ଜାଣନ୍ତୁ କିପରି ବ୍ୟବହାର କରିବା ଦ୍ବାରା ଏହା ଆମ ଶରୀର ପରି ଉପକାରୀ ହୋଇଥାଏ ଏହି ନିମ୍ବପତ୍ର

0

ଆମ ସମାଜରେ ନିମ୍ବ ଗଛର ଅନେକ ମହତ୍ତ୍ଵ ରହିଛି। ଆୟର୍ବେଦ ରେ ମଧ୍ୟ ନିମ୍ବ ଗଛ ର ପତ୍ରରେ ଅନେକ ପ୍ରକାର ଔଷଧୀୟ ଉପାଦେୟତା ବିଷୟରେ ଦେଖିବାକୁ ମିଳେ। ନିମ୍ବ ଗଛ ହେଉଛି ଜୀବନ ପ୍ରଦାନ କାରୀ ଗଛ ଅଟେ ଖାଲି ଗଛ ନୁହେଁ ବରଂ ଏହାର ପତ୍ର ଆମ ଶରୀର ପାଇଁ ବହୁୟ ଉପକାରୀ ଅଟେ । କାରଣ ବିଜ୍ଞାନ ଶାସ୍ତ୍ର ଅନୁସାରେ ନିମ୍ବ ଗଛ ର ପତ୍ର ରେ ଅଧିକ ଅମ୍ଳଜାନ ରହିଥାଏ ତେଣୁ ଏହାକୁ ଯଦି ଘର ସାମ୍ନା ର ଲଗା ଯାଏ ତେବେ ତାହା ଦ୍ଵାରା ଅନେକ ଲାଭ ମଧ୍ୟ ମିଳିଥାଏ।

ତେବେ ଆମେ ଆଜି ଆପଣ ଙ୍କୁ ନିମ୍ବ ପତ୍ର ର କେତେକ ଉପକାରୀତା ବିଷୟରେ ଆପଣଙ୍କୁ ଜଣେଇବୁ ।ତେବେ ଆପଣ ମାନେ ଅନେକ ସମୟରେ ଦେଖିଥିବେ କି ଯେଉଁ ବ୍ୟକ୍ତି ମାନଙ୍କ ର ଡାଇବେଟିସ ଏବଂ ଉଚ୍ଚ ରକ୍ତଚାପ ପରି ରୋଗ ରହିଛି ସେମାନେ ପ୍ରତିଦିନ ନିମ୍ବ ପତ୍ରକୁ ସେବନ କରିଥାନ୍ତି ।ଏଥିରେ ଆଣ୍ଟି ବ୍ୟାକଟେରିଆଲ ,ଆଣ୍ଟି ଦେକ୍ଟରର ଆଦି ପୋଷକ ରହିଥିବାରୁ ଏହା ଆମ ଶରୀରରେ ଥିବା ଅନେକ ପ୍ରକାରର ରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ ।

କିନ୍ତୁ ଏହି ପତ୍ରର ବ୍ୟବହାର ଉଚିତ ଭାବରେ ନକରିବା ଦ୍ବାରା ଏହା ଆମ ଶରୀର ପ୍ରତି ହାନିକାର ହୋଇଥାଏ। ତେବେ ଆମେ ଆପଣଂକୁ ଜଣେଇବୁ ଯେ କିପରି ଭାବରେ ନିମ୍ବପତ୍ର ର ବ୍ୟବହାର କରିବା ଦ୍ବାରା କେଉଁ କେଉଁ ରୋଗରୁ ଆପଣ ମୁକ୍ତି ପାଇପାରିବେ ।

୧.ଡାଇବେଟିସ କୁ ନିୟନ୍ତ୍ରଣ ରେ ରଖିଥାଏ:-

ସାଧାରଣତ୍ୱ ଆମ ରକ୍ତରେ ଶର୍କରା ର ପରିମାଣ ଅଧିକ ହେଲେ ତାହାକୁ ଆମେ ଡାଇବେଟିସ ବୋଲି କହିଥାଉ ।ତେବେ ନିମ୍ବପତ୍ର ରେ ଆଣ୍ଟି ବ୍ୟାକଟେରିଆଲ ଥିବାରୁ ଏହା ଆମ ରକ୍ତର ଶର୍କରା କୁ ନିୟନ୍ତ୍ରଣ କରିଥାଏ ।ତେଣୁ ପ୍ରତିଦିନ ସକାଳେ ଖାଳିପେଟରେ ୩ଟି ନିମ୍ବ ପତ୍ର ସେବନ କରିବା ଦ୍ବାରା ଡାଇବେଟିସ ଭଲ ହେବାର ସମ୍ଭାବନା ରହିଥାଏ ।

୨.ରକ୍ତ ସଞ୍ଚାଳନ ଠିକ ହେବା ସହ ହାର୍ଟ ଜନିତ ରୋଗ ହୋଇନଥାଏ:-

ପ୍ରତିଦିନ ସକାଳେ ୫ଟି ନିମ୍ବ ପତ୍ର ସେବନ କରିବା ଦ୍ବାରା ଏହା ଆମ ରକ୍ତ ରେ ଥିବା ସମସ୍ତ ବିଶୁଦ୍ଧ କଣିକାକୁ ବାହାର କରିଥାଏ ଆଉ ରକ୍ତ ସଞ୍ଚାଳନ ଠିକ ଭାବରେ କରିଥାଏ ।ଏହା ଆମର ହାର୍ଟ କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

୩.ଚର୍ମରୋଗ ରୁ ମୁକ୍ତି ଦେଇଥାଏ:-

ନିମ୍ବ ପତ୍ରକୁ ଆପଣ ନିଜର ସମସ୍ତ ପ୍ରକାରର ଚର୍ମରୋଗ ପାଇଁ ବ୍ୟବହାର କରିପାରିବେ ।ଏଥିଲାଗି ୧୨-୧୫ ଟି ନିମ୍ବପତ୍ର କୁ ଧୋଇ ଗ୍ରାଇଣ୍ଡିଙ୍ଗ କରିନିଅନ୍ତୁ ଏବଂ ଏହାକୁ ଆପଣଙ୍କ ର ଆଫେକ୍ଟଡ଼ ସ୍ଥାନରେ ଲଗେଇବା ଦ୍ବାରା ଏହା ଭଲ ହୋଇଯାଇଥାଏ ।

୪.ପେଟ ରୋଗରୁ ରକ୍ଷା କରିଥାଏ:-

ପ୍ରତିଦିନ ସକାଳେ ଖାଲି ପେଟରେ ୩ଟି ନିମ୍ବ ପତ୍ର ସେବନ କରିବା ଦ୍ବାରା ଏହା ପେଟ ରୋଗ ତଥା ବାତ ଆଦିକୁ ଭଲ କରିଥାଏ ଏବଂ ଆମର ହଜମ କ୍ରିୟାର ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

୫.ମୁହଁର ବ୍ରଣ କୁ ଭଲ କରିଥାଏ:-

ନିମ୍ବ ପତ୍ର କୁ ଗ୍ରାଇଣ୍ଡିଙ୍ଗ କରି ମୁହଁରେ ଲଗେଇବା ଦ୍ବାରା ମୁହଁରେ ଥିବା ବ୍ରଣ ଓ କଳା ଦାଗ ଭଲ ହୋଇଯାଇଥାଏ ।ଏପରି ୧୫ ଦିନ ନିୟମିତ କରିବା ଦ୍ବାରା ମୁହଁରେ ଥିବା ସମସ୍ତ ଦାଗ ଭଲ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।