ପ୍ରେମୀ ଯୁଗଳ ଙ୍କ ରାସଲୀଳା ଭିଡ଼ିଓ ଭାଇରଲ । ନିଆଁ ପରି ଖେଳି ଚାଲିଛି ସୋସିଆଲ ମିଡ଼ିଆ ରେ ଭାଇରଲ । ଆସନ୍ତୁ ଦେଖିବା ।

0

ପୁରାତନ ଯୁଗ ଠାରୁ ଏବେ ଶିକ୍ଷିତ ଙ୍କ ସଂଖ୍ୟା ଅଧିକ, ଦୁନିଆ ବହୁତ ଆଗକୁ ଗଲାଣି।ସମୟ ଅନୁସାରେ ସବୁକିଛି ବଦଳି ଗଲାଣି,ସମୟ ସହ ତାଳ ଦେଇ ଯୁବପିଢୀ ମାନେ ଆଗକୁ ବଢୁଛନ୍ତି। ଏବେକାର ଯୁବପିଢୀ ପ୍ରେମ ର ମାନେ ନା ବୁଝି ବହୁତ କମ୍ ବୟସରୁ ପ୍ରେମ କରୁଛନ୍ତି। ତାଙ୍କର ମାନସିକ ସେତେ ଉନ୍ନତି ଘଟିନଥାଏ, ମାତ୍ର ୧୪,୧୫ ବୟସର ପିଲା ମାନେ ପ୍ରେମ କରୁଛନ୍ତି।

ତାଙ୍କ ପାଇଁ ପ୍ରେମ ହେଉଛି ମୋବାଇଲ୍ ଦ୍ଵାରା କଥା ହେବା, ଗିଫ୍ଟ ଦିଆ ନିଆ, ଲୁଚି ଲୁଚି ଦେଖା କରିବା। କିଛି ଦିନ ଗଲେ ଏଇସବୁ ଆଉ କାହା ସହ ଦୋରାଇବା,ଏଇସବୁ ଆଜିକା ଦୁନିଆରେ ଟରେନ୍ଦ୍ କରିସାରିଛନ୍ତି।ଏଇ ସବୁ ପିଲା ମାନଙ୍କୁ ଅନେକ ଭୂଲ୍ ରାସ୍ତା କୁ ନେଇ ଯାଉଛି,ଯାହା ଦ୍ଵାରା ପିଲା ମାନେ ଅନେକ ଭୁଲ କମ କରୁଛନ୍ତି ଓ ପଛରେ ଅନୁତାପ କରୁଛନ୍ତି।

ଆଜିର ଦୁନିଆରେ ସମସ୍ତେ ସୋସିଆଲ ମିଡିଆରେ ଯୋଡ଼ିତ ଅଛନ୍ତି। ପ୍ରତିଦିନ ଏଇ ସବୁ ହଜାର ହଜାର ଭିଡ଼ିଓ ଓ ଫଟୋ ସବୁ ଭାଇରାଲ୍ ହେଉଛି,କିଛି ଖବର ଲୋକ ମାନଙ୍କର ହିତ ଥାଏ,ଅନେକ ଲୋକଂକ ଘରେ ଏଇସବୁ ଗ୍ରହଣୀୟ ନୁହଁ।ସେଥିପାପଇଁ ଲୁଚି ଲୁଚି ଦେଖା କରିବା କଥା ହେବା ଏଇ ସବୁ କରିଥାନ୍ତି। ଅନେକ ଥର ଆପଣ ମାନେ ଦେଖିଥିବେ ଲୁଚି ଲୁଚି ଦେଖା କରୁଥିବା ବେଳେ କିଛି ଲୋକ ଧରା ପଡ଼ିଥାନ୍ତି।

ପାଖ କିଛି ଲୋକ ମାରା ମାରି ମଧ୍ୟ କରିଥାନ୍ତି।ଅନେକ ପ୍ରକାରର କଥା ମଧ୍ୟ କୁହନ୍ତି।ସେମାନଙ୍କ ମଧ୍ୟରୁ କିଛି ଲୋକ ଏଇ ସବୁ କୁ ଭିଡିଓ ମଧ୍ୟ କରି ସୋସିଆଲ ମିଡ଼ିଆରେ ପୋଷ୍ଟ ମଧ୍ୟ କରନ୍ତି।ନିଜ ନିଜର ମନ୍ତବ୍ୟ ରଖିଥାନ୍ତି। ବର୍ତ୍ତମାନ ପ୍ରେମିଯୁଗଲ ଙ୍କ ଭିଡ଼ିଓ ଖୁବ୍ ଭାଇରାଳ୍ ହଉଚି।ଆଜି ଆମେ ସେମିତି କିଛି ଖବର ଆପଣ ମାନଙ୍କୁ କହିବୁ।

ଝାଡ଼ଖଣ୍ଡରେ ଏକ ଏମିତି ଘଟନା ଘଟିଥିବା ଦେଖିବାକୁ ମିଳିଛି।ଲୁଚି ଲୁଚି ପ୍ରେମିଯୁଗଲ ଦେଖା କରୁଥିବା ବେଳେ ସ୍ଥାନୀୟ ଲୋକ ଏମାନଙ୍କୁ ଧରିଛି। ଘଟଣା ଟି ଚନ୍ଦ୍ରପୁର ଥାନା ପାକି ପାଲମୁ ଝାଡ଼ଖଣ୍ଡ ରେ ଘଟିଛି।ପୁଅ ଶୀତଳ କୁମାର ମେହେତା ଆଉ ଝିଅ ପଲଭିକ୍ ମହାନ୍ତି ଉଭୟ ପ୍ରେମ କରି ଲୁଚି ଲୁଚି ଦେଖା କରୁଥିବା ବେଳେ ଧରା ପଡିଛନ୍ତି,କିଛି ଲୋକ ତାଙ୍କର ଫୋଟୋ ସହିତ ଭିଡିଓ ମଧ୍ୟ ରଖି ସୋସିଆଲ ମିଡିଆରେ ଛାଡିଛନ୍ତି।

ବହୁତ ମରାମରି ମଧ୍ୟ କରିଛନ୍ତି, ପରେ ଥାନାର ରେ ଏତେଲା ମଧ୍ୟ ଦେଇଥିଲେ। ଆଜିକାର ଯୁବପିଢୀ ପ୍ରେମ ଅର୍ଥ ନା ବୁଝି ବହୁତ ଭୁଲ କମ କରୁଛନ୍ତି। ପଛରେ ଅନୁତାପ କରୁଛନ୍ତି। ସୋସିଆଲ ମଡିଆରେ ଭାଇରାଲ୍ ହେବା ଦ୍ବାରା ଦୁଇ ଜଣ ଅପମାନ ର ଶିକାର ହେଉଛନ୍ତି। ଏସବୁ ପାଇଁ ଝିଅ ର ଅଧିକ କ୍ଷତି ହେଉଛି,ଯାହା ଦ୍ଵାରା ତାର ଇଜ୍ଜତ ଉପରେ ଆଞ୍ଚ ଆସୁଚି। ପରବର୍ତ୍ତୀ କାଳରେ ତାକୁ ଅପମାନ ର ଶିକାର ହବାକୁ ପଡ଼ୁଚି।ଏହା ଆମ ସମାଜ ଉପରେ ଖରାପ ପ୍ରଭାବ ପକାଉଛି,ସାନ ପିଲା ମାନେ ମଧ୍ୟ ଖରାପ ଶିକ୍ଷା ପାଉଛନ୍ତି, ବହୁତ କୁପ୍ରଭାବ ପକାଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।