ଗୁରୁବାର ଦିନ କରନ୍ତୁ ଏହି ୬ ଟି ଉପାୟ ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଜାଣନ୍ତୁ କୋଉ ଦିନ କରିବେ ଏହି ଉପାୟ ଗୁଡିକ।

0

ଗୁରୁବାର ଦିନ ଟି ମାତା ଲକ୍ଷ୍ମୀ ଙ୍କ ର ଅତି ପ୍ରିୟ ଦିନ ହୋଇଥାଏ। ଏହି ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ପୂଜା କଲେ ଘରେ କେବେବି ଧନ ର ଅଭାବ ଦେଖା ଦେଇ ନଥାଏ। ଆମେ ଜାଣିଛେ ଯେ ମାତା ଲକ୍ଷ୍ମୀ ଧନ ର ଦେବୀ ଅଟନ୍ତି। ମାତା ଲକ୍ଷ୍ମୀ ଯଦି ଆମ ଉପରେ ଅପ୍ରସନ୍ନ ରହିବେ ତେବେ ଆମର ସର୍ବଦା ଧନ ଜନିତ ସମସ୍ୟା ଲାଗି ରହିବ।ତେଣୁ ଆଜି ଆମେ ଆପଣଂକୁ ଏମିତି କିଛି ଉପାୟ ଗୁଡିକ କହିବାକୁ ଯାଉଛୁ ଯାହା କି ଆପଣ ଜଦି ଗୁରୁବାର ଦିନ କରିବେ ତେବେ ନିଶ୍ଚିତ ଭାବରେ ମାତା ଲକ୍ଷ୍ମୀ ଆପଣ ଙ୍କ ଉପରେ ପ୍ରସନ୍ନ ରହିବେ।

1. ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରନ୍ତୁ। ଗୁରୁବାର ଦିନ ଶୀଘ୍ର ଉଠି ଏହି ସମୟରେ ସ୍ନାନ କଲେ ଆପଣ ଙ୍କ ଉପରେ ସର୍ବଦଆ ଦେବା ଦେବୀଙ୍କର ଆଶୀର୍ବାଦ ରହିବ ଯାହା ଫଳରେ ଆପଣଙ୍କ ର ସବୁ ଇଛା ପୂରଣ ହେବ। ତେବେ ଏହି ମୁହୂର୍ତ୍ତରେ ଉଠି ଗାଧୋଇବା ସମାୟରେ ପାଣିରେ କିଛି ଗଙ୍ଗା ଜଳ ମିଶାଇ ସେଥିରେ ସ୍ନାନ କଲେ ଆପଣଂକୁ ନିଶ୍ଚିତ ଶୁଭ ଫଳ ମିଳିବ।


2. ଆପଣ ଏହି ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଏହି ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କଲେ ଆପଣଙ୍କ ଉପରେ ଭଗବାନ ବିଷ୍ଣୁ ଙ୍କର ଆଶୀର୍ବାଦ ସର୍ବଦା ରହିବ। କାହିଁକି ନା ହଳଦିଆ ରଙ୍ଗ ଭଗବାନ ବିଷ୍ଣୁ ଙ୍କ ର ପ୍ରିୟ ରଙ୍ଗ ଅଟେ। ତେଣୁ ଏହି ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

3. ଏହି ଦିନ ଆପଣ ଗାଧୋଇସାରି ଲକ୍ଷ୍ମୀ ଓ ବିଷ୍ଣୁ ଙ୍କ ର ପୂଜା କରନ୍ତୁ. ଏହା କରିବା ଦ୍ୱାରା ଆପଣଙ୍କ ଉପରେ ଉଭୟ ମାତା ଲକ୍ଷ୍ମୀ ଓ ବିଷ୍ଣୁଙ୍କ ର ଆଶୀର୍ବାଦ ରହିବ। ଆପଣଙ୍କ ର କେବେବି ଧନ ର ଅଭାବ ଦେଖା ଦେବ ନାହିଁ।


4. ଏହି ଦିନ କୌଣସି ଗରିବକୁ ହଳଦିଆ ରଙ୍ଗର ବସ୍ତ୍ର ଦାନ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ର ଆଶୀର୍ବାଦ ଲାଗି ରହିବ। ଏହା ସହ ଏହି ଦିନ ହଳଦିଆ ରଙ୍ଗର ଖାଦ୍ୟ ଭୋଜନ କରନ୍ତୁ ଦେଖିବେ ଆପଣଙ୍କ ର ସବୁ ଦୁଃଖ ଦୂର ହୋଇଯିବ।

5. ତୁଳସୀ ଗଛ କୁ ଏହି ଦିନ ପୂଜା କରିବା ଦ୍ୱାରା ମାତା ତୁଳସୀ ଙ୍କ ର ବହୁତ ଆଶୀର୍ବାଦ ଆପଣଙ୍କ ଉପରେ ପଡିଥାଏ। ଯାହା ଫଳରେ ଆପଣଙ୍କ ର ସବୁ କାର୍ଯ୍ୟ ସଫଳ ହୋଇଥାଏ। ଏହା ସହ ମନେ ରଖିବା ଉଚିତ ଯେ ଏହି ଦିନ ଭୁଲ ରେ ମଧ୍ୟ କେବେବି ତୁଳସୀ ପତ୍ର ଛିଡାଇବା ଉଚିତ ନୁହଁ।


6. ଗୁରୁବାର ଦିନ ଅଶ୍ୱସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ। ଏହା ସହ ଏହାକୁ ପୂଜା କରି ଏହା ଚାରିପଟେ ପରିକ୍ରମଣ କରି ଏହାକୁ ମୁଣ୍ଡିଆ ମାରନ୍ତୁ ଦେଖିବେ ଆପଣଙ୍କ ର ସବୁ ଇଛା ପୁରାଣ ହେବା ସହିତ ମାତା ଲକ୍ଷ୍ମୀ ଙ୍କ ର ଆଶୀର୍ବାଦ ସବୁବେଳେ ଆପଣଙ୍କ ସହିତ ରହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।