ବଡ଼ ଖବର – ସୁପ୍ରିମକୋର୍ଟ କଲେ ବଡ ଘୋଷଣା ଆଉ ଅସୁବିଧା ନାହିଁ ଭାରତରେ ଦେହ ବେପାରରକୁ ମିଳିଲା ଅନୁମତି

0

ଆଜିର ଏହି ବ୍ୟସ୍ତ ବହୁଳ ଦୁନିଆ ରେ ପ୍ରତ୍ୟେକ ବ୍ଯକ୍ତି କୈଣସି ନା କୈଣସି କାର୍ଯ୍ୟ କରିବା ରେ ବ୍ୟସ୍ତ ରହୁଛି। କାରଣ କମ ନକଲେ ତାକୁ ଅର୍ଥ ମିଳିବ ନାହିଁ। ଆଉ ଅର୍ଥ ନ ମିଳିଲେ ସେ ନିଜର ପରିବାର ର ଭରଣ ପୋଷଣ କରିପାରିବ ନାହିଁ। ତେଣୁ ପ୍ରତ୍ୟେକ ବ୍ଯକ୍ତି ନିଜ ପାଇଁ କୈଣସି ଏକ ଉପଯୋଗୀ କାର୍ଯ୍ୟ ବାଛି ନେଉଛି। କିଏ ଦିନ ମଜୁରୀ କରି ପଇସା ଅର୍ଜନ କରିଛି ତ କିଏ ଭିକ୍ଷାବୃତ୍ତି କରି।

ସମସ୍ତ ଙ୍କ ପଇସା ଅର୍ଜନ କରିବା ର ପ୍ରକ୍ରିୟା ଅଲଗା ଅଲଗା ହୋଇଥାଏ। ତେବେ ଆପଣ ମାନେ ସମସ୍ତେ ଗୋଟିଏ ଧନ୍ଦା ର ନାମ ନିଶ୍ଚିତ ଶୁଣିଥିବେ। ଯାହା ର ନାମ ହେଉଛି ଦେହ ବେପାର। ହଁ ଆଞା ଦେହ ବେପାର ଯେଉଁ ଥିରେ ନିଜର ପରିବାର ର ଭରଣ ପୋଷଣ କରିବା ପାଇଁ ଗୋଟିଏ ନାରୀ ଜଣେ ଅଜଣା ପୁରୁଷ ପାଖରେ ନିଜର ଶରୀର କୁ ସମର୍ପଣ କରିଦିଏ।

ତେବେ ଏହି ଦେହ ବେପାର କୁ ଆମ ସମାଜ ରେ ଏକ ବଡ ଅପରାଧ ବୋଲି ମନା ଯାଏ। କିନ୍ତୁ ଏହି ଦେହ ବେପାର ଏକ ବଡ ଅପରାଧ କି ନୁହଁ ତାହା ଏ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ର ଫଇସଲା ପାଇଁ ରହିଛି। ଯାହାର ଶୁଣାଣି ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟ ଫଇସଲା କରିନାହିଁ। କିନ୍ତୁ ଏହାକୁ ନେଇ ବମ୍ବେ ହାଇକୋର୍ଟ ଆଜି ଏକ ବଡ ଶୁଣାଣି କରିଛି। କୋର୍ଟ ଏହି ଦେହ ବ୍ୟାପାର କୁ ମନ୍ଜୁରୀ ଦେଇ ସାରିଛି।ବମ୍ବେ ହାଇକୋର୍ଟ ବିଚାର ପତି କହିଛନ୍ତି ଯେ ଦେହ ବେପାର ଏକ ଅପରାଧ ନୁହଁ।

ନିଜ ଇଛା ରେ କରୁଥିବା ବ୍ୟାପାର କୁ ଅପରାଧ କୁହାଯିବ ନାହିଁ। ଏହା ବମ୍ବେ ହାଇକୋର୍ଟ ଏକ ଗଣ ଦୁଶ୍କର୍ମ ରେ ଜଡିତ ସମ୍ପୂର୍ଣ୍ଣ ତିନି ଜଣ ମହିଳା ଙ୍କ ସହ ଜଡିତ ଏକ ମାମଲା ର ଶୁଣାଣି ବେଳେ ବମ୍ବେ ହାଇକୋର୍ଟ ସେମାନଙ୍କୁ ସଂସୋଧନ କରି ମୁକ୍ତ କରୁ ବୋଲି କହିଛନ୍ତି। ତିନି ଜଣ ମହିଳା ଙ୍କ ସହ ଜଡିତ ଶରୀର ବ୍ୟାପାର ମାମଲା ର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ କୈଣସି ବୟସ୍କ ମହିଳା ଙ୍କ ନିଜର ବୃତ୍ତି ବାଛିବା ଅଧିକାର ରହିଛି।

କୋର୍ଟ କହିଛି କୈଣସି ବୟସ୍କ ମହିଳା ଙ୍କୁ ତାଙ୍କ ବିନା ଅନୁମତି ରେ ସଂସ୍କାର ଗୃହ ରେ ବେଶି ସମୟ ରଖାଯାଇ ପାରିବ ନାହିଁ। ଜଷ୍ଟିସ ପ୍ରତିରାଜ୍ ଚାବନ୍ ଏହି ପରି ପିଟିସନ୍ ଦାଖଲ କରିଥିବା ତିନି ଜଣ ଯୁବତୀ ଙ୍କୁ ମୁକ୍ତ କରିବା ନିର୍ଦ୍ଦେଶ ଦେଇଥିବା ବେଳେ କହିଛନ୍ତି ଯେ ଅନୈତିକ କାରବାର ଆଇନ୍ ୧୯୫୬ ର ଉଦ୍ଦେଶ୍ଯ ରେ ଶରୀର ବ୍ୟାପାର କୁ ବନ୍ଦ କରିବା ନୁହଁ । ଏହି ନିୟମ ଅନୁସାରେ କୈଣସି ବ୍ୟବସ୍ଥା ନାହିଁ ଯାହା ଗଣ ଦୁଷ୍କର୍ମ କୁ ଅପରାଧ ବୋଲି ବିବେଚନା କରେ, କିମ୍ବା ଗଣ ଦୁଷ୍କର୍ମ ରେ ଜଡିତ ଲୋକ ଙ୍କୁ ଦଣ୍ଡିତ କରେ।

]

ଏହି ନିୟମ ଅନୁଯାୟୀ କେବଳ ବ୍ୟବସାୟୀକ ଉଦ୍ଦେଶ୍ଯ ଏବଂ ସର୍ବ ସାଧାରଣ ସ୍ଥାନ ରେ ଅଶ୍ଳୀଳ କାର୍ଯ୍ୟ ପାଇଁ ଯୈନ ଶୋଷଣ ବୋଲି ବିବେଚନା କରେ। ଜଷ୍ଟିସ କହିଛନ୍ତି ଯେ ସମ୍ବିଧାନ ଅନୁସାରେ ପ୍ରତ୍ୟେକ ବ୍ଯକ୍ତି ର ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ଯିବା ଏବଂ ମନ ପସନ୍ଦ ର ସ୍ଥାନ ରେ ରହିବା ଅଧିକାର ରହିଛି। ଏହା କହି ଗଣ ଦୁଷ୍କର୍ମ ମୁକ୍ତ ହୋଇଥିବା ଝିଅ ଙ୍କୁ ସଂସ୍କାର ଗୃହ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।