ଦେଖନ୍ତୁ ଭିଡ଼ିଓ – ନିଜ ଝିଅକୁ ନେଇ ପ୍ରଥମଥର ପାଇଁ ସୁଟିଂ ସେଟକୁ ଗଲେ ଚନ୍ଦନ ଓ ମାହି…

0

ଓଲିଉଡ୍ ସିରିଏଲ୍ ଜଗତ ରେ ଅନେକ ଲୋକପ୍ରିୟ ଏବଂ ସଫଳ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି। ଯେଉଁ ମାନେ କି ଅଳ୍ପ କିଛି ଟା ସିରିଏଲ୍ କରି ଅନେକ ଫେମସ୍ ହୋଇଯାଉଛନ୍ତି। ଲୋକ ମାନେ ସେମାନଙ୍କ ର ଅଭିନୟ, ଷ୍ଟାଇଲ୍, ଲୁକ୍ସ ଆଦି କୁ ବହୁ ମାତ୍ରାର ପସନ୍ଦ କରୁଛନ୍ତି। ସେମାନେ ନିଜର ଭଲ ଆକ୍ଟିଙ୍ଗ୍ ଦ୍ୱାରା ଦର୍ଶକ ମାନଙ୍କୁ ଅତି ସହଜ ରେ ନିଜ ଆଡକୁ ଆକର୍ଷିତ କରିପାରୁଛନ୍ତି।

ସେହିପରି ଜଣେ ସଫଳ ଅଭିନେତା ହେଉଛନ୍ତି ତୁଷାର ଓରଫ୍ ଚନ୍ଦନ। ଚନ୍ଦନ ନିଜର ଆକ୍ଟିଙ୍ଗ୍, ଷ୍ଟାଇଲ୍ ଏବଂ ହ୍ୟାଣ୍ଡସମ୍ ନେସ୍ ପାଇଁ ଅଧିକ ପରିଚିତ। ତୁଷାର ପ୍ରଥମେ ସାର୍ଥକ ରେ ପ୍ରସାରିତ ହେଉଥିବା ତୋ ଅଗଣା ର ତୁଳସୀ ମୁଁ ସିରିଏଲ୍ ରେ ଲିଡ୍ ରୋଲ୍ ପ୍ଲେ କରିଥିଲେ। ସେହି ଠାରୁ ସେ ବହୁତ୍ ଫେମସ୍ ହୋଇଯାଇଥିଲେ। ସେ ଆହୁରି ଅନେକ ସିରିଏଲ୍ ରେ ମଧ୍ୟ କାମ କରିଛନ୍ତି।

ତୁଷାର ଏହି ଗୋଟେ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେ ସେହି ସିରିଏଲ୍ ଜଗତ ର ଫେମସ୍ ହିରୋଇନ୍ ମାହି ଙ୍କୁ ବାହା ହୋଇଥିଲେ। ଦୁହେଁ ପରସ୍ପର ଙ୍କୁ ଭଲ ପାଇ ବାହା ହୋଇଥିଲେ। ମାହି ମଧ୍ୟ ଅନେକ ସିରିଏଲ୍ ରେ ହିରୋଇନ୍ ଭାବେ କାର୍ଯ୍ୟ କରିଛନ୍ତି। ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର। ତାଙ୍କ ଆକ୍ଟିଙ୍ଗ୍, ଷ୍ଟାଇଲ୍ ଆଦି ସବୁ ବଢିଆ। ସେମାନେ ବାହାଘର ପରେ ଦୁହେଁ ଦୁହିଁଙ୍କ ସହ ବହୁତ ଖୁସି ରେ ରହୁଛନ୍ତି।

ତେବେ ଏବେ ସେମାନଙ୍କ ମଧ୍ୟରେ ଏକ ଖୁସି ର ଲହରୀ ଖେଳି ଯାଇଛି। କେବଳ ଦୁହେଁ ନୁହେଁ ଦୁହିଁଙ୍କ ପରିବାର ରେ ମଧ୍ୟ ଖୁସି ର ଲହରୀ ଖେଳି ଯାଇଛି। ତେବେ ଆସନ୍ତୁ ଜାଣିବା ସେମାନଙ୍କ ଖୁସି ର ରାଜ୍ ଟି କଣ।  ତେବେ ଆପଣ ମାନେ ତ ଜାଣିଲେ ଗୋଟେ ବର୍ଷ ପୂର୍ବରୁ ତୁଷାର ଏବଂ ମାହି ଦୁହେଁ ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୁହେଁ ନିଜ ବିବାହ ପରେ ବହୁତ ଖୁସି ରେ ମଧ୍ୟ ଥିଲେ।

ତେବେ ବିବାହ ର ବର୍ଷେ ପରେ ସେମାନଙ୍କ ମଧ୍ୟରେ ଏକ ବଡ ଖୁସି ର ଲହରୀ ଖେଳି ଯାଇଛି। ମାହି ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଛନ୍ତି,ତୁଷାର ଏବଂ ମାହି ଏବେ ବାପା ମାଆ ହୋଇଯାଇଛନ୍ତି। ଏହି ଖୁସି ର ଲହରୀ ଏବେ ସେମାନଙ୍କ ସହ ତାଙ୍କ ଦୁଇ ଘରେ ମଧ୍ୟ ଖେଳି ଯାଇଛି। ଶିଶୁ କନ୍ୟା ଟି ର ଜନ୍ମ ପରେ ଦୁଇ ପରିବାର ଏବେ ବହୁତ୍ ଖୁସି ରେ ଅଛନ୍ତି। ତୁଷାର ଏବଂ ମାହି ତାଙ୍କ ନିଜ ଝିଅ ର ଫଟୋ କୁ ସୋସିଆଲ୍ ମିଡିଆ ରେ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଖୁସି ରେ ଓଲିଉଡ୍ ସିରିଏଲ୍ ଦୁନିଆ ତଥା ଫିଲ୍ମ ଇଣ୍ଡଷ୍ଟ୍ରି ରୁ ମଧ୍ୟ ସେମାନଙ୍କ ପାଖକୁ ଶୁଭେଚ୍ଛା ଆସୁଛି।

ସମସ୍ତେ ସେମାନଙ୍କୁ ଏହି ଖୁସି ପାଇଁ ଶୁଭେଚ୍ଛା ଦେଉଛନ୍ତି ।ତେବେ ସେମାନେ ଏବେ ତଙ୍କର ଝିଅ ର ଫୋଟ ଏବେ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ତେବେ ତାଙ୍କ ଝିଅ ମଧ୍ୟ ଖୁବ ସୁନ୍ଦର ଦେଖା ଯାଉଛି। ତେବେ ସେମାନେ କିଛି ଦିନ ପାଇଁ ସିରିଏଲ ଜଗତ ରୁ ଦୁରେଇ ରହି ଥିଲେ। ତେବେ ପୁଣି ସେମାନେ ସିରିଏଲ କୁ ଫେରିଛନ୍ତି।ତେବେ ସେମାନଙ୍କ ସହ ତାଙ୍କ ଝିଅ କୁ ମଧ୍ୟ ଦେଖିବାକୁ ମିଳିଛି। ତେବେ ସୁଟିଂ ସେଟ ରେ ମଧ୍ୟ ଅନେକ ଫୋଟ ଉଠାଉ ସେମାନେ ନିଜ ସୋସିଆଲ ଆକାଉଣ୍ଟ ରେ ସେୟାର କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।