Hair Tips – ଆପଣାନ୍ତୁ ଏହି ଘରୋଇ ଉପାୟ, ସବୁଦିନ ପାଇଁ ମୁଣ୍ଡରୁ ଉଙ୍କୁଣି ଗାୟବ ହୋଇଯିବେ ମାତ୍ର ୧ ସପ୍ତାହରେ

0

ଆମ ପରିବେଶ ଉଭୟ ସଜୀବ ଓ ନିର୍ଜୀବ ପ୍ରାଣୀ ବସବାସ କରିଥାନ୍ତି । ତେବେ ଏହି ସଜୀବ ପ୍ରାଣୀ ମାନଙ୍କ ମଧ୍ୟରେ କେତେକ ଉପଜୀବୀ ରହିଥାନ୍ତି ଯେଉଁମାନେ କି ଆମ ମନ୍ୟୁଷ୍ୟ ଜାତି ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଥାନ୍ତି ।ତେବେ ସେହି ଉପଜୀବୀ ମାନଙ୍କ ମଧ୍ୟରେ ଉକୁଣୀ ହେଉଛି ଏକ ଉପଜୀବୀ ଯିଏ କି ଉଭୟ ପୁରୁଷ ଓ ମହିଳା ମାନଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇଥାନ୍ତି ।ଏମାନେ ଆମ ଚୁଟିରେ ରହି ଆମ ଶରୀରର ରକ୍ତ କୁ ଶୋଷଣ କରିଥାନ୍ତି ।ଏମାନେ ଅତି ସହଜରେ ଗୋଟିଏ ମୁଣ୍ଡ ରୁ ଅନ୍ୟ ଏକ ମୁଣ୍ଡ କୁ ଯାଇପାରନ୍ତି।ଏହା ଉଭୟ ପୁରୁଷ ଓ ମହିଳାଙ୍କ ମୁଣ୍ଡ ରେ ହୋଇଥାଏ ।

ତେବେ ଏହି ଉଙ୍କୁଣୀ ଦାଉ ରୁ ବଂଚିବା ପାଇଁ ସାଧାରଣତ୍ୱ ମାର୍କେଟ ରୁ ବହୁତ ପ୍ରକାରର ସାମ୍ପୁ ଓ କସମେଟିକ ବ୍ୟବହାର କରିଥାନ୍ତି କିନ୍ତୁ ଏହା ଆମ କେଶ ଉପରେ ଖରାପ ପ୍ରଭାବ ପକେଇଥାଏ ।ତେବେ ଆମେ ଆଜି ଆପନ ଙ୍କୁ ଜଣେଇବାକୁ ଯାଉଛୁ ଏକ ସହଜ ଘୋରଇ ଉପାୟ ଯାହାର ବ୍ୟବହାର କରିବା ଦ୍ବାରା ମାତ୍ର ୨ ସପ୍ତାହ ମଧ୍ୟରେ ଆପଣଙ୍କ ମୁଣ୍ଡ ରେ ସବୁ ଉଙ୍କୁଣୀ ଶେଷ ହୋଇଯିବ ।

ତେବେ ଏହି ଉପାୟ ଟୀକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କେତେକ ନିମ୍ବ ପତ୍ର ନିଅନ୍ତୁ ତାହାକୁ ଭଲ ଭାବରେ ଧୋଇବା ପରେ କିଛି ସମୟ ଶୁଖିବା କୁ ଛାଡିଦିଅନ୍ତୁ ।ପୁଣି କିଛି ସେମଲସୀ ପତ୍ର କୁ ନିଅନ୍ତୁ ଓ ଏହାକୁ ଧୋଇ ଶୁଖାଇ ଦିଅନ୍ତୁ ।ଉଭୟ ପତ୍ର ଶୁଖିବା ପରେ ଏଥିରେ କିଛି ତୁଳସୀ ପତ୍ର ମିଶାଇ ତାହାକୁ ପେଷ୍ଟ କରିନିଆନ୍ତୁ କିନ୍ତୁ ମନେ ରଖିବେ ଯେ ଏହି ପେଷ୍ଟ ବନେଇବା ସମୟ ରେ ପାଣି ର ବ୍ୟବହାର କରୁନ୍ତୁ ନାହିଁ ।ବର୍ତ୍ତମାନ ଆମର ପେଷ୍ଟ ଟି ପ୍ରସ୍ତୁତ ହୋଇଯାଇଛି ।

ଏହି ପେଷ୍ଟ ଟି ପ୍ରସ୍ତୁତ ହେବା ପରେ ଏଥିରେ ୨୦୦ ml ର ନଡ଼ିଆ ତେଲ ମିଶାଇ ଏହାକୁ ଭଲ ଭାବବ ରେ ମିକ୍ସ କରିନିଆନ୍ତୁ। ଏହି ମିଶ୍ରଣ ଟି ପ୍ରସ୍ତୁତ ହେବା ପରେ ଏହାକୁ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଏକ ଥଣ୍ଡା ସ୍ଥାନ ରେ ରଖି ଦିଅନ୍ତୁ ।ତେବେ ଏହାକୁ ୨ ରୁ ୩ ଘଣ୍ଟା ଥଣ୍ଡା ସ୍ଥାନ ରେ ରଖିବା ପରେ ଏହାକୁ ଆଣି ଉଷୁମ କରନ୍ତୁ ।ଆପଣ ଚାହିଁଲେ ସୂର୍ଯ୍ୟ କିରଣ ଦ୍ବାରା ମଧ୍ୟ ଏହାକୁ ଉଷୁମ କରିପାରିବେ। ଏବେ ଏଥିରେ ୨ ଟି କର୍ପୂର ଆଡ କରନ୍ତୁ ଏବଂ ଏହାକୁ ମିକ୍ସ କରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।ତେବେ ଏହା ମିକ୍ସ ହେବା ପରେ ଆମର ତେଲ ଟି ପ୍ରସ୍ତୁତ ହୋଇଯାଇଛି।

ତେବେ ଆପଣ ଏହି ତେଲକୁ ଏକ ସପ୍ତାହ ରେ ଦୁଇ ଥର ବ୍ୟବହାର କରନ୍ତୁ।ଏହାକୁ ସାମନ୍ୟ ଉଷୁମ କରି ଚୁଟି ମୂଳରେ ଲଗାଇ ମାଲିସ କରନ୍ତୁ ।ଏପରି ଦୁଇ ସପ୍ତାହ ବ୍ୟବହାର କରିବା ପରେ ଆପଣ ଙ୍କ ମୁଣ୍ଡ ରୁ ସବୁ ଉଙ୍କୁଣୀ ମରିଯିବେ ଆଉ କେବେ ହେବ ବି ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।