ହେ ଭଗବାନ ! ଦୁନିଆର ପ୍ରଥମ ପ୍ରସବ ବେଳେ ପେଟ ଭିତରେ ଦୁଇଖଣ୍ଡ ହୋଇଗଲା ପିଲା , ଆଉ ତା ପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…..

0

ଏହି ଅତ୍ୟାଧୁନିକ ଦୁନିଆଁ ରେ ଆମେ ଭଗବାନ ଙ୍କ ପରେ ଡାକ୍ତର ଙ୍କୁ ଭଗବାନ ଭାବରେ ଗ୍ରହଣ କରିଥାଉ କାରଣ ଯେପରି ଭଗବାନ ଆମ ସମାଜକୁ ସୃଷ୍ଟି କରିଛନ୍ତି ଏବଂ ଲୋକମାନଙ୍କୁ ଏକ ସୁନ୍ଦର ଜୀବନ ପ୍ରଦାନ କରିଥାନ୍ତି ଠିକ ସେହି ପରି ଡାକ୍ତର ହେଉଛନ୍ତି ଆମ ପାଇଁ ଦ୍ଵିତୀୟ ଭଗବାନ ଯିଏକି ଲୋକମାନ ଙ୍କୁ ମୃତ୍ୟୁ ମୁଖରୁ ଫେରେଇ ଆଣି ଏକ ନୂତନ ଜୀବନ ପ୍ରଦାନ କରିଥାନ୍ତି ।

ସେମାନେ ନିଜର କର୍ତ୍ତବ୍ୟ କରିବାରେ କେବେହେଲେ ହେଳା କରନ୍ତି ନାହିଁ କାରଣ ତାଙ୍କର ଉପରେ ଜଣେ ବ୍ୟକ୍ତି ର ଜୀଵନ ତାର ପରିବାର ର ସମସ୍ତ ଆଶା ମଧ୍ୟ ରହୁଥାଏ । କିନ୍ତୁ ଯଦିଓ ଡାକ୍ତର ମାନେ ଆମର ଜୀଵନ ବଞ୍ଚେଇବାରେ ସାହାଯ୍ୟ କରିଥାନ୍ତି ତଥା ଆମକୁ ରୋଗ ମୁଖରୁ ସୁସ୍ଥ କରି ନୂଆ ଜୀବନ ଦେଇଥାନ୍ତି ।

ମାତ୍ର କେବେ କେବେ ସେହି ଡାକ୍ତର ମାନେ କିଛି ଏପରି ଭୁଲ କରିବସିଥାନ୍ତି ଯାହାଙ୍କ ପାଇଁ କେବେକେବେ ଜଣେ ବ୍ୟକ୍ତିଙ୍କ ର ଜୀଵନ ଚାଲିଯାଏ ତ କେବେକେବେ ଜଣେ ବ୍ୟକ୍ତି ତାର ସବୁକିଛି ହରାଇ ଥାଏ। ତେବେ ଏହିପରି ଏକ ଆଶ୍ଚର୍ଯ୍ୟ ତଥା ଅତ୍ୟନ୍ତ ବିସ୍ମୟକର ଘଟଣା ଘଟିଛି ରାଜସ୍ଥାନ ର ରାମଗଡ଼ ସରକାରୀ ହସ୍ପିଟାଲରେ। ଏହି ଘଟଣା ଟି ଜାଣିଲେ ଆପଣଙ୍କ ର ଲୋକ ତାଙ୍କୁରି ଉଠିବ ।

ସୂଚନା ଅନୁସାରେ , ନିକା କବର ନାମକ ଜଣେ ପ୍ରସୂତି ରାଜସ୍ଥାନ ର ରାମଗଡ଼ ସରକାରୀ ହସ୍ପିଟାଲ କୁ ଆସିଥିଲେ ନିଜର ପିଲା ଜନ୍ମ କରିବାକୁ ।କିନ୍ତୁ ସେଠାକାର ଡାକ୍ତର ଓ ନର୍ସ କଣ କଲେ କେଜାଣି ପ୍ରସୂତି ସମୟରେ ପିଲା ଟିର ମୁଣ୍ଡ ମା ଙ୍କର ପେଟ ମଧ୍ୟରେ ରହିଗଲା ଏବଂ ବେକ ଠାରୁ ଗୋଡ଼ ପର୍ଯ୍ୟନ୍ତ ସମସ୍ତ ଶରୀର ବାହାରକୁ ଆସିଗଲା ।

ତେବେ କୁହାଯାଇଛି କି ଡାକ୍ତର ମାନେ ଅଧିକ ଜୋର ରେ ପିଲା ଟୀକୁ ଟାଣି ଥିବାରୁ ଏପରି କିଛି ଘଟଣା ଘଟିଥିଲା ।ଏହା ଦେଖି ଡାକ୍ତର ମାନଙ୍କ ର ହୋସ ଉଡ଼ିଗଲା ସେମାନେ କଣ କରିବେ ଜାଣିପାରିକେ ନାହିଁ ।

ପରେ ଯେତେବେଳେ ପ୍ରସୂତି ଙ୍କର ଅବସ୍ଥା ଖରାପ ହେବାକୁ ଲାଗିଲା ସେତେବେଳେ ଡାକ୍ତର ମାନେ ତାଙ୍କ ପରିବାର ଲୋକଙ୍କୁ କହିଲେ କି ତାଙ୍କର ବହୁ ଏକ ମୃତ ଶିଶୁ କୁ ଜନ୍ମ ଦେଇଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ଠିକ ନାହିଁ ତେଣୁ ତାଙ୍କୁ ଜାମସେଦପୁର ହସ୍ପିଟାଲ କୁ ପଠାଇଲେ ।ମାତ୍ର ଜାମସେଦପୁର ହସ୍ପିଟାଲରେ ଏଭଳି କେସ ପାଇଁ କୋୖଣସି ବ୍ୟବସ୍ଥା ନଥିବା ରୁ ସେମାନେ ତାଙ୍କୁ ଯଦପୁର ହସ୍ପିଟାଲ କୁ ପଠାଇଲେ ।ସେଠାରେ ଥିବା ଡାକ୍ତର ପ୍ରସୂତି ଙ୍କୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ।ଏବଂ ସମସ୍ତ ଘଟଣା କୁ ତାଙ୍କର ପରିବାର ଲୋକଙ୍କୁ ଜଣେଇଲେ। ଏବଂ ସେହି ପିଲାଟିର ମୁଣ୍ଡ କୁ ମା ପେଟ ଭିତରୁ ବାହାରକୁ ବାହାର କଲେ ।

ପରିବାର ଲୋକ ସମ୍ପୂର୍ଣ୍ଣ ଘଟଣା ଟି ଜାଣିବା ପରେ ଉତେଜିତ ହୋଇ ପୋଲିସ ରେ ଅଭିଯୋଗ କଲେ ।ଅଭିଯୋଗ ପରେ ପୋଲିସ ପିଲାଟିର ଦୁଇ ଖଣ୍ଡ ଶରୀରକୁ ଏକତ୍ର କରି ସେହି ଡାକ୍ତର ମାନଙ୍କ ଉପରେ ଏତଲା କରାଯାଇଛି ।ତେବେ ଏହାର ତଦନ୍ତ ଚାଲିଥିବା ର ସୂଚନା ରହିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।