ବଲିଉଡ ଫିଲ୍ମ ଇନ୍ଦ୍ରଷ୍ଟ୍ରି ରେ ଗୋଟିଏ ଫିଲ୍ମ ପାଇଁ ସବୁଠାରୁ ଅଧିକ ଟଙ୍କା ନେଇଥାନ୍ତି ମିଥୁନ ଚକ୍ରବର୍ତ୍ତୀ ତାଙ୍କର ମୋଟ ସମ୍ପତ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମେ ପ୍ରାୟ ସବୁବେଳେ ଫିଲ୍ମ ଈଣ୍ଡଷ୍ଟ୍ରି ର ଅଭିନେତା , ଅଭିନେତ୍ରୀ, ପ୍ରଡ୍ୟୁସର , ଗାୟକ ଓ ଗାୟିକା ଙ୍କ ଜୀବନ ଶୋଇଲି ଓ ତାଙ୍କର ପିଲା ଦିନର କାହାଣୀ ବିଷୟରେ ଜାଣିବାକୁ ବହୁତ ପସନ୍ଦ କରିଥାଉ । କାରଣ ବେଳେ ବେଳେ ସଫଳତା ର ଶୀର୍ଷ ରେ ଛିଡା ହୋଇଥିବା ଲୋକମାନଙ୍କର ଜୀବନ କାହାଣୀ ଆମକୁ ପ୍ରେରଣା ଦେଇଥାଏ ନିଜର ଲକ୍ଷ ସାଧନ କରିବାକୁ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବୋଲିଉଡ଼ ର ଆଗଧାଡିର ଗାୟିକା ଙ୍କ ଜୀବନୀ ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ ।

ତେବେ ଆମେ ଆଜି ଆପଣଙ୍କୁ ଆମ ବଲିଉଡ ଇନ୍ଦ୍ରଷ୍ଟ୍ରି ର ଏଭର ଗ୍ରୀନ ହୀର ତଥା ପୁରା ଫିଲ୍ମ ଇନ୍ଦ୍ରଷ୍ଟ୍ରି ର ଦାଦା ଭାବରେ ପରିଚିତ ମିଥୁନ ଚକ୍ରବର୍ତ୍ତୀ ଙ୍କର ବିଷୟରେ କିଛି ତଥ୍ୟ ଜଣେଇବୁ ଯାହାକି ଆପଣ ଆଗରୁ କେବେ ବି ଜାଣି ନଥିବେ। ତେବେ ଆସନ୍ତୁ ଜାଣିବା ମିଥୁନ ଙ୍କର ପରିବାର ,ସମ୍ପତ୍ତି ଏମିତି ଅନେକ ଅକୁହା କଥା ବିଷୟରେ ।

ଏଭର ଗ୍ରୀନ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଜନ୍ମ ଗ୍ରହଣ କରିଥିଲା ପଶ୍ଚିମବଙ୍ଗ ର କଲକାତା ସହରରେ ।ସେ ପିଲା ଦିନରୁ ପାଠ ପଢ଼ା ସହ ଅଭିନୟ ରେ ବହୁତ ଆଗ୍ରହ ପ୍ରକାଶ କରିଥିଲେ ଏବଂ ବହୁତ ଦକ୍ଷ ମଧ୍ୟ ଥିଲେ ।ତେବେ ସେ ବି ଏ ସି ଡିଗ୍ରୀ କେମେଷ୍ଟ୍ରି ରେ ହାସଲ କରିଛନ୍ତି ।ସେ ତାଙ୍କର ପ୍ରଥମ ବଲିଉଡ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ମାତ୍ର ୨୬ ବର୍ଷ ବୟସରେ ।ତାଙ୍କର ପ୍ରଥମ ଫିଲ୍ମ ଥିଲା “ନିର୍ଗା” ଏବଂ ଏହି ଫିଲ୍ମ ପାଇଁ ସେ ବେଷ୍ଟ ଆକ୍ଟର ଭାବରେ ପୁରସ୍କୃତ ହୋଇଥିଲେ ।ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମିଥୁନ ଚକ୍ରବର୍ତ୍ତୀ କେବଳ ଗୋଟିଏ ବା ଦୁଇ ଟି ଭାଷାରେ ନୁହେଁ ବରଂ ୮ଟି ଭାଷାରେ ଫିଲ୍ମ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ସେ ୩୫୦ ରୁ ଅଧିକ ଫିଲ କରିଥିବା ର ଜଣାଯାଇଛି ।

ଏତଦ୍ବ୍ୟତୀତ ସେ ଜଣେ ଲେଖକ ,ଗୀତିକାର ଏବଂ ରାଜନୈତିଜ୍ଞ ଅଟନ୍ତି ।ତେବେ ତାଙ୍କର ପତ୍ନୀ ଙ୍କର ନାମ ହେଉଛି ୟୋଗୀତା ଏବଂ ତାଙ୍କର ୪ ଟି ସଂତାନ ଅଟନ୍ତି ।ଏହି ଚାରଟି ସଂତାନ ମଧ୍ୟରୁ ୩ ଜଣ ପୁଅ ଏବଂ ଜଣେ ଝିଅ ଅଟେ ।ଏକ ସୂତ୍ରରୁ ଜଣାଯାଇଛି ଯେ ସେହି ଝିଅ ଟୀକୁ ସେ ଏକ ଅଳିଆ ଗଦା ରୁ ପାସ୍ୟ ଭାବରେ ଗ୍ରହଣ କରିଥିଲେ ।ଏମିତି ମଧ୍ୟ କୁହାଯାଏ କି ସେ ଯୋଗୀତା ଙ୍କୁ ବିବାହ କରିବା ପୂର୍ବରୁ ଶ୍ରୀଦେବୀ ଙ୍କୁ ବିବାହ କରିବାକୁ ଚାହୁଁଥିଲେ ମାତ୍ର ତାଙ୍କର ପ୍ରେମ ଅଧୁରା ହୋଇ ରହିଯାଇଥିଲା ।


ସୂଚନା ଅନୁସାରେ ସେ ଗୋଟିଏ ଫିଲ୍ମ କରିବାକୁ ୪-୫ କୋଟି ଟଙ୍କା ନେଇଥାନ୍ତି ଏବଂ କୌଣସି ପୋଷ୍ଟ ର ଆଡ଼ଭେଟାଇଜମେଣ୍ଟ ପାଇଁ ୨ ଲକ୍ଷ ଟଙ୍କା ନେଇଥାନ୍ତି ।ସେ ଜଣେ ଭଲ ବିଜନେସ ମ୍ୟାନ ମଧ୍ୟ ।ତାଙ୍କର ମୋଟ ସମ୍ପତ୍ତି ପାଖାପାଖି ୨ଲକ୍ଷ ୬୦ ହଜାର କୋଟି ଟଙ୍କା ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।