ଦେଖନ୍ତୁ LIVE ଭିଡ଼ିଓ – ବିବାହ ପରେ ଲାଇଭ ଭିଡିଓ କରି ଦର୍ଶକଙ୍କ ସାମ୍ନାକୁ ଆସିଲେ ଦିପ୍ତିରେଖା,ଆଉ କହିଲେ ଏମିତି କିଛି କଥା….

0

ଆପଣ ମାନେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ର ସିନେମା ଦୁନିଆ କି ସିରିଏଲ ଦୂନିଆ ସହ ଯୋଡିତ ନଥିଲେ ଓଲିଉଡ୍ ର ସଙ୍ଗୀତ ଦୁନିଆ ସହ ନିଶ୍ଚିତ ଭାବେ ଯୋଡିତ ଥିବେ,କାହିଁକି ନା ଆମେ ମାନେ ତ ଆମ ଲାଇଭ୍ ରେ ବହୁତ ବିଜି ନିଜ ନିଜ ର କାମ କୁ ନେଇ ଆମକୁ ସମୟ ବି ହେଉନାହିଁ ଅଧଘଣ୍ଟେ କି 2 ଘଣ୍ଟା ବସି ସିରିଏଲ୍ କି ଫିଲ୍ମ ଦେଖିବା ପାଇଁ।

ଯେଉଁମାନେ କି ଓଡିଶା ର ଲୋକ ମାନଙ୍କୁ ସବୁବେଳେ ଅନେକ ସୁନ୍ଦର ସୁନ୍ଦର ଗୀତ ଭେଟି ଦେଇ ଥାଆନ୍ତି। ତେବେ ଆମ ରାଜ୍ୟ ରେ ମେଲ୍ ସିଙ୍ଗର୍ ମାନଙ୍କ ଭିତରୁ ଦେଖିବାକୁ ଗଲେ ସବୁଠୁ ଆଗରେ ହ୍ୟୁମନ୍ ସାଗର ଥିଲେ ଏବଂ ଏବେ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଆଉ ଜଣେ ମେଲ୍ ସିଙ୍ଗର୍ ହ୍ୟୁମନ୍ ସାଗର ଙ୍କ ର ସେହି ଜାଗା କୁ ନେବାକୁ ବସିଲେଣି, ସ୍ୱୟଂ ପାଢୀ ,ତେବେ ସେ ମଧ୍ୟ ଓଲିଉଡ଼ ର ଜଣେ ଫମେସ୍ ସିଙ୍ଗର୍।ତେବେ ଖାଲି ଏମାନେ ଫେମସ୍ ନୁହନ୍ତି।ତେବେ ଅନେକ ଫିମେଲ୍ ସିଙ୍ଗର୍ ମାନେ ମଧ୍ୟ ଅନେକ ଭଲ ଭଲ ଗୀତ ଦର୍ଶକ ମାନଂକୁ ଯୋଗାଇ ଦେଇଛନ୍ତି।

ତେବେ ଓଲିଉଡ୍ ସବୁଠାରୁ ସୁପରହିଟ୍ ଏବଂ ବହୁତ ଫେମସ୍ ଫିମେଲ୍ ସିଙ୍ଗର୍ ହେଉଛନ୍ତି ଦୀପ୍ତିରେଖା ଯାହାଙ୍କ ପୂରା ନାମ ହେଉଛି ଦୀପ୍ତିରେଖା ପାଢୀ। ସିଏ ଅନେକ ସୁପରହିଟ୍ ସଙ୍ଗ୍ ସବୁ ଲୋକ ମାନଙ୍କୁ ଭେଟି ଦେଇଦେଇଛନ୍ତି ଆଉ ସେ ଅନେକ ଭଲ ଗୀତରେ ନିଜର କଣ୍ଠଦାନ ମଧ୍ୟ କରିଛନ୍ତି। ତେବେ ଏହି କିଛି ଦିନ ତଳେ ସେ ହାତ ରୁ ଦୁଇ ହାତ ହୋଇଥିଲେ, ସେ ଭୁବନେଶ୍ଵର ର ଜଣେ ବହୁତ ବଡ ବିଜନେସ୍ ମେନ୍ ଙ୍କୁ ବିବାହ କରିଥିଲେ।

ସେ ତାଙ୍କ ଶାଶୂଘର ଲୋକ ମାନଙ୍କ ସହ ବହୁତ ଖୁସି ରେ ମଧ୍ୟ ଅଛନ୍ତି। ତେବେ ସେ ବିବାହ ପରେ ପ୍ରଥମ ଥର ପାଇଁ ଟିଭି ପରଦା ରେ ନଜର ଆସିଛନ୍ତି, ସେ ସାରେଗାମାପା ର ମଞ୍ଚ କୁ ଆସିଥିଲେ।

ଜି ସାର୍ଥକ ସବୁଠାରୁ ଫେମସ୍ ସୋ ସାରେଗାମାପା ରେ ଜଜ୍ ଭାବରେ ନଜର ଆସିବାକୁ ଯାଉଛନ୍ତି ଦୀପ୍ତି। ନିଜର ବିବାହ ପରେ ଦୀପ୍ତି ଙ୍କ ର ଏହା ପ୍ରଥମ ସୋ ଅଟେ। ତେବେ ସେହି ସୋ ରେ ଅନେକ ବଡ଼ ବଡ଼ ସିଙ୍ଗର୍ କୁ ଦେଖିବାକୁ ପାଇବେ। ତେବେ ସେଥିରେ ଅସୀମା ପଣ୍ଡା , ଗୁଡ଼ିଲି ରଥ ମଧ୍ୟ ଏଥିରେ ଜଜ ଭାବରେ ଦେଖିବାକୁ ମିଳିବେ। ତେବେ ଏହା ଏକ ବହୁତ ସୁନ୍ଦର ଓ ଗ୍ରାଣ୍ଡ ଭାବରେ ସୋ ଟି ହେବାକୁ ଯାଉଛି। ତେବେ ସାରେଗାମାପା ସୋ ର ଲଞ୍ଛିଙ୍ଗ୍ ପାଇଁ ପୁରା ଟିମ ଏକ ସମୁଦ୍ର ପାଖରେ ସେଲିବ୍ରେଟ କରୁଛନ୍ତି,

ଆଉ ସେହି ସମୁଦ୍ର ପାଖରେ ବାଲୁକା ରେ ସଂଗୀତ ର ସମସ୍ତ ବାଦ୍ୟ କୁ ତିଆରି କରା ଯାଇଛି , ଯାହା ବହୁତ ସୁନ୍ଦର ଦେଖା ଯାଉଛି। ତେବେ ସୂଚନା ଅନୁଯାୟୀ ଜି ସାର୍ଥକ ରେ ଜାନୁଆରୀ ୯ ତାରିଖ ରେ ରାତି ୯ ଟା ରେ ଆରମ୍ଭ ହେବାକୁ ଯାଉଛି “ସାରେଗାମାପା ସ୍ୱର ର ମହା ମଞ୍ଚ” ।ତେବେ ଅସୀମା ପଣ୍ଡା ଓ ଦୀପ୍ତିରେଖା ଲାଇଭ୍ ଆସି ସମସ୍ତଙ୍କୁ ଦେଖିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।