ପ୍ରେମ କରି ଠକିଗଲେ ଶିକ୍ଷୟିତ୍ରୀ, ଛାତ୍ର ନିଜ ପ୍ରେମ ଜାଲରେ ଫସେଇ ରଖିଲା ଶାରୀରିକ ସମ୍ପର୍କ, ଆଉ ତାପରେ

0

ପୂର୍ବକାଳରେ ଗୁରୁ-ଶିଷ୍ୟ ଏବଂ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଗୁରୁ-ଶିଷ୍ୟ ମଧ୍ୟରେ ରହିଛି ଆକାଶ ପାତାଳର ଫରକ । ପୂର୍ବ କାଳରେ ଗୁରୁ ଙ୍କୁ ପୁଲମାନେ ନିଜର ପିତା ପରି ମାନୁଥିଲେ ଏବଂ ତାଙ୍କର ପ୍ରତ୍ୟେକ ବାଣୀ ପିଲାଙ୍କ ପାଇଁ ଏକ ପ୍ରକାର ଶପଥ ଥିଲା ଏବଂ ସେହି ପରି ଶିକ୍ଷକ ମାନେ ମଧ୍ୟ ନିଜ ଶିଷ୍ୟଙ୍କୁ ନିଜର ପୁତ୍ର ପରି ଦେଖୁଥିଲେ ଏବଂ ସବୁବେଳେ ସେମାନଙ୍କର ଶୁଭ କାମନା ପାଇଁ ପ୍ରାର୍ଥନା କରୁଥିଲେ ।

କିନ୍ତୁ ବର୍ତ୍ତମାନ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଅତ୍ୟାଧୁନିକ ହୋଇଥିବାରୁ ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଏବେ ପ୍ରଶ୍ନବାଚୀ ଆସିଛି । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି ଜଣେ ଛାତ୍ର ଓ ଜଣେ ଶିକ୍ଷୟତ୍ରୀ ଙ୍କର ଯାହା ଦେଖିଲେ ଆପଣଙ୍କ ଲୋମ ତାଙ୍କୁରି ଉଠିବ ।

ସୂଚନା ଅନୁସାରେ ,ଉତ୍ତରପ୍ରଦେଶ ର ରାମପୁର ଅଞ୍ଚଳରେ ଘଟିଛି ଏକ ବିସ୍ମୟକର ଘଟଣା ଯାହା ବିଷୟରେ ଜାଣିଲେ ଆପଣ ଙ୍କ ମୁଣ୍ଡ ଖରାପ ହୋଇଯିବ ।ତେବେ ଏହି ରାମପୁର ଠାରେ ଜଣେ ଶିକ୍ଷୟତ୍ରୀ ନିଜ ଛାତ୍ର ର ପ୍ରେମରେ ପଡି ଗର୍ଭବତୀ ହୋଇଯାଇଛନ୍ତି ।ଏପଟେ ଛାତ୍ର ଜଣଙ୍କ ଏହାକୁ ଶିକାର କରିବାକୁ ପ୍ରସ୍ତୁତ ନାହାନ୍ତି ।ଯଦିଓ ଘଟଣା ଟି ଏକ ଅସମ୍ଭବ କାହାଣୀ ପରି ଲାଗୁଛି ତଥାପି ଏଥିରେ ସତ୍ୟତା ରହିଛି ।ତେବେ ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ ଆସନ୍ତୁ ଟିକିଏ ନଜର ପକେଇବା ।

ଉଲ୍ଲେଖ ଯୋଗ୍ୟ ଯେ ,ଉତ୍ତରପ୍ରଦେଶ ର ରାମପୁର ଅଞ୍ଚଳର ଏକ ବିଦ୍ୟାଳୟ ର ଜଣେ ଶିକ୍ଷୟତ୍ରୀ ସେହି ବିଦ୍ୟାଳୟ ର ଜଣେ ଛାତ୍ର ଙ୍କ ପ୍ରେମ ରେ ପଡିଯାଇ ଥିଲେ କିନ୍ତୁ ସେ ଜାଣିନଥିଲେ କି ତାଙ୍କୁ ନିଜର ପ୍ରେମ ପାଇଁ ଦିନେ ଏପରି ପରିସ୍ଥିତି କୁ ସାମ୍ନା କରିବାକୁ ହେବ ବୋଲି ।ତେବେ ଛାତ୍ର ର ପ୍ରେମ ରେ କେବଳ ଶିକ୍ଷୟତ୍ରୀ ପାଗଳ ହୋଇନଥିଲେ ଏଥିରେ ସମ୍ପୁର୍କ୍ତ ଛାତ୍ର ମଧ୍ୟ ଶିକ୍ଷୟତ୍ରୀ ଙ୍କୁ ଭଲ ପାଉଥିଲେ ।ଉଭୟ ଙ୍କର ମଧ୍ୟରେ ପ୍ରେମ ସମ୍ପର୍କ ଧୀରେ ଧୀରେ ଗଭୀର ହେବାକୁ ଲାଗିଲା ଆଉ ଦୁହେଁ ଦୁହିଁଙ୍କୁ ସବୁଦିନ ପାଇଁ ନିଜର କରିବାକୁ ତଥା ପରସ୍ପର ଙ୍କୁ ବିବାହ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ ।

ତେବେ ଉଭୟଙ୍କ ର ଭଲପାଇବା ବଢିବା ସହ ଦୁହେଁ ଶାରୀରିକ ସମ୍ପର୍କରେ ରହିବାକୁ ଲାଗିଲେ ଏବଂ ଛାତ୍ର ର ପ୍ରେମ ରେ ଅନୈତିକ ଶାରୀରିକ ସମ୍ପର୍କ ଯୋଗୁଁ ଶିକ୍ଷୟତ୍ରୀ ଜଣଙ୍କ ଗର୍ଭବତୀ ହୋଇଯାଇ ଥିଲେ ।ତେବେ ଯେତେବେଳେ ଏ ବିଷୟରେ ସେ ସେହି ଛାତ୍ର କୁ ଜଣାଇଲେ ଏବଂ ତାଙ୍କୁ ବିବାହ କରିବାକୁ କହିଲେ ସେତେବେଳେ ଛାତ୍ର ଙ୍କର ରୂପ ଏଣ୍ଡୁରି ପରି ବଦଳି ଗଲା ।ସେ ତାଙ୍କୁ ଶିକାର କରିବାକୁ ମନା କରି ଦେଇଥିଲେ ।ଫଳରେ ଶିକ୍ଷୟିତ୍ରୀ ଜଣଙ୍କ ଛାତ୍ର ଙ୍କ ନାମରେ ଏକ ବଳାତ୍କାର ର ଅଭିଯୋଗ କରିଛନ୍ତି ପୋଲିସ ପାଖରେ ।ଏବଂ ପୋଲିସ IPL ର ଧାରା ଅନୁସାରେ ଛାତ୍ର ଙ୍କୁ ଗିରଫ କରିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।