କୋଣାର୍କ ମନ୍ଦିର କିଏ ନିର୍ମାଣ କରିଥିଲେ ? ସଠିକ୍ ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ

0

ଯେମିତି କି ଆପଣ ମାନେ ଜାଣିଥିବେ ଆଜିର ଦୁନିଆ ବହୁ ମାତ୍ରା ରେ ଶିକ୍ଷିତ ହେଲାଣି। ତେଣୁ ଆମେ ମାନେ ଆମର ଏହି ସମାଜ କୁ ଶିକ୍ଷିତ ସମାଜ ବୋଲି କହୁଛୁ। ବର୍ତ୍ତମାନ ର ସମୟରେ ପ୍ରାୟ ଆଉ କେହି ବି ଅଶିକ୍ଷିତ ନାହାନ୍ତି। ସମସ୍ତ ଙ୍କ ର ବାପା ଓ ମାଆ ମାନେ ଚାହାନ୍ତି ସେମାନେ ଙ୍କ ର ପିଲା ପାଠ ପଢି ବଡ ଚାକିରି ଟିଏ କରୁ।

ସେଥିପାଇଁ ସେମାନେ ତାଙ୍କର ପିଲା ଙ୍କୁ ପାଠ ପଢାଇ ଶିକ୍ଷିତ କରିବା ପାଇଁ ଚାହେଁ,କିନ୍ତୁ ପ୍ରକୃତ ରେ ବର୍ତ୍ତମାନ ସମୟ ରେ ଚାକିରି ପାଇବା ପାଇଁ ବହୁ କଷ୍ଟ ସାଧ୍ଯ ହୋଇ ପଡୁଛି। ସେଥିପାଇଁ ବହୁତ ଲୋକ ପାଠ ପଢ଼ି ବେକାର ହୋଇ ବୁଲୁଛନ୍ତି। ସେଥପାଇଁ ଆପଣ ମାନେ ଦେଖି ଥିବେ ଆଜିକାଲି ଯିଏ ନାହିଁ ସିଏ ଇଂରାଜୀ ରେ କଥା କହୁଥିବେ। ତେବେ ବହୁ ବ୍ଯକ୍ତି ଚାକିରି କରିବା ପାଇଁ ବହୁତ ଜାଗାକୁ ଏନ୍ଟ୍ରାନ୍ସ ଦେବାକୁ ଯାଉଥିବେ।

ଯେଉଁ ମାନେ ଚାକିରି କରିବା ପାଇଁ ଏନ୍ଟ୍ରାନ୍ସ ଦେବା ପାଇଁ ଯାଉଥିବେ ସେଠାରେ ସେମାନ ଙ୍କୁ ଅନେକ ଜେନେରାଲ ନଲେଜ ର ପ୍ରଶ୍ନ ବିଷୟ ରେ ପଚରା ଯାଏ। ତେଣୁ ଏଥିରୁ ଆପଣ ଜାଣି ପାରୁଥିବେ ଜେନେରାଲ ନଲେଜ ର ଆବଶ୍ଯକତା ଆମ ଜୀବନ ରେ କେତେ ରହିଛି। ଏଣୁ ଏହା କୁ ଜାଣିବା ବର୍ତ୍ତମାନ ସମୟ ରେ ନିହାତି ଆବଶ୍ଯକ।

ତେବେ ଆଜି ଆମେ ଯେଉଁ ମାନେ ପୋଲିସ୍ କିମ୍ବା ଡିଫେନ୍ସ ରେ ଚାକିରି ପାଇଁ ଯେଉଁମାନେ ପ୍ରୟାସ କରୁଛନ୍ତି ସେମାନଙ୍କ ପାଇଁ ନେଇ ଆସିଛୁ ଜେନେରାଲ ନଲେଜ ର କିଛି ପ୍ରଶ୍ନ ଓ ତାହାର ଉତ୍ତର। ଯାହାକୁ ଜାଣିଲେ ଆପଣ ମାନେ ମଧ୍ଯ ପୋଲିସ ରେ ଚାକିରି ପାଇ ପାରନ୍ତି। ଏବଂ ପୋଲିସ ରେ ଭର୍ତ୍ତି ହେବାପାଇଁ ଆପଣ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହା ସତ ହେବ। ତେବେ ଆସନ୍ତୁ ଜାଣିବା କିଛି ଜେନେରାଲ ନଲେଜ ର ପ୍ରଶ୍ନ ଓ ତାହାର ଉତ୍ତର।

୧- ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ?
ଉତ୍ତର:- ଚୋଡ଼ଗଙ୍ଗ ଦେବ।

୨- କେଉଁ ସହରକୁ ଓଡିଶା ର କାଶୀ ବୋଲି କୁହାଯାଏ?
ଉତ୍ତର:- ଭୁବନେଶ୍ୱର।

୩- କେଉଁ ନଦୀ କୁ ଓଡିଶା ର ଗଙ୍ଗା ବୋଲି କୁହାଯାଏ?
ଉତ୍ତର:- ମହାନଦୀ।

୪- କେଉଁ ସ୍ଥାନ କୁ ଓଡିଶା ର ସ୍ୱର୍ନ କ୍ଷେତ୍ର ବୋଲି କୁହାଯାଏ?
ଉତ୍ତର:- ମାହାଙ୍ଗା।

୫- କେଉଁ ପକ୍ଷୀ ୩୦ ହଜାର ଫୁଟ୍ ଉପରେ ଉଡିପାରେ?
ଉତ୍ତର:- ଶାଗୁଣା।

୬- କେଉଁ ପ୍ରାଣୀ ର ଆଖି ରୁ ସବୁବେଳେ ଲୁହ ଝରେ?
ଉତ୍ତର:- କୁମ୍ଭୀର।

୭- କଞ୍ଚା ଲଙ୍ଗା ରେ କେଉଁ ଭିଟାମିନ୍ ଥାଏ?
ଉତ୍ତର:- ଭିଟାମିନ୍- k

୮- ଓଡିଶା ର ପ୍ରଥମ ଓଡିଆ କବି ଙ୍କ ନାମ କଣ?
ଉତ୍ତର:- ଉପେନ୍ଦ୍ର ଭଞ୍ଜ।

୯- ଓଡିଶା ର ପ୍ରଥମ କୂଳପତି ଙ୍କ ନାମ କଣ?
ଉତ୍ତର:- ଡକ୍ଟର ପ୍ରାଣକୃଷ୍ଣ ପରିଜା।

୧୦- ଭାରତ ରେ ସର୍ବ ପ୍ରଥମେ କେଉଁଠାରେ ସୂର୍ଯ୍ୟ ଉଦୟ ହୋଇଥାଏ?
ଉତ୍ତର:- ଅରୁଣାଚଳ ପ୍ରଦେଶ।

11 – କୋଣାର୍କ ମନ୍ଦିର କିଏ ନିର୍ମାଣ କରିଥିଲେ ?

ଉତ୍ତର – ନରସିଂହ ଦେବ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।