ପୃଥିବୀ ର ସବୁଠାରୁ ଅଶୁଭ ମୋବାଇଲ ନମ୍ବର ଜାଣନ୍ତୁ ଏହି ନମ୍ୱର୍ ଟି କ’ଣ୍ ଓ ସେଥିରେ ଲୁଚି ରହିଥିବା ରହସ୍ୟ

0

ଅନେକ ବର୍ଷ ପୂର୍ବେ ଯେତେବେଳେ ଟେଲିଫୋନ ର ସୁବିଧା ନଥିଲା ସମ୍ପର୍କ କରିବା ପାଇଁ ଚିଠି ର ସାହାଯ୍ୟ ନେଉଥିଲେ। ଆଉ ଏହି ଚିଠି କୁ ପଠାଇବା ପାଇଁ ଆମକୁ ପାରା ପରି ପକ୍ଷୀ ମାନଙ୍କ ର ସହାୟତା ନେବାକୁ ପଡ଼ୁଥିଲା। ତେବେ ବର୍ତ୍ତମାନ ର ସ୍ମାର୍ଟ ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳ ପାଇଁ ମୋବାଇଲ ବାହାରିଲା। ଏହା ପୁଣି ଇଣ୍ଟରନେଟ ର କୌଶଳ ପାଇଁ ଯେ କୌଣସି ଲୋକ ପରିଚିତ ହୋଇ ପାରୁଛନ୍ତି। ମାତ୍ର ଆପଣ ଏହି ମୋବାଇଲ ରେ ଥିବା ସିମ୍ ର ବ୍ୟବହାର କରିବା ପାଇଁ ଗୋଟିଏ ଫୋନ୍ ନମ୍ବର ପ୍ରାପ୍ତ କରନ୍ତି। ଆଉ ସେହି ନମ୍ୱର୍ ସମସ୍ତଙ୍କ ପାଇଁ ଅଲଗା ଅଲଗା ହୋଇଥାଏ।

ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ , ଏପରି ଏକ ଫୋନ୍ ନମ୍ବର ଅଛି କାହାକୁ ନେଲେ ଆପଣଙ୍କ ର ଅନେକ ଅଶୁଭ ହୋଇଥାଏ। ଏହି ନମ୍ବର ନେଇଥିବା ଅନେକ ଲୋକ ମୃତ୍ୟୁ ବରଣ ମଧ୍ୟ କରି ସାରିଲେଣି। ତେବେ ଏହି ନମ୍ବର। ରେ ଏମିତି କଣ ଅଛି ଯାହା ଜଣଙ୍କ ର ପ୍ରାଣ ଘାତୀ ସାଜୁଛି ତାହା ସବୁଠାରୁ ବଡ ପ୍ରଶ୍ନ। ଆପଣଙ୍କୁ ହୁଏତ ଏହି କଥାର ସତ୍ୟ ନଥାଇ ପାରେ ବୋଲି ମନେ ହେଉ ଥାଇ ପାରେ ମାତ୍ର ଏପରି ହେଉଛି।

ଏହି ନମ୍ୱର୍ ଟି ହେଲା:- ନମ୍ବର- 0888 888 888

ଏହି ମୋବାଇଲ ନମ୍ବର ନେଇଥିବା ଅନେକ ଲୋକ ଏବେ। ସୁଧା। ଅନେକ ପ୍ରାଣ ହରାଇ। ସାରିଲେଣି। ଏହା ସହିତ ଅନେକ। ମଧ୍ୟ ଅନେକ ବଡ ବଡ ବିପତ୍ତି ର ସାମ୍ନା। କରି ସାରିଲେଣି। ଏହା ଘଟିବାର କାରଣ ଅନେକ କିଛି ରହିଛି। ତେବେ ପ୍ରଥମ କଥା ହେଲା ଏହି ନମ୍ବର ପ୍ରଦାନ କରୁଥିବା କମ୍ପାନୀ ଏହାର ଧାରକ ର ସବୁ କିଛି ତଥ୍ୟ ଏବଂ ଗୋପନୀୟତା କୁ ଜାଣି ପାରେ ।

ଏହା ପାଖରେ ସବୁ କିଛି ତଥ୍ୟ ଏକାଠି ହୋଇ ଥାଏ। ଏହି ନମ୍ବର ପ୍ରଥମେ ଏହାର ସିଇଓ ନେଇଥିଲେ। ଏହା ପରେ ସେ ୨୦୦୧ ରେ କ୍ୟାନ୍ସର ରେ ପୀଡିତ ହୋଇ ଚିକି୍ସିତ ଅବସ୍ଥାରେ ମୃତ୍ୟ ବରଣ କଲେ। ତେବେ ଏହି ମୋବାଇଲ ନମ୍ବର ପାଇଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଅନେକ ମତ ଦିଅନ୍ତି।

ସେହିପରି ଏକ କୁଖ୍ୟାତ ଅପରାଧୀ ଡ୍ରଗସ ବିକୁଥିବା ବ୍ୟକ୍ତି ମଧ୍ୟ ଏହି ନମ୍ବର ନେଇଥିଲେ। ଆଉ ସେ ପ୍ରାୟ କୋଟି କୋଟି ଟଙ୍କାର ବ୍ୟବସାୟ କରୁଥିଲେ। ମାତ୍ର ସେ ଏହି ନମ୍ୱର୍ ନେବା ପରେ କିଛି ଦିନ ମଧ୍ୟରେ ପ୍ରାଣ ହରାଇଥିଲେ। ଏହା ପଛରେ ଏହି ମୋବାଇଲ ନମ୍ବର କୁ କାରଣ ବୋଲି ଅନେକ ମତ ଦିଅନ୍ତି। ସେହିପରି ଆଉ ଜଣେ ବ୍ୟକ୍ତି ମଧ୍ୟ ଏହି ନମ୍ୱର୍ ନେବା ପରେ ୨୦୦୫ ରେ ପ୍ରାଣ ହରାଇଥିଲେ। ତେବେ ଏହି ମୋବାଇଲ ନମ୍ବର ପଛରେ ଏମିତି କିଛି ରହସ୍ୟ ରହିଛି ଯାହା ପାଇଁ ଅନେକ ଲୋକ ପ୍ରାଣ ହରାଇ ସାରିଲେଣି। ତେବେ ଆପଣ ଏଥିପ୍ରତି ସାବଧାନ ହୋଇ ରୁହନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।