ଦିନ ସମୟ ରେ ଜନ୍ମ ହୋଇଥିବା ଶିଶୁ ମାନେ ଏହି କ୍ଷେତ୍ରରେ ସର୍ବଦା ରୁହନ୍ତି ଆଗରେ ଆପଣ ନିଶ୍ଚୟ ଜାଣିବା ଆବଶ୍ୟକ

0

ସାଧାରଣତଃ ବିବାହ ପରେ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ ।

ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେଇ ଥାଏ ।କିନ୍ତୁ କଣ ଆପଣ ଜାଣନ୍ତି କି ଗୋଟିଏ ପିଲା ର ଭବିଷ୍ୟତ କଣ ହେବାକୁ ଯାଉଛି ତାହା ସେହି ପିଲା ର ଜନ୍ମ ସମୟ ରୁ ହିଁ ଜାଣିହୁଏ ବୋଲି ।

ତେବେ ଆମେ ଆଜି ଆପଣଂକୁ ଜଣେଇବାକୁ ଯାଉଛୁ ଯେ ଯେଉଁ ପିଲା ମାନେ ଦିନ ସମୟରେ ଜନ୍ମ ନେଇଥାନ୍ତି ସେମାନଙ୍କ ର ସୁଭାଵ ଓ ଭବିଷ୍ୟତ କେମିତି ହୋଇଥାଏ ଏବଂ ରାତି ସମୟରେ ଜନ୍ମ ହୋଇଥିବା ପିଲା ମାନଙ୍କ ର ଭବିଷ୍ୟତ ଓ ସ୍ୱାଭାଵ କିପରି ହୋଇଥାଏ ।

ଦିନ ସମୟରେ ଜନ୍ମ ନେଉଥିବା ପିଲା:-

୧.ଦିନରେ ଜନ୍ମ ନେଇଥିବା ବ୍ୟକ୍ତି ମାନେ ରାତିରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କର ତୁଳନା ରେ କମ ସାହସୀ ହୋଇଥାନ୍ତି ।ସେମାନେ ସବୁବେଳେ ବିପଦ ଠାରୁ ନିଜକୁ ଦୂରେଇ ରଖିବାକୁ ପସନ୍ଦ କରନ୍ତି।
୨.ଦିନରେ ଜନ୍ମ ନେଇଥିବା ବ୍ୟକ୍ତିମାନେ ଆଳସୁଆ ହୋଇନଥାନ୍ତି ।ସେମାନେ ବହୁତ ସୋଚଟ ସ୍ୱାଭାଵ ର ହୋଇଥାନ୍ତି ।
୩.ଏମାନେ ବହୁତ ଭାବପ୍ରବଣ ହୋଇଥାନ୍ତି ।ଅନ୍ୟର ସମସ୍ୟା ଏମାନେ ଦେଖିପାରନ୍ତି ନାହିଁ ।ସବୁବେଳେ ଅନ୍ୟ କୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି ।

୪.ଦିନ ରେ ଜନ୍ମ ନେଇଥିବା ବ୍ୟକ୍ତିମାନଙ୍କ ର ସ୍ୱାସ୍ଥ୍ୟ ସବୁ ବେଳେ ଭଲ ରହିଥାଏ ।ଏମାନେ ବହୁତ ସରଳ ପ୍ରକୃତିର ହୋଇଥାନ୍ତି ।
୫.ଏମାନେ ବହୁତ କମ କ୍ରଧିତ ହୋଇଥାନ୍ତି ।ଏମାନେ ସବୁବେଳେ ନିଜର ପରିବାର ପାଇଁ ସଦାସର୍ବଦା ମାନ ସଂମାନ ଆଣିଥାନ୍ତି ।ଏମାନେ ନିଜର ପ୍ରେମିକା ବା ଜୀଵନ ସାଥି ଙ୍କୁ ସବୁବେଳେ ଖୁସି ରେ ରଖିଥାନ୍ତି ।

ରାତିରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କର ସ୍ୱାଭାଵ:-

୧.ବୃହସ୍ପତି ଓ ରାହୁକାଳ ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତି ମାନେ ରାତିରେ ଜନ୍ମ ଗ୍ରହଣ କରିଥାନ୍ତି ।ଏମାନଙ୍କ ରାଶି ବହୁତ ଶକ୍ତିଶାଳୀ ହୋଇଥାଏ।
୨.ରାତିରେ ଜନ୍ମ ନେଇଥିବା ବ୍ୟକ୍ତି ମାନଙ୍କ ପାଖରେ କେବେବି ଟଙ୍କା ପଇସା ର ଅଭାବ ହୋଇନଥାଏ ।ଏମାନେ ଧନଶାଳୀ ହୋଇଥାନ୍ତି ।
୩.ଏମାନଙ୍କ ର ପ୍ରବୃତ୍ତି ଗୁରୁତର ର ହୋଇଥାଏ ।ଏମାନେ କାହାକୁ ସମାଲୋଚନା କରିବାକୁ ପଛଘୁଞ୍ଚା ଦିଅନ୍ତୁ ନାହିଁ ।ଏମାନେ ବନ୍ଧୁତା କରିବାରେ ପାରଙ୍ଗମ ଅଟନ୍ତି ।

୪.ଏହି ବ୍ୟକ୍ତିମାନେ ବହୁତ ଆତ୍ମବିଶ୍ବାସୀ ହୋଇଥାନ୍ତି ।ଏହି କାରଣ ରୁ ସେମାନେ ସର୍ବସାଧାରଣ ରେ ନିଜର ବ୍ୟକ୍ତବ୍ୟ ରଖିବା ରେ ସକ୍ଷମ ହୋଇଥାନ୍ତି ।
୫.ଯଦିଓ ଏମାନେ ଅଧିକ କଳ୍ପନା ରେ ରହିଥାନ୍ତି ତଥାପି ଏମାନେ ନିଜର ସମସ୍ୟା କୁ ସମାଧାନ କରିବାରେ ସକ୍ଷମ ହୋଇଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।