ଦେଖନ୍ତୁ ଭିଡ଼ିଓ । ମୁଁ ଛାଡ଼ିଲି ସ୍ୱାମୀ କୁ, ପ୍ରେମିକ ଛାଡି ଦେଲା ମୋତେ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ….

0

ଉଲେଖଯୋଗ୍ୟ ଯେ , ବର୍ତ୍ତମାନର ପ୍ରେମ ଆଉ ଆଗ ଯୁଗର ରାଧା-କୃଷ୍ଣ ଙ୍କ ପ୍ରେମ ପରି ପବିତ୍ର ନୁହେଁ । ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ପ୍ରେମର ଅର୍ଥ କହିଲେ କେବଳ କାମନା ଏବଂ ବାସନାର ସମାହାର । ଏବେ ଏହି ଯୁବ ପିଢୀ ମାନେ ମଧ୍ୟ ନିଜର ତଥା ନିଜ ପରିବାରର ମାନସଂମାନ କୁ ଭୁଲିଯାଇ ଏହି କୌଳିସିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଯାହାକି ଉଭୟ ନିଜର , ପରିବାରର ଏବଂ ସମାଜ ର ଆଗାମୀ ପିଢୀ ଙ୍କ ପାଇଁ ମଧ୍ୟ ଏହାର ଖରାପ ପ୍ରଭାବ ପକେଇବ ।

ତେବେ ଆମେ ଆଜି ଆପଣଙ୍କୁ ଏମିତି ଜଣେ ବିବାହିତ ମହିଳାଙ୍କ ପ୍ରେମ କାହାଣୀ ବିଷୟରେ ଜଣେଇବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ସେହି ନବ ବିବାହିତ ଝିଅ ଟି ଉପରେ ଆପଣଂକୁ ଦୟା ଆସିବ ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଜଣେ ନବ ବିବାହିତ ମହିଳା ନିଜର ପ୍ରେମ କୁ ନେଇ ବେଶ ଚର୍ଚ୍ଚା ରେ ରହିଛନ୍ତି । କିନ୍ତୁ ଏହି ଘଟଣା ବିଷୟରେ ଜାଣିଲେ ଆପଣ ଙ୍କର ଲୋମ ତାଙ୍କୁରି ଉଠିବ ଓ ଛାତି ଥରି ଉଠିବ ।ତେବେ ଘଟଣା ଟି ଘଟିଛି କଟକ ଜିଲ୍ଲାର ଏକ ଛୋଟ ଗ୍ରାମ ରେ ।ସେହି ଗ୍ରାମର ଜଣେ ମହିଳା ବିବାହର ୬ଷ୍ଟ ଦିନରେ ନିଜ ସ୍ୱାମୀ ଙ୍କୁ ଛାଡି ପଳେଇ ଆସିଛନ୍ତି ପ୍ରେମିକ ର ଘରକୁ କିନ୍ତୁ ଘର ତାଲା ପଡ଼ିଥିବାରୁ ଘର ଆଗରେ ଏହି ଅନ୍ଧାର ରାତିରେ ଝିଅ ଟି ତାର ପ୍ରେମୀକ ର ବାଟ କୁ ଚାହିଁ ବସିଛି ଏପଟେ ପ୍ରେମିକ ର ଦେଖା ନାହିଁ ।

ସୂଚନା ଅନୁସାରେ , ବିବାହିତ ମହିଳା ଜଣଙ୍କ ସେହି ଗ୍ରାମର ଜଣେ ପୁରୁଷ କୁ ଭଲ ପାଉଥିଲେ କିନ୍ତୁ ନିଜର ଭଲପାଇବା କୁ ନିଜର ବାପା ମା ଓ ପରିବାର ଆଗରେ ପ୍ରକାଶ କରିବା ପୂର୍ବରୁ ତାଙ୍କର ବାହାଘର ହୋଇଯାଇଥିଲା ଅନ୍ୟ ଜଣେ ଯୁବକ ଙ୍କ ସହ ।

ତେବେ ବାହାଘର ର ୬ ଦିନ ପରେ ଉଭୟ ଝିଅ ଓ ଜ୍ବାଇଁ ଶଶୁର ଘରକୁ ଆସିଥିଲେ ବୁଲିବାକୁ ।ଶଶୁର ଲୋକେ ବି ବେଶ ଆନନ୍ଦରେ ଝିଅ ଜ୍ୱାଇଁ ଙ୍କ ପାଇଁ ପ୍ରସ୍ତୁତ କରିଥିଲେ ବିଭିନ୍ନ ପ୍ରକାର ର ବ୍ୟଞ୍ଜନ ।ମନ ଖୁସିରେ ସମସ୍ତେ ସାଙ୍ଗରେ ଖାଇଲେ କିନ୍ତୁ ଖାଇବା ପରେ ସ୍ବାମୀ ଯେତେବେଳେ ନିଜ ସ୍ତ୍ରୀ ଙ୍କୁ ଖୋଜିଲେ ସେତେବେଳେ ସେ ତାଙ୍କୁ ପାଇଲେ ନାହିଁ ।ସମସ୍ତ ପରିବାର ଲୋକେ ମଧ୍ୟ ବ୍ୟସ୍ତ ହୋଇଗଲେ କି ଝିଅ ଗଲା କୁଆଡ଼େ ।

ତେବେ କିଛି ସମୟ ପରେ ଖବର ଆସିଲା କି ଝିଅ ସେହି ଗ୍ରାମ ରେ ଥିବା ତାର ପ୍ରେମିକ ଘର ଆଗରେ ବସିଛି ବୋଲି ।ସେତେବେଳେ ଘଟଣା ଜଣାଗଲା କି ଝିଅ ଟି ତାର ପ୍ରେମିକ ସହ ଫୋନରେ କଥା ହୋଇଥିଲା ଓ ପ୍ରେମିକ ତାକୁ ତା ଘରକୁ ଆସିବାକୁ କହିଥିଲା କିନ୍ତୁ ଯେତେବେଳେ ଝିଅ ଟି ତାର ପ୍ରେମିକ ର ଘର କୁ ଆସିଲା ସେତେବେଳେ ସେ ଘର ତାଲା ପଡିଥିଲା ।ପରେ ଜଣା ପଡିଲା କି ପୁଅ ଟିର ଘର ଲୋକ ଝିଅ କୁ ଗ୍ରହଣ କରିବାକୁ ଚାହୁଁନାହାନ୍ତି କିନ୍ତୁ ଝିଅ ଟି ବସି ରହିଛି ସେହି ଘର ଆଗରେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।