Health Tips – ଯଦି ଆପଣ ଖାଉଛନ୍ତି ଚିଙ୍ଗୁଡ଼ି ତେବେ ଜାଣିନିଅନ୍ତୁ ଏହି ସାଙ୍ଘାତିକ କଥା ନଚେତ୍ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି

0

ଆମ ଜୀବନ କୁ ସୁସ୍ଥ ଓ ରୋଗ ମୁକ୍ତ କରିବା ପାଇଁ ଆମେ ଅନେକ ପ୍ରକାର ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇ ଥାଉ। ପ୍ରତିଦିନ ଆମେ ଆମ ଖାଇବା ରେ କିଛି ନା କିଛି ପାରିବା ଖାଇବା ନିହାତି ଦରକାର। ଏବଂ ତା ସହ ମାଛ , ମାଂସ, ଅଣ୍ଡା ଇତ୍ୟାଦି ଖାଇବା ନିହାତି ଦରକାର। ତେବେ ପ୍ରତିଦିନ ପରିବା ଖାଇବା ସହ ମାଛ, ଅଣ୍ଡା, ଆଦି ଖାଇବା ଦରକାର। ତେବେ ସୁସ୍ଥ ରହିବା ପାଇଁ ଆମ କୁ ପ୍ରତିଦିନ ଏହି ସବୁ ଖାଦ୍ୟ ଖାଇବା ଦରକାର।

ତେବେ ଆମେ ଜାଣିଛେ ଦେହ ପାଇଁ ସମୁଦ୍ରିକ ମାଛ ଖାଇବା ବହୁତ ଭଲ ଓ ଏହା ବହୁତ ଉପକାରୀ ମଧ୍ୟ।ତେବେ ଆସନ୍ତୁ ଜାଣିବ ଏମିତି ଏକ ସମୁଦ୍ରିକ ମାଛ ବିଷୟରେ ଯାହା ଆମ ପାଇଁ ଓ ଆମ ଶରୀର ପାଇଁ ବହୁତ ଉପକାରି।ତେବେ ଏହି ମାଛ ଆମ ପାଇଁ ଏତେ ଗୁଣ କାରୀ ତାହା ଆପଣ ଜାଣି ନଥିବେ।ଚିଙ୍ଗୁଡ଼ି ମାଛ ଖାଇବା କୁ ଅନେକ୍ ଭଲ ପାନ୍ତି, ଏହା ଆମ ନିତିଦିନ ର ଖାଦ୍ୟ । ତେବେ ସମୁଦ୍ରିକ ମାଛ ଭିତରେ ଲୋକ ମାନେ ଚିଙ୍ଗୁଡ଼ି ଖାଇବା କୁ ଅଧିକ ପସନ୍ଦ କରନ୍ତି। ତେବେ ଆସନ୍ତୁ ଜାଣିବା ଚିଙ୍ଗୁଡ଼ି ମାଛ ର ଉପକରିତ ସମ୍ପର୍କ ରେ ।

୧) ସମସ୍ତେ କୁହନ୍ତି ଯେଉଁ ମାନଂକର ସୁସ୍ଥ ହୃଦୟ ଅଛି। ସେମାନେ ପ୍ରକୃତ ରେ ଜଣେ ଖୁସି ମଣିଷ। ତେଣୁ ସୁସ୍ଥ ଓ ରୋଗ ମୁକ୍ତ ହୃଦୟ ପାଇଁ ଆମ କୁ ଚିଙ୍ଗୁଡ଼ି ମାଛ ଖାଇବା ନିହାତି ଦରକାର। ତେବେ ସମୁଦ୍ରିକ୍ ଖାଦ୍ୟ ପରି ଚିଙ୍ଗୁଡି ରେ ଓମେଗ ୩ ଫେ ଟି ଏସିଡ ରହିଚି । ତେବେ ଏହି ଫେଟି ଏସିଡ ଆମ ହୃଦୟ କୁ ରୋଗ ମୁକ୍ତ ଓ ସୁସ୍ଥ ରଖି ଥାଏ। ତେବେ ନିୟମିତ ଚିଙ୍ଗୁଡ଼ି ମାଛ ଖାଇବା ଆମ ହୃଦୟ ପାଇଁ ନିହାତି ଦରକାର।

୨) ଆମ ଦେହ ରେ ଥିବା ହାଡ କୁ ସୁସ୍ଥ ଓ ଶକ୍ତ କରିବା ପାଇଁ କ୍ୟଲ୍ସିୟମ୍ ନିହାତି ଦରକାର। ତେବେ ଆମେ ସାଧାରଣତ ଜାଣିଛେ କ୍ୟଲ୍ସିୟମ୍ ସମୁଦ୍ରିକ୍ ଖାଦ୍ୟ ରୁ ଆସିଥାଏ। ତେବେ ଚିଙ୍ଗୁଡ଼ି ମାଛ ରେ ମଧ୍ୟ ପ୍ରଚୁର ପରିମାଣର କ୍ୟାଲସିଅମ ରହିଛି। ତେଣୁ ଆମ କୁ ଯଦି ଶକ୍ତ ଓ ସୁସ୍ଥ ହାଡ଼ ଗଠନ ପାଇଁ ଚିଙ୍ଗୁଡ଼ି ମାଛ ଖାଇବା ଆବଶ୍ୟକ।

୩)ଆମେ ଦେହ ରେ ଥିବା ଚର୍ମ ବେଳେ ବେଳେ ବହୁତ ଶୁଷ୍କ ଓ ତେଲିଆ ହୋଇଯାଏ। ତେବେ ଆମେ ଜାଣିଛେ ଚିଙ୍ଗୁଡ଼ି ମାଛ ରେ ଆଣ୍ଟିଓକ୍ସିଦନ୍ତ୍ ରହିଛି। ଯେଉଁ ଥିରେ ଜିଙ୍କ୍ ଓ ସେଲିନିୟମ୍ ରହିଛି, ଯାହା ଦ୍ୱାରା ଆମ ଚର୍ମ ଚିକ୍କଣ ରୁହେ। ଓ ଶରୀରରେ ହୋଇଥିବା କ୍ଷତକୁ ଶୀଘ୍ର ଭଲ କରିଦିଏ, ତେଣୁ ଆମ ଖାଦ୍ୟ ରେ ଆମେ ଚିଙ୍ଗୁଡ଼ି ମାଛ ଖାଇବା ଦରକାର।

୪) ଆମ କୁ ସୁସ୍ଥ ରହିବା ପାଇଁ ଆମ ଦେହ ରେ ରୋଗ ପ୍ରତିରୋଧକ ଶକ୍ତି ରହିବା ନିହାତି ଆବଶ୍ୟକ। ତେବେ ଚିଙ୍ଗୁଡ଼ି ମାଛ ରେ ଅଧିକ ପରିମାଣ ରେ ଜିଙ୍କ୍ ରହିଛି , ଯାହା ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆମ କୁ ଚିଙ୍ଗୁଡ଼ି ମାଛ ଖାଇବା ଦରକାର ଓ ଏହା ଖାଇବା ଦ୍ୱାରା ଆମ ଶରୀର ରେ ମୃତ କୋଷ କୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ। ତେବେ ନିୟମିତ ଚିଙ୍ଗୁଡ଼ି ମାଛ କୁ ଆମ ପ୍ରତିଦିନ ଖାଦ୍ୟ ରେ ସାମିଲ କରିବା ଓ ନିୟମିତ ଖାଇବା ନିହାତି ଆବଶ୍ୟକ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।