Psychology – ବୁଦ୍ଧଙ୍କ ଗୋଟେ ଫୋଟ ପସନ୍ଦ କରନ୍ତୁ ଆଉ ଜାଣନ୍ତୁ ନିଜ ଭବିଷ୍ୟତ ଓ ଜାଣନ୍ତୁ ଆପଣ କେଉଁ ସ୍ୱଭାବ ର ବ୍ୟକ୍ତି ଅଟନ୍ତି

0

ଆମ ଦେଶର ଲୋକ ମାନେ ଭଗବାନ ଙ୍କୁ ବହୁତ ଭକ୍ତି ଏବଂ ବିଶ୍ୱାସ କରନ୍ତି, ଦେଶର ଲୋକ ମାନେ ସବୁକିଛି ଭଗବାନ ଙ୍କ ଉପରେ ହିଁ ଛାଡି ଦିଅନ୍ତି। ଦୁଃଖ ସୁଖ ସବୁଥିରେ ସେମାନେ ଭଗବାନ ଙ୍କ ଛାୟା ଆପଣେଇ ଥାଆନ୍ତି। ଦେଶରେ ତ ଅନେକ ମନ୍ଦିର ସବୁ ରହିଛି, ଆମ ଦେଶକୁ ଏକ ମନ୍ଦିର ମାଳିନୀ ଦେଶ ବୋଲି କହିଲେ ବି ଅତ୍ୟୁକ୍ତି ହେବ ନାହିଁ।

ହିନ୍ଦୁ ଧର୍ମ ର ଲୋକ ମାନେ ଏତେ ଈଶ୍ୱର ବିଶ୍ୱାସୀ ଯେ ସେମାନେ ଭାବନ୍ତି ଏହି ଦୁନିଆରେ ଯାହା ବି କିଛି ହେଉଛି, ହୁଏତ ତାହା ଦୁଃଖ ହେଉ କିମ୍ବା ସୁଖ ସେହି ସବୁ ଏହି ସବୁ ଭଗବାନ କରନ୍ତି ବୋଲି ସେମାନେ କୁହନ୍ତି ଏବଂ ଅତୁଟ ବିଶ୍ୱାସ ମଧ୍ୟ କରନ୍ତି।

ବୌଦ୍ଧ ଧର୍ମ ଶାନ୍ତି ଓ ପ୍ରସନ୍ନତା ର ସନ୍ଦେଶ ଦେଇଥାଏ, ଗୋଟେ ରାଜା ଙ୍କ ର ପୁଅ ହୋଇ ମଧ୍ୟ ମହାତ୍ମା ବୁଦ୍ଧ ନିଜର ରାଜ୍ୟ ପାଠ ଛାଡିଲେ, ଆଉ ଜଣେ ସନ୍ନ୍ୟାସୀ ପରି ନିଜର ଜୀବନ ଅତିବାହିତ କରିଲେ। କେବଳ ଏତିକି ନୁହେଁ, ସେ ନିଜର ଜ୍ଞାନ କୁ ସୀମିତ ନ ରଖି ଲୋକ ମାନଙ୍କ ମଧ୍ୟରେ ପ୍ରସାରିତ କରିଲେ।

ଆମ ଦେଶରେ ତଥା ବିଦେଶରେ ବୁଦ୍ଧ ଙ୍କ ର ଅନେକ ପ୍ରକାର ର ରୂପ କୁ ପୂଜା କରାଯାଏ, ଓ ତାଙ୍କର ଭିନ୍ନ ଭିନ୍ନ ପାଞ୍ଚଟି ରୂପ ମଧ୍ୟ ଅଛି ଯାହା ମଧ୍ୟ ରୁ ଗୋଟିଏ ସ୍ୱରୂପ କୁ ଦେଖି ଆପଣ ମାନେ ଆପଣଙ୍କ ଭବିଷ୍ୟତ ରେ ଆପଣଙ୍କ ସହ କଣ ହେବ ତାହା ଜାଣି ପାରିବେ।

*ଯଦି ଆପଣ ବୁଦ୍ଧ ଙ୍କ ର ପ୍ରଥମ ଫଟୋ କୁ ପସନ୍ଦ କରୁଛନ୍ତି ତେବେ ଆପଣ ଜଣେ ସତ୍ୟବାଦୀ ବ୍ୟକ୍ତି ଅଟନ୍ତି,ଯେ ନିଜ ଲୋକ ମାନଙ୍କୁ ବହୁତ ଭଲ ପାଇ ଥାଆନ୍ତି। ଯେକୌଣସି ପରିସ୍ଥିତିରେ ବି ସେ ଶାନ୍ତ ରହିବାକୁ ପସନ୍ଦ କରନ୍ତି। ଆଉ ଆପଣ ମାନେ ସବୁବେଳେ ଏହା ଚେଷ୍ଟା କରି ଥାଆନ୍ତି କି ସବୁବେଳେ ସବୁ କାମ ରେ ସନ୍ତଳନ ରହିବା।

* ଆପଣ ବୁଦ୍ଧ ଙ୍କ ର ଦୁଇ ନମ୍ବର ଫଟୋ କୁ ପସନ୍ଦ କରୁଛନ୍ତି ତେବେ ତେବେ ଏହାର ଅର୍ଥ ହେଉଛି ଆପଣ ଜଣେ ବହୁତ ଷ୍ଟ୍ରଙ୍ଗ୍ ମଣିଷ ଅଟନ୍ତି। ଯାହାକୁ ନିଜର ସ୍ୱତନ୍ତ୍ରତା ସହିତ ବହୁତ ପ୍ରେମ ଥାଏ। ଏପରି କିଛି ନାହିଁ ଯାହା ଆପଣ ମାନଙ୍କୁ ଡରେଇ ପାରିବ ବା ଆପଣଙ୍କୁ ଦୁର୍ବଳ ମଣିଷ କରି ପାରିବ।

*ଯଦି ଆପଣ ବୁଦ୍ଧ ଙ୍କ ର ତୃତୀୟ ଫଟୋ କୁ ପସନ୍ଦ କରୁଛନ୍ତି ତେବେ ସେହି ବ୍ୟକ୍ତି ମାନଙ୍କ ମଧ୍ୟରେ ଗଜବ ର ଧର୍ଯ୍ୟ ଥାଏ, ସେହି ଲୋକ ମାନଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରାଯାଇ ପାରିବ। ସେହି ବ୍ୟକ୍ତି ମାନେ କାହାକୁ ବି ଦୁଃଖ ଦିଅନ୍ତି ନାହିଁ କିମ୍ବା କାହାକୁ ବି ଦୁଃଖ ରେ ଦେଖି ପାରନ୍ତି ନାହିଁ।

*ଯଦି ଆପଣ ମାନେ ବୁଦ୍ଧ ଙ୍କ ର ଚାରି ନମ୍ବର ଫଟୋ କୁ ପସନ୍ଦ କରୁଛନ୍ତି ତେବେ ସେହି ବ୍ୟକ୍ତି ମାନେ ନିଜ ଅପେକ୍ଷା ଅନ୍ୟ ଲୋକ ମାନଙ୍କୁ ଅଧିକ ବିଶ୍ୱାସ କରନ୍ତି। ସେହି ବ୍ୟକ୍ତି ମାନେ ବହୁତ ନମ୍ର ଓ ଶାନ୍ତ ସ୍ୱଭାବ ର ବ୍ୟକ୍ତି ଅଟନ୍ତି। ଆପଣ ମାନେ ଆପଣଙ୍କ ଆଖ ପାଖ ରେ ଥିବା ବ୍ୟକ୍ତି ଙ୍କ ପାଇଁ ସବୁବେଳେ ଭଲ କରି ଚାଲନ୍ତି, ହୁଏତ ସେହି ବ୍ୟକ୍ତି ମାନେ ଆପଣଙ୍କୁ ବୁଝନ୍ତୁ କିମ୍ବା ନ ବୁଝନ୍ତୁ, ଆପଣ ସବୁବେଳେ ଭଲ କରି ଚାଲନ୍ତି।

*ଯଦି ଆପଣ ଲାଷ୍ଟ ବା ପାଞ୍ଚ ନମ୍ବର ଫଟୋ କୁ ପସନ୍ଦ କରିଛନ୍ତି ତେବେ ଆପଣ ଜଣେ ବହୁତ ମହତ୍ୱକାଙ୍ଖୀ ବ୍ୟକ୍ତି ଅଟନ୍ତି। ଆପଣଙ୍କ ସ୍ୱପ୍ନ ବହୁତ ବଡ ବଡ ଅଟେ, ଆପଣ ବହୁତ ଆତ୍ମ ବିଶ୍ୱାସ ରେ ଭରି ରୁହନ୍ତି। ନିଜ ପରିବାର କୁ ଆପଣ ମାନେ ବହୁତ ପସନ୍ଦ କରି ଥାଆନ୍ତି, ନିଜ ଉପରେ ଆପଣ ଙ୍କ ର ବହୁତ ବିଶ୍ୱାସ ରହିଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।