ଦେଖନ୍ତୁ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ର ଚୁଲବୁଲି ନାୟିକା ମାନଙ୍କ ରିଏଲ୍ ଲାଇଫ୍ ତଥା ଏଜୁକେସ୍ନାଲ୍ କ୍ୱାଲିଫିକେସନ୍ ବିଷୟ ରେ ସବୁକିଛି

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି।

ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତ୍ରୀ ମାନଙ୍କ ଙ୍କ ସମ୍ପର୍କରେ କହିବୁ। ସେମାନେ ଆଜିର ଓଲିଉଡ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ତେବେ ଆସନ୍ତୁ ଜାଣିବା ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ତାଙ୍କ ସମ୍ପର୍କରେ ଅଧିକ କିଛି।

୧) ଭୂମିକା ଦାସ :-

ତେବେ ଭୂମିକା ଏବେ ସମୟ ରେ +୨ ବିଜ୍ଞାନ ପଢୁଛନ୍ତି। ଆଉ ସେ ଡ଼ିଏଭି ପବ୍ଲିକ ସ୍କୁଲ , ଇଉନିଟ -୮ , ଭୁବନେଶ୍ଵର ରେ ପଢୁ ଥିଲେ। ତେବେ ସେ ପ୍ରଥମେ ତାଙ୍କ କେରିୟର୍ ଶିଶୁ କଳାକାର ଭାବେ ଆରମ୍ଭ କାରି ଥିଲେ।

୨) ଅନୁ ଚୌଧୁରୀ :-

ତେବେ ଅନୁ ଚୌଧୁରୀ ଓଲିଉଡ଼ ର ଜଣେ ସଫଳ ଓ ଜଣେ ସୁନ୍ଦର କଳାକାର । ତେବେ ସେ ଅନେକ ଫିଲ୍ମ କରିଛନ୍ତି। ତେବେ ଦେଖିବାକୁ ଗଲେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି , ସେ ରମାଦେବି ମହିଳା ମହାବିଦ୍ୟାଳୟ ରେ ହୋମ ସାଇନ୍ସ୍ ରେ ଗ୍ରଜୁଏସନ୍ କରି ଛନ୍ତି,ଆଉ ତାଙ୍କର ସ୍କୁଲ ସମୟ ଭୁବନେଶ୍ଵର ର ଏକ ଘୋରୋଇ ସ୍କୁଲ ରେ ଅତିବାହିତ ହୋଇଛି।

୩) ଝିଲିକ ଭଟାଚାର୍ଜ୍ୟ :-

ତେବେ ଆପଣ ମାନେ ସମସ୍ତେ ଜାଣି ଥିବେ କି ଜିଲିକ୍ ଜଣେ ବେଙ୍ଗଲୀ ନାୟିକା । ତେବେ ସେ ନିକଟ ରେ ସୁକିନ୍ଦା ର ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି। ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦେଖିବାକୁ ଗଲେ ସେ ଇଙ୍ଗଲିସ୍ ରେ ଗ୍ରଜୁଏସନ୍ କରିଛନ୍ତିଆଉ ସେ ଭାରତ ନାଟ୍ୟମ୍ ରେ ଶ୍ରୀ ମାର୍କ ଦେବାର ରେ ନୃତ୍ଯ ସିଖ୍ୟ କରିଛନ୍ତି।

୪) ପ୍ରକ୍ରିତି ମିଶ୍ର :-

ତେବେ ପ୍ରକୃତି ମିଶ୍ର ଓଲିଉଡ଼ ରେ ଅନେକ ଫିଲ୍ମ କରିବା ସହ ବଲିଉଡ ରେ ଅନେକ ସିରିଏଲ ରେ ମଧ୍ୟ କାମ କରି ସାରିଛନ୍ତି।ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦେଖିବକୁ ଗଲେ , ସେ ବିଏ ପାସ କରିଛନ୍ତି,ଆଉ ତାଙ୍କର ସ୍କୁଲ ସମୟ ଭେଙ୍କେଟସ୍ଵର. ଇଂରାଜୀ ବିଦ୍ୟାଳୟରେ ପାଠ ପଢ଼ିଛନ୍ତି। ତେବେ ସେ କୋମୋର୍ସ୍ ରେ +୨ କରିଛନ୍ତି।

୫) ରଚନା ବାନାର୍ଜୀ :-

ତେଣେ ରଚନା ଜଣେ ବେଙ୍ଗଲୀ ନାୟିକା । ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦେଖିବାକୁ ଗଲେ ସେ ଗ୍ରାଜୁଏସନ୍ କରିଛନ୍ତି ,ଆଉ ଏକ ଘୋରୋଇ ସ୍କୁଲ ରେ ସେ ପାଠ ପଢ଼ିଛନ୍ତି।

୬) ଶୀତଳ ପାତ୍ର :-

ତେବେ ଓଲିଉଡ଼ ର ଜଣେ ସୁନ୍ଦରୀ ଓ ସଫଳ ନାୟିକା ।ତେବେ ସେ ଅନେକ ଫିଲ୍ମ ମଧ୍ୟ କରିଛନ୍ତି । ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦେଖିବାକୁ ଗଲେ ସେ ଗ୍ରଜୁଏସନ୍ କରିଛନ୍ତି ରେଭେନ୍ସା ୟୁନିଭରସିଟି , କଟକ ରେ , ଆଉ ତାଙ୍କର ସ୍କୁଲ ଟାଇମ ଡିଏଭି ପବ୍ଲିକ ସ୍କୁଲ , ୟୁନିଟ -୮ , ଭୁବନେଶ୍ଵର ରେ।

୭) ବର୍ଷା ପ୍ରିୟଦର୍ଶିନୀ :-

ତେବେ ବର୍ଷା ହେଉଛିନ୍ତି ଓଲିଉଡ଼ ରେ ଜଣେ ସୁନ୍ଦରୀ ଓ ସଫଳ ନାୟିକା । ସେ ତାଙ୍କ ଅଭିନୟ ପାଇଁ ଘରେ ଘରେ ପରିଚିତ। ତେବେ ତାଙ୍କର ଶିକ୍ଷା ଗତ ଯୋଗ୍ୟତା ହେଉଛି , ସେ ଗ୍ରାଜୁଏସନ୍ କରିଛନ୍ତି।ଆଉ ସେ +୨ ରମାଦେବି କଲେଜ ରେ କରିଛନ୍ତି ଓ ଡିଗ୍ରୀ ଶୈଳ ଭାମା କଲେଜ ରେ ।

୮) ଶିବାନୀ ସଂଗୀତା :-

ତେବେ ଶିବାନୀ ତାଙ୍କ କେରିୟର୍ , ଜଣେ ଶିଶୁ କଳାକାର ଭାବେ ଆରମ୍ଭ କରି ଥିଲେ,ଆଉ ଏବେ ସେ ଜଣେ ସଫଳ ନାୟିକା । ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦେଖିବକୁ ଗଲେ , ସେ ଦିଲ୍ଲୀ ପବ୍ଲିକ ସ୍କୁଲ ରେ ସେ ତାଙ୍କର ସ୍କୁଲ ଟାଇମ ଅତିବାହିତ କରି ଥିଲେ। ଆଉ ଏବେ ସେ ତାଙ୍କର ପାଠ ପଢା ଜାରି ରଖିଛନ୍ତି।

୯) ଏଲିନା ସାମନ୍ତରାୟ୍ :-

ତେବେ ଏଲିନା ଜଣେ ସଫଳ ଅଭିନେତ୍ରୀ । ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଲା ସେ ଏମଏ କରିଛନ୍ତି,ଆଉ ତାଙ୍କର ସ୍କୁଲ ଟାଇମ ଦିଲ୍ଲୀ ପବ୍ଲିକ ସ୍କୁଲ , ରଉଲକେଲା ରେ ।

୧୦) ତମନ୍ନା :-

ତମନ୍ନା ହେଉଛିନ୍ତି ଜଣେ ସଫଳ ଓ ସୁନ୍ଦରୀ ଅଭିନେତ୍ରୀ । ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ବିବିଏ ରେ ଗ୍ରଜୁଏସନ୍ କରିଛନ୍ତି। ତେବେ ତାଙ୍କର ସ୍କୁଲ ଓ କଲେଜ ବ୍ରହ୍ମପୁର୍ ରେ କଟିଛି।

୧୧)ଅର୍ଚିତା ସାହୁ :-

ତେବେ ଅର୍ଚିତା ଜଣେ ଓଲିଉଡ଼ ରେ ଜଣେ ସବୁଠୁ ସଫଳ ନାୟିକା । ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ବିଟେକ ରେ ଗ୍ରଜୁଏସନ୍ କରିଛନ୍ତି,ଆଉ କିଟ ୟୁନିଭରସିଟି ରେ ତାଙ୍କର କଲେଜ ଟାଇମ ମଧ ଅତିବାହିତ ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।