ନିଜ ଜନ୍ମ ତାରିଖରେ ଜାଣନ୍ତୁ କିପରି ହବ ବିବାହ ? କିପରି ରହିବ ବୈବାହିକ ଜୀବନ ? ଲଭ୍ ମ୍ୟାରେଜ ନା ଆରେଞ୍ଜ୍ ମାରେଜ୍………..

0

ଆଜି କାର ଯୁବପଡି ମାନେ ନିଜର ବିବାହ ବିଷୟରେ ଜାଣିବାକୁ ବେଶୀ ଆଗ୍ରହ ପ୍ରକାଶ କରୁଛନ୍ତି। ପ୍ରାୟତଃ ସମସ୍ତଙ୍କର ନିଜର ବିବାହ ବିଷୟରେ ଜାଣିବାକୁ ଇଛା ଥାଏ। ବିବାହ ଟି ଲଭ୍ ମ୍ୟାରେଜ୍ ହବ କି ଆରେଞ୍ ମ୍ୟାରେଜ ହବ ସମସ୍ତେ ଜାଣିବାକୁ ଇଛା କରୁଛନ୍ତି। କିଛି ଜଣ ଲଭ୍ ମ୍ୟରେଜ୍ କୁ ପସନ୍ଦ କରୁଛନ୍ତି ତୋ କିଛି ଜଣ ଆରେଞ୍ଜ ମ୍ୟରେଜ।

ଆଜି ଜାଣିବା ନିଜର ଜନ୍ମ ତାରିଖ ରୁ ବିବାହ କିପରି ହବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିମ୍ବା ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣିପାରିବ ନିଜର ବିବାହ କିପରି ହେବ। ଏକ ଫର୍ମୁଲା ଅନୁଯାୟୀ ନିଜେ ଗଣନା କରି ଜାଣିପାରିବେ ନିଜର ବିବାହ ଲଭ୍ ମରେଜ୍ ହେବ ନା ଅରେଞ୍ ମରେଜ ।ଲଭ୍ ମାରେଜ୍ ହଉ କି ଅରେଞ୍ଜ ମାରେଜ ଅଙ୍କ ଜ୍ୟୋତିଷରେ ନିଜ ଜନ୍ମ ତାରିଖର ଅଙ୍କ କୁ ଯୋଡ଼ି ମୂଲ୍ୟଙ୍କ ବାହାର କରନ୍ତି।ଏହି ପ୍ରଣାଳି ଦ୍ଵାରା ନିଜର ବିବାହ ବିଷୟରେ ଜାଣିପାରିବ।

*ପ୍ରଥମେ ଜାଣିବା ମୂଲ୍ୟାଙ୍କ ୧- ଯେଉଁ ବ୍ୟକ୍ତବିଶେଷ କୌଣସି ମାସର ୧,୧୦,୧୯ ଓ ୨୮ ତାରିଖରେ ହୋଇଛି ଏମାନଙ୍କର ମୁଲ୍ୟାଙ୍କ ୧ ଧରାଯିବ। ଶାନ୍ତ ସ୍ଵଭାବ ର ହୋଇଥାଆନ୍ତି,ପ୍ରେମ ନିଶ୍ଚୟ କରିଥାନ୍ତି,କିନ୍ତୁ ଲାଜୁଆ ସ୍ଵଭାବ ଯୋଗୁ ପ୍ରେମ ରେ ଅସଫଳ ହୋଇଥାନ୍ତି। ଏମାନେ ଆରେଞ୍ଜ୍ ମ୍ୟାରେଜ ହି କରିଥାନ୍ତି।

*ଯେଉ ବ୍ୟକ୍ତିମାଙ୍କର କୌଣସି ମାସ ର ୨,୧୧,୨୦,୨୯ ତାରିଖରେ ହୋଇଥାଏ ସେମାନଙ୍କ ମୂଲ୍ୟାଙ୍କ ୨ ଅଟେ।ଏହା ଚନ୍ଦ୍ରଙ୍କର ଅଙ୍କ ଅଟେ,ଏମାନେ ଧୀରେ ଧୀରେ ପ୍ରେମ କରିଥାନ୍ତି।ପ୍ରେମ ମାମଲାରେ ବହୁତ ଇମୋସ୍ନାଲ୍,ଏମାନେ ପ୍ରେମ ବିବାହ କରିଥାନ୍ତି।

* ଯେଉଁ ମାନଙ୍କର ଜନ୍ମ କୌଣସି ମାସ ର ୩,୧୨,୨୧ ଓ ୩୦ ତାରିଖରେ ହୋଇଥାଏ ଏମାନଙ୍କର ମୂଲ୍ୟାଙ୍କ ୩ ଅଟେ।ଏହା ଗୁରୁଙ୍କ ଅଙ୍କ ହୋଇଥାଏ। ମୂଲ୍ୟାଙ୍କ ୩ ର ଲୋକ ମାନେ ବିଶେଷ କରି ପ୍ରେମ ବିବାହରେ ସଫଳ ପାଇଥାନ୍ତି।

* ଯେଁମାନେ କୌଣସି ମାସ ର ୪,୧୩,୨୨,୩୧ ତାରିଖରେ ଜନ୍ମ ହୋଇଥାନ୍ତି ତାଙ୍କର ମୁଲ୍ୟାଂକ ୪ ଅଟେ।ଏହା ରାହୁଙ୍କ ଅଙ୍କ ଅଟେ। ଏମାନେ ବହୁତ ଜଣଙ୍କୁ ପ୍ରେମ କରିଥାନ୍ତି,ଏହି କାରଣରୁ ଏମାନଙ୍କର ପ୍ରେମ ବିବାହ ରେ ଗଭୀରତା ନଥାଏ। ମୂଲ୍ୟାଙ୍କ ୪ ର ବ୍ୟକ୍ତି ମାନଙ୍କର ପ୍ରେମ ବିବାହ ଖୁବ୍ କମ୍ ସମ୍ଭାବନା ଥାଏ।

* ଯେଉଁ ମାନଙ୍କର ଜନ୍ମ କୌଣସି ମାସ ର ୫,୧୪ ଓ ୨୩ ରେ ତାରିଖରେ ହେଇଥାଏ ଏମାନଙ୍କ ମୂଲ୍ୟାଂକ ୫ ଅଟେ।ଏମାନେ ସବୁ କାମ ପରମ୍ପାନୁଯାୟୀ କରିବାକୁ ପସନ୍ଦ କରନ୍ତି।ପରିବାର ର ସହମତିରେ ଏମାନଙ୍କ ବିବାହ ହୋଇଥାଏ।

*ଯେଉଁମାନେ କୌଣସି ମାସ ର ୬,୧୫ ଓ ୨୪ ତାରିଖରେ ହୋଇଥାଏ ତାଙ୍କର ମୂଲ୍ୟାଙ୍କ ୬ ହୋଇଥାଏ।ଏହା ଶୁକ୍ର ଙ୍କ ଅଙ୍କ ଅଟେ। ଏମାନେ ବହୁତ ଜଣଙ୍କୁ ପ୍ରେମ କରିଥାନ୍ତି ଯାହା ଦ୍ଵାରା ବେଳେ ବେଳେ ଠିକ୍ ଲୋକ ଙ୍କୁ ପାଇପରନ୍ତି ନାହିଁ ।

*କୌଣସି ମାସ ର ୭,୧୬,୨୫ ତାରିଖରେ ଜନ୍ମଗ୍ରହଣ କରିଥାନ୍ତି ଏମାନଙ୍କର ମୁଲ୍ୟଙ୍କ ୭ ହୋଇଥାଏ।ଏହା କେତୁ ଙ୍କ ଅଙ୍କ ଅଟେ। ସଙ୍କୁଚିତ ସ୍ୱଭାବର ହୋଇଥାନ୍ତି । ପ୍ରେମ ର ଲାଭ କ୍ଷତି ହିସାବ କରିବାରେ ହାନି ହେଇଥାଏ।

*ମାସ ର ୮,୧୭,୨୬ ରେ ଜନ୍ମ କରିଥିବା ଲୋକଂକ ମୂଲ୍ୟାଙ୍କ ୮ ଅଟେ।ଏହା ଶନିଙ୍କ ଅଙ୍କ ଅଟେ। ବହୁତ କମ ଲୋକ ପ୍ରେମ କରନ୍ତି ଓ ସଫଳ ହୁଅନ୍ତି।

*ଯେଉଁ ମାନଙ୍କ ଜନ୍ମ ୯,୧୬,୨୭ ରେ ହେଇଥାଏ ଏମାନଙ୍କ ମୂଲ୍ୟାଙ୍କ ୯ ଅଟେ।ଏମାନେ ବିବାଦ ଠୁ ଦୂରେଇ ରୁହନ୍ତି,ଖୁବ୍ କମ ଲୋକ ପ୍ରେମ ବିବାହ କରିଥାନ୍ତି। ବୈବାହିକ ଜୀବନ ସଫଳ ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।