ବସଂ ନମଃ।

ଏପରି କରିବା ପରେ ଦେଖିବେ ମାତ୍ର ଗୋଟିଏ ଦିନ ମଧ୍ୟରେ ଆପଣଙ୍କ ମନରେ ଥିବା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାରେ ଲାଗିବ। ଆପଣ ନିଜେ ଜାଣିପାରିବେ ସେ ଆପଣଙ୍କ ର ହୋଇଯିବ।
ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।