ଝିଅ DSP ବାପା ASI ଡିଉଟି ରେ ଏକାଠି ଦେଖାହେଇଗଲେ, ବାପା ସାଲ୍ୟୁଟ କଲେ ଝିଅକୁ, ତା ପରେ ଯାହା ହେଲା….

0

ଲୋକ ମାନଙ୍କ ର ସବୁବେଳେ ଝିଅ ମାନଙ୍କୁ ନେଇ ଏପରି ଭାବନା ରଖି ଥାଆନ୍ତି କି, ଝିଅ ଟେ ସେ ପାଠ ପଢି କଣ କରିବ ,ଯେତେ ଯାହା ହେଲେ ତ ବାହା ସାହା ହେଇ ପର ଘରକୁ ଯିବ ଏତେ ପାଠସାଠ ପଢି କଣ କରିବ। ଘରେ ରହି କାମ ଦିମ ଶିଖୁ, ପାଠ ପଢିବା କିଛି ଜୁରୁରୀ ନୁହେଁ। ଏହି ସବୁ ଚିନ୍ତାଧାରା ରଖି ଲୋକ ମାନେ ଝିଅ ମାନଙ୍କୁ ପାଠ ପଢିବା କୁ ଦିଅନ୍ତି ନାହିଁ,

ଆଉ ପଢିବାକୁ ଦେଲେ ବି ଅଧାରୁ ପାଠ ପଢି ବନ୍ଦ କରି ଦିଅନ୍ତି ଅଧିକ ପଢିବା ପାଇଁ ଦିଅନ୍ତି ନାହିଁ। ଆଗକାଳ ରେ ଲୋକ ମାନଙ୍କ ଚିନ୍ତାଧାରା ଏପରି ଥିଲା ଯେ ଗୋଟେ ଝିଅ ମାତ୍ର ବାର ତେର ବର୍ଷ ର ହେବା ପରେ ତାକୁ ବାହା କରି ଅନ୍ୟ ଘରକୁ ପଠାଇ ଦେଉଥିଲେ।

ତେବେ ଆପଣ ମାନେ ଜାଣି ଥିବେ କି ଆମେ ଜୀବନ ରେ ବାପା ଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ବାପା ଙ୍କ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ମାନେ ଜୀବନ ରେ ଅନେକ କାର୍ଯ୍ୟ କରି ଥାଉ। ବାପା ଜଣେ ପିଲା ର ଜୀବନ ଗଢିବା ରେ ସାହାଯ୍ୟ କରି ଥାଏ। ତେବେ ଆପଣ ମାନେ ଦେଖି ଥିବେ କି ଅନେକ ପିଲା ନିଜ ବାପା ଙ୍କ କାର୍ଯ୍ୟ କୁ ଅନୁସରଣ କାରି ଥାନ୍ତି। ଆଉ ତାଙ୍କ ଭଳି ହେବାକୁ ଚେଷ୍ଟା କରି ଥାନ୍ତି।

ତେବେ ପିଲା ମାନଙ୍କ ଉନତି ରେ ବାପା ସବୁବେଳେ ଗର୍ବିତ ହୋଇ ଥାନ୍ତି। ଆଉ ସେ ଆହୁରି ଆଗକୁ ଯାଉ ଏଥି ପାଇଁ ଉସହିତ୍ କରି ଥାନ୍ତି।ତେବେ ଆପଣ ମାନେ ଜାଣି ଥିବେ କି ବାପା ମାନେ ବାହାରୁ ବହୁତ ରାଗି ହୋଇ ଥାନ୍ତି ,ଆଉ ସେମାନେ ଆମ ପ୍ରତି ଥିବା ଭଲ ପାଇବାକୁ ଦେଖନ୍ତି ନାହିଁ। କିନ୍ତୁ ଭିତରେ ସେମାନେ ଆମକୁ ବହୁତ ଭଲ ପାନ୍ତି। ତେବେ ଜଣେ ବାପା ଚାହେଁ , ତା ଛୁଆ ସବୁବେଳେ ତା ବାପା ଠୁ ଅଗକୁ ଯାଉ। ଆଉ ବାପା ଯେଉଁ ନିଯୁକ୍ତି ପାଇଛି , ତା ଠୁ ବଡ଼ ନିଯୁକ୍ତି ପାଇ ବାପା ର ନାମ ରଖୁ।

ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେସ୍ ରେ ତିରୁପତି ଅଞ୍ଚଳ ରେ। ତେବେ ସେଠାରେ ଜଣେ ପୋଲିସ୍ ତା ଝିଅ କୁ ସେଲୁଟ ମାରୁ ଥିବାର ଦେଖିବାକୁ ମିଳି ଥିଲା । ତେବ ତାଙ୍କ ଝିଅ ତାଙ୍କ ଠାରୁ ଉପରିସ୍ତ୍ ପାଦ ରେ ରହିଛି । ଯାହା ଦ୍ୱାରା ସେ ତାଙ୍କ ଝିଅ କୁ ସେଲୁଟ ମାରୁଛି। ତେବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ତେବେ ସେମାନେ ଏକ ‘ଇଗ୍ନାଇଟ୍’ ନାମକ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଉ ସେଠାରେ ସର୍କଲ ଇନ୍ସପେକ୍ଟର ଶ୍ୟାମ ସୁନ୍ଦର ଡିଉଟିରେ ଥିଲେ।

ଗୁଣ୍ଟୁର ଜିଲ୍ଲାର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ଜେସି ପ୍ରସାନ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ତେବେ ଡିଏସପି ଜେସି ପ୍ରସାନ୍ତଙ୍କର ବାପା ହେଉଛନ୍ତି ସର୍କଲ ଇନ୍ସପେକ୍ଟର ଶ୍ୟାମ ସୁନ୍ଦର। ଇନ୍ସପେକ୍ଟର ନିଜ ଝିଅକୁ ଦେଖି ଅତ୍ୟନ୍ତ ଖୁସି ହୋଇଯାଇଥିଲେ ଏବଂ ସଲ୍ୟୁଟ କରିଥିଲେ। ଝିଅ ମଧ୍ୟ ବାପାଙ୍କୁ ନମସ୍କାର କରି ନିଜର କର୍ତ୍ତବ୍ୟ କରିଥିଲେ।

ତେବେ ଏହି ସମୟ ତାଙ୍କ ବାପା ଙ୍କ ପାଇଁ ବହୁତ ଖୁସି ର ଦିନ ଥିଲା। ତେବେ ସୂଚନା ଅନୁଯାୟୀ ଜେସି ୨୦୧୮ ମସିହା ବେଚ ର ଛାତ୍ରୀ ଥିଲ୍ଵ୍। ତେବେ ସେ ତାଙ୍କ ବାପା ଙ୍କ କାର୍ଯ୍ୟ କୁ ଦେଖି ଅନୁପ୍ରାଣତ ହୋଇ ଥିଲେ। ଆଉ ଜଣେ ସଫଳ ଓ ବାପା ଙ୍କ ଠୁ ବଡ଼ ପଦ ରେ ନିଯୁକ୍ତି ପାଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।