ଦୁଇ ସପ୍ତାହ ଧରି ପେଟ ଯନ୍ତ୍ରଣା ରେ ହେଉଥିଲା କିନ୍ତୁ ଅପରେସନ ସମୟରେ ମହିଳାଙ୍କ ପେଟ ରୁ ଯାହା ବାହାରିଲା ତାହା ଦେଖି ଡାକ୍ତର ଙ୍କର ହୋସ ଉଡ଼ିଗଲା

0

ଭଗବାନ ଆମ ମନୁଷ୍ୟ ଜାତି ସମସ୍ତ ପ୍ରାଣୀ ଙ୍କ ଠାରୁ ଭିନ୍ନ ଏବଂ ସ୍ଵତନ୍ତ୍ର ଭାବରେ ଗଢିଛନ୍ତି । ତେବେ ଏହି ମାଂସ ପେଶୀ ଦ୍ୱାରା ଗଠିତ ଶରୀରରେ ଆମକୁ ସବୁବେଳେ ଯତ୍ନ ନେବାକୁ ହୋଇଥାଏ ଟିକିଏ ଅସାବଧାନତା ଯୋଗୁଁ ଆମ୍ଭେ ବହୁ ସମସ୍ୟା ର ସମୁଖୀନ ମଧ୍ୟ ହୋଇଥାଉ ।ତେବେ ବେଳେ ଆମ ଅଜାଣତ ରେ ଆମ ସହ ଏମିତି ସବୁ ଘଟଣା ଘଟିଯାଇ ଥାଏ ତାହା ଆମେ କେବେ ହେଲେ କଳ୍ପନା ମଧ୍ୟ କରିପାରିବା ନାହିଁ ।

ତେବେ ଏହି ଭଳି ଘଟଣା ଗୁଡ଼ିକ କେବେ କେବେ ଆକସ୍ମିକ ଭାବରେ ହୋଇଯାଏ ଯେ ଆଖି ପିଛୁଳାକେ ମଣିଷ ର ଜୀବନ ଚାଲିଯାଏ ତ କେବେ କେବେ ଭଗବାନ ଙ୍କର କୃପା ଦୃଷ୍ଟି ରୁ ଅଳ୍ପକେ ବଂଚିଯାଇଥାଏ ଏହି ଜୀଵନ ।ତେବେ ଏହି ଭଳି ଏକ ଘଟଣା ଘଟିଛି ଆମେରିକା ଠାରେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସେଠାରେ ଥିବା ଏକ ସରକାରୀ ଡାକ୍ତରଖାନା ରେ ତିନି ସପ୍ତାହ ପୂର୍ବରୁ ଡାକ୍ତର ମାନେ ଜଣେ ମହିଳାଙ୍କ ର ପେଟ ରେ ଯନ୍ତ୍ରଣା ହେଉଥିବା କାରଣ ରୁ ତାଙ୍କର ଅପରେସନ କରିଥିଲେ ।ମାତ୍ର ଅପରେସନ ସମୟ ରେ ମହିଳା ଜଣ ଙ୍କର ପେଟ ମଧ୍ୟରୁ ଯାହା ବାହାରି ଥିଲା ତାହା ଦେଖି ଡାକ୍ତର ମାନଙ୍କ ର ଆଖି ଫୋଟା କି ଫୋଟା ରହିଗଲା ।ସେମାନେ ବିଶ୍ବାସ କରିପାରିଲେ ନାହିଁ କି ଏହା ସମ୍ଭବ କିପରି ହେଲା ।ତେବେ ଘଟଣା ଟି କିଛି ଏମିତି ଥିଲା ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ।

ସୂଚନା ଅନୁସାରେ ,ଆମେରିକା ରେ ଜଣେ ୨୬ ବର୍ଷୀୟ ମହିଳା ସେଠାକାର ସରକାରୀ ହସ୍ପିଟାଲ କୁ ଆସିଥିଲେ ।ତାଙ୍କର କହିବା ଅନୁସାରେ ଗତ ଦୁଇ ସପ୍ତାହ ଧରି ତାଙ୍କର ପେଟ ରେ ନିୟମିତ ଭାବରେ ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି ।ତାଙ୍କର ଏହି ଅଭିଯୋଗ ଅନୁସାରେ ଡାକ୍ତର ମାନେ ତାଙ୍କର ଅପରେସନ କରିବା କୁ ନିଷ୍ପତ୍ତି ନେଇଥିଲେ ।

କିନ୍ତୁ ତାଙ୍କର ଅପରେସନ ସମୟରେ ତାଙ୍କ ପେଟ ର ତଳ ଭାଗରୁ ବାହାରି ଥିଲା ଏକ କଣ୍ଡମ ଯାହା ଦେଖି ଡାକ୍ତର ଙ୍କର ହୋସ ଉଡ଼ିଗଲା।ଖାଲି ଡାକ୍ତର ନୁହଁନ୍ତି ବରଂ ଏ ବିଷୟରେ ଜାଣିବା ପରେ ସେଠାରେ କାର୍ଯ୍ୟ କରିଥିବା ନର୍ସ ମାନେ ମଧ୍ୟ ଚକିତ ହୋଇଗଲେ । ପରେ ଅପରେସନ ମାଧ୍ୟମ ରେ ଏହାକୁ ବାହାର କରାଯାଇ ଥିଲା ।

ତେବେ ଡାକ୍ତର ଙ୍କର କହିବା ଅନୁସାରେ ,ଭାରତ ର ଜନ ସଂଖ୍ୟା କୁ ନିୟନ୍ତ୍ରଣ କରିବା ପାଇଁ ତଥା ଅବାଧ୍ୟ ଗର୍ଭ ଧାରଣ କରିବାରୁ ବଞ୍ଚିତ ହେବା ପାଇଁ ସରକାର ଲୋକ ମାନଙ୍କୁ ଏହାର ବ୍ୟବହାର କରିବାକୁ କହିଥିଲେ। ତେବେ ସେକ୍ସ କରୁଥିବା ସମୟ ରେ ଏହି କଣ୍ଡମ ଟି ମହିଳା ଙ୍କ ପେଟ ର ତଳ ଭାଗରେ ରହିଯାଇଥିଲା। ଯେଉଁ କାରଣ ରୁ ଦୁଇ ସପ୍ତାହ ଧରି ମହିଳା ପେଟ ଯନ୍ତ୍ରଣା ର ସମୁଖୀନ ହୋଇଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।