ସେଭ୍ ଠାରୁ ଚାଉଳ ପାଣି ପର୍ଯ୍ୟନ୍ତ, ବିଦେଶୀ ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ଏହି ପଦ୍ଧତିଗୁଡିକ ବ୍ୟବହାର କରନ୍ତି

0

ଏ ସମାଜ ରେ ରହୁ ଥିବା ପ୍ରତ୍ୟକ ଝିଅ , ନିଜ କୁ ସୁନ୍ଦର ଦେଖିବା କୁ ଚାଁହାନ୍ତି।ତେଣୁ ସେମାନେ ଅନେକ ପ୍ରକାର ଉପାୟ୍ ଆପଣେଇ ଥାନ୍ତି। ମୁଁହ କୁ ସୁନ୍ଦର ରଖିବା ପାଇଁ ସେମାନେ ଅନେକ ପ୍ରକାର ଚେଷ୍ଟା କରନ୍ତି,ଅନେକ କ୍ରିମ ବ୍ୟବହାର କରନ୍ତି , ତେବେ ସେଗୁଡିକ ରେ ଅନେକ ପ୍ରକାର କେମିକଲ୍ ମିଶା ଯାଇ ଥାଏ। ଯାହା ଦ୍ୱାରା ସେ ଗୁଡିକ ମୁଁହ କୁ ଅସୁନ୍ଦର କରିଦିଏ ଏବଂ ତା ସହ ମୁଁହ ର ଚମଡା ମଧ୍ୟ ନଷ୍ଟ ହୋଇ ଯାଏ।

ତେବେ ବେଳେ ବେଳେ ଏସବୁ ରୁ ମୁକ୍ତି ପାଇବା ପାଇଁ ଆମ କୁ ଘୋରୋଇ ଉପଚାର ରାମ ବାଣ ଭଳି କାମ କରି ଥାଏ। ତେବେ ଏଥି ପାଇଁ ଝିଅ ମାନେ ନିଜ୍ ମୁଁହ କୁ ସୁନ୍ଦର ରଖିବା ପାଇଁ ହଳଦୀ ,ବେସନ ,କ୍ଷୀର ଆଦି ଅନେକ ପ୍ରକାର ଜିନିଷ ଘରେ ବ୍ୟବହାର କରନ୍ତି। ଯାହା ପାଇଁ ସେମାନେ ସବୁେବେଳ ସୁନ୍ଦର ଦେଖା ଯାନ୍ତି। ଯେମିତି କି ଚୀନ ,ମଲେସିୟା , ଜାପାନ , କୋରିଆ ଆଦି ଦେଶ ଗୁଡିକ ରେ ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହେଇ ଥାନ୍ତି,ତେବେ ସେମାନେ ନିଜ କୁ ସୁନ୍ଦର ରଖିବା ପାଇଁ ବିଭିନ ପ୍ରକାର ଚେଷ୍ଟା କରନ୍ତି। ତେବେ ଆସନ୍ତୁ ଜାଣିବା ସେହୁ ସବୁ ଜିନିଷ ଗୁଡିକ ବିଷୟରେ।


*ମାଲେସିୟା(ସ୍କିନ୍ ସେଭିଙ୍ଗ୍) :-
ତେବେ କୋରିୟନ୍ ସୁନ୍ଦରତା କୁ ନେଇ ସାରା ବିଶ୍ୱ ରେ ସମସ୍ତଙ୍କ ର୍ ବହୁତ ପସନ୍ଦ ହୋଇ ଥାଏ। ତେବେ ସେଠାରେ ଥିବା ମହିଳା ମାନେ ତାଙ୍କ ପ୍ରତିଦିନ ରୁଟିନ ରେ ସେଭିଙ୍ଗ୍ କୁ ସାମିଲ କରନ୍ତି।କାରଣ ଏହା କରିବା ଦ୍ୱାରା ସ୍ଖିନ୍ ର ମାରି ଥିବା କୋଷ ଗୁଡିକ ବାହାର କୁ ବାହାରି ଆସେ।ଯାହା ଦ୍ୱାରା ଏମାନଙ୍କ ମୁଁହ ସୁନ୍ଦର ଓ ଚିକ୍କଣ ହୋଇ ଥାଏ।ତେବେ ଏଥି ପାଇଁ ବଜାର ରେ ବିଭିନ ପ୍ରକାର ରେଜର୍ ମିଳୁଛି।

*ଚୀନ (ଚାଉଳ ର ପାଣି):-
ତେବେ ଚୀନ ରେ ଚାଉଳ କୁ ଅନେକ ପ୍ରକାର ଖାଦ୍ୟ ବନେଇବା ପାଇଁ ବ୍ୟ ବ୍ଯବହାର ହୋଇ ଥାଏ। ଚାଉଳ ତାଙ୍କର ପ୍ରତିଦିନ ଖାଦ୍ୟ ର ସାମିଲ ହୋଇ ଥାଏ। ତେବେ ଯେତେବେଳେ ଚାଉଳ କୁ ପାଣି ରେ ଧୁଅନ୍ତି। ସେତେବେଳେ ସେହି ମହିଳା ମାନେ ସେହି ରହି ଯାଇ ଥିବା ପାଣି କୁ ଫିଙ୍ଗନ୍ତି ନାହିଁ, ସେହି ପାଣି କୁ ସେମାନେ ନିଜ ମୁଁହ ର ସୁନ୍ଦରତା ପାଇଁ ବ୍ୟବହାର କରନ୍ତି।

*କାଲିଫର୍ନିଆ(ଅଙ୍ଗୁର ମଞ୍ଜିର ତେଲ):-
ତେବେ ଦେଖିବାକୁ ଗଲେ ଏହି ଅଙ୍ଗୁର ମଞ୍ଜି ତେଲ ରେ ଆଣ୍ଟିଅକ୍ସିଡାଣ୍ଟ ,ଭିଟାମିନ୍ ସି ଭରପୁର ମତ୍ରା ରେ ରହି ଥାଏ।ତେବେ ଏହି ଦେଶ ର ମହିଳା ମାନେ ଏହି ତେଲ କୁ ଗାଧେଇବା ପରେ ବ୍ୟବହାର କରନ୍ତି। ତେବେ ଏହି ପ୍ରକ୍ରିୟା ଅନେକ ସମୟ ରୁ ଚାଲି ଆସୁଛି। ଏହା କରିବା ଦୂରା ଶରୀର ଚିକଣ ହୋଇ ଥାଏ।


*ମୋର୍କୋ(ଅର୍ଗନ୍ ତେଲ):-
ତେବେ ଏହି ତେଲ ଚୁଟି ରେ ବ୍ୟବହାର କରା ଯାଏ। କିନ୍ତୁ ଏହି ଦେଶ ର ମହିଳା ମାନେ ଏହି ତେଲ କୁ ନିଜ ମୁଁହ ଆଉ ଶରୀର ରେ ମଧ୍ୟ ଲଗାଇ ଦିଅନ୍ତି। ତେବେ ଏହା ଦ୍ୱାରା ଶରୀର ସୁନ୍ଦର ଓ ଚୁଟି ସିଲ୍କ୍ ହୁଏ। ତେବେ ଏଜି ତେଲ କୁ ସପ୍ତାହ ର ଦୁଇ କିମ୍ବା ତିନି ଦିନ ବ୍ୟବହାର କରିଯାଏ।


*ସ୍ଵିଜରଲାଣ୍ଡ(ଅଲାବାସ୍ ତେଲ):-
ତେବେ ଏହି ତେଲ ବିଭିନ ପ୍ରକାର ପ୍ରାକୃତିକ ଜିନିଷ ରୁ ତିଆରି ହୁଏ। ଏହି ଦେଶ ର ମହିଳା ମାନେ ଏହାକୁ ନିଜ ଶରୀର ରେ ଲଗାଇ ଥାନ୍ତି । ଯାହା ଦ୍ୱାରା ତୋଚା ଚିକଣ ହୁଏ। ଆଉ ସୁନ୍ଦର ନିଦ ମଧ୍ୟ ହୋଇ ଥାଏ।

ତେବେ ଏମତି ଅନେକ ଦେଶ ରେ ମହିଳା ମାନେ ନିଜ କୁ ସୁନ୍ଦର କରିବା ପାଇଁ ଅନେକ ପ୍ରକାର୍ ଉପାୟ ଅବଲମ୍ବନ କରନ୍ତି। ଯାହା ସେମାଙ୍କୁ ସୁନ୍ଦର ରଖିବା ରେ ସାହାଯ୍ୟ କରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।