ଓଡିଶା ର ସବୁଠୁ ବଡ଼ ଶିବ ଲିଙ୍ଗ କେଉଁ ଜିଲ୍ଲା ରେ ଅବସ୍ତିତ ? ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡଜ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି। ତେବେ ଆମ ରାଜ୍ୟ ଓଡିଶା ସମ୍ପର୍କ୍ ରେ ଏମିତି ଅନେକ ତଥ୍ୟ ରହିଛି ।ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ । ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସମୁହିକ୍ ଜ୍ଞାନ ରହିବା ନିହାତି ଆବଶ୍ୟକ।ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ କିଛି ପ୍ରଶ୍ନ ଓ ଉତ୍ତର୍।

୧)ଓଡିଶା ର ସବୁଠୁ ବଡ଼ ଶିବ ଲିଙ୍ଗ କେଉଁ ଜିଲ୍ଲା ରେ ଅବସ୍ତିତ ?
ଉତ୍ତର:- ବାଲେଶ୍ୱର ଜିଲ୍ଲା ରେ ରହିଛି।

୨) କୋଣାର୍କ ମନ୍ଦିର ଚୁଳି ର ଓଜନ କେତେ ହଜାର ଟୋନ ରହି ଥିଲା।
ଉତ୍ତର:- ୫୩,୦୦୦ ଟୋନ ରହି ଥିଲା ।

୩) କୋଣାର୍କ ମନ୍ଦିର ଚୁମ୍ବକିୟ୍ ଚୁଳି ଏବେ କେଉଁ ଦେଶ ରେ ଅଛି ?
ଉତ୍ତର:- ଲଣ୍ଡନ ରେ ରହିଛି।

୪) ଓଡିଶା ର ନିମ କ୍ଷେତ୍ର କାହାକୁ କୁହା ଯାଏ ?
ଉତ୍ତର:- ଯାଜପୁର କୁ କୁହା ଯାଏ ।

୫) ଗାୟିତ୍ରୀ ମନ୍ତ୍ର କିଏ ରଚନା କରିଥିଲେ?
ଉତ୍ତର :- ବିଶ୍ୱାମିତ୍ର ରଚନା କରିଥିଲେ

୬) ଭାରତର କେଉଁ ରାଜ୍ୟ ରେ ଗରୀବ ଲୋକ ମାନଙ୍କ ସଂଖ୍ୟା ଅଧିକ?
ଉତ୍ତର :- ଉତ୍ତରପ୍ରଦେଶ ଅଧିକ ଦେଖିବାକୁ ମିଳି ଥାଏ।

୭) ଭାରତରେ କି ପ୍ରକାର ଶାସନ ପ୍ରତିଷ୍ଠିତ?
ଉତ୍ତର :- ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠିତ

୮) ଭାରତର ଶାସନ ମୁଖ୍ୟ କିଏ?
ଉତ୍ତର :- ରାଷ୍ଟ୍ରପତି

୯) ଭାରତର ଜନସଂଖ୍ୟା କେତେ?
ଉତ୍ତର :- ୧୨୧ କୋଟି ରହିଛି

୧୦)ଭାରତରେ କେତେ ବର୍ଷ ରେ ଥରେ ଜନ ଗଣନା କରାଯାଏ?
ଉତ୍ତର :- ୧୦ ବର୍ଷ କୁ ଥରେ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।