ଦେଖନ୍ତୁ ଭିଡିଓ – CCTvରେ କଏଦ ୫ଟି ଅଦ୍ଭୁତ ଦୃଶ୍ୟ ,ସତ ନାଁ ମିଛ ? ନଦେଖିଲେ ବିଶ୍ବାସ କରିବେନି

0

ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ। ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟ ର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କ ରେ ପହଁଞ୍ଚିସାରିଲେଣି, ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି,

ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି।ତେବେ ଆମେ ମାନେ ବହୁତ ଜଣ ଏହି କଥା କୁ ବିଶ୍ୱାସ କରି ନଥାଉ କି ଏହି ଦୁନିଆରେ ଭୂତ ବୋଲି କିଛି ଜିନିଷ ଅଛି ବୋଲି, ହେଲେ ଆମେ ମାନେ ସେହି କଥା ର ଛବି କୁ ନିଜ ଆଖି ରେ ଦେଖିଲେ ତାହାକୁ ବିଶ୍ୱାସ କରିଥାଉ। ତେବେ ଏପରି କିଛି ଘଟଣା ହୋଇଥାଏ,

ଯାହାକି ଲୋକ ମାନେ ସେହିଠାରୁ ଅଜାଣତ ଥାଆନ୍ତି ହେଲେ ତାହା ସିସିଟିଭି ରେ କଏଦ୍ ହୋଇ ରହିଯାଇଥାଏ। ତେବେ ଆମେ ମଧ୍ୟ ଆଜି ଆପଣ ମାନଙ୍କୁ ସେହିପରି ପାଞ୍ଚ ଟିି ଖବର ସମ୍ପର୍କରେ କହିବୁ। ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ରହିଯିବେ ,ତେବେ ଆସନ୍ତୁ ଜାଣିବା ସେହି ଖବର ସମ୍ପର୍କରେ।

1. ପ୍ରଥମ ଭିଡିଓ ଟି ହେଉଛି ଏକ ଡ୍ୟାନ୍ସ କ୍ଲାସ୍ ର, ସାଧାରଣତଃ ଲୋକ ମାନେ ଡ୍ୟାନ୍ସ ର ପ୍ରାକ୍ଟିସ୍ କରିବା ସମୟ ରେ ଅଇନା ଆଗରେ କରିଥାଆନ୍ତି। ତେବେ ଜଣେ ଡ୍ୟାନ୍ସର୍ ଡ୍ୟାନ୍ସ କରୁଥିଲେ ଆଉ ତାପରେ ଥକି ଯାଇ ସେ ବସି ପଡିଛନ୍ତି, ଆଉ ସେହି ସମୟ ରେ ତାଙ୍କ ପଛରେ ଥିବା ଅଇନା ରେ ତାଙ୍କ ପ୍ରତିଛବି ଟି ଠିଆ ହୋଇ ରହିଛି। ଆଉ ସେହି ଡ୍ୟାନ୍ସର୍ ଜଣକ ତାଙ୍କୁ ଦେଖି ଡରି ଯାଇ ପଳାଇ ଯାଉଛନ୍ତି।

2. ଆମେ ମାନେ ସାଧାରଣତଃ ଦେଖିଥାଉ କୁକୁର ମାନେ ବୁଲି ବୁଲି ନିଜର ଶିକାର କରି ଥାଆନ୍ତି, ହେଲେ ଏହି ଭିଡିଓ ରେ ଯାହା ଦେଖିବାକୁ ମିଳିଛି ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ଏଠାରେ କୁକୁର ମାନେ ଅର୍ଥାତ୍ କୁକୁର ମାନଙ୍କ ର ଏକ ଦଳ ଗୋଟିଏ କାର୍ କୁ ଶିକାର କରିବାରେ ଲାଗିଛନ୍ତି। ନିଜ ଦାନ୍ତ ରେ କାମୁଡି କାମୁଡି କାର୍ ଟି ର ସବୁ ପାର୍ଟ ଗୁଡିକୁ ଖୋଲିବାରେ ଲାଗିଛନ୍ତି।

3 . ଏହି ଭିଡିଓ ଟି ଏକ ହସ୍ପିଟାଲ ର ଓ ଚାଇନା ର ଅଟେ, ଏହି ଭିଡିଓ କୁ ଦେଖିଲେ ଯେ କେହି ବି ଘାବରେଇ ଉଠିବ। ଏଠାରେ ଜଣେ ବ୍ୟକ୍ତି ଷ୍ଟ୍ରେଚର୍ ରେ ଶୋଇଥିବା ବେଳେ ହଠାତ୍ ସେଠାରୁ ଏକ ପ୍ରକାର ର ଧୂଆଁ ଭଳି ଜିନିଷ ବାହାରି ପୁଣି ଶୂନ୍ୟ ରେ ମିଳେଇ ଯାଉଛି।

4 . ଏହି ଭିଡିଓ ଟି ରେ ଏକ ଗୋଦାମ ଘରେ ସବୁ କିଛି ଠିକ୍ ଭାବେ ରହିଛି, ହଠାତ୍ କିନ୍ତୁ ଏଠାରେ ଥିବା ଜିନିଷ ଗୁଡିକ ତଳକୁ ପଡିବା ଆରମ୍ଭ କରୁଛି। ଏହି ସବୁ କଥା ଏଠାରେ ଥିବା ସିସିଟିଭି ରେ କଏଦ୍ ହୋଇ ରହିଯାଇଛି।

5 . ଏହି ଭିଡିଓ ଟି ମଧ୍ୟ ଏକ ହସ୍ପିଟାଲ୍ ର, ଏଠାରେ କଲିଡୋର୍ ରେ କେତେକ ଲୋକ ଶୋଇଛନ୍ତି, ଏଠାରେ ଶେଷରେ ହଠାତ୍ ଏକ କଳା ଛାଇ ଆସି ପୁଣି ଗାଏବ୍ ହୋଇ ଯାଉଛି। ଏହି ସବୁ କଥା ଏଠାରେ ଥିବା ସିସିଟିଭି ରେ ରେକର୍ଡ ହୋଇ ରହିଛି।