ବ୍ୟବହାର କରନ୍ତୁ ଏହି ପେଷ୍ଟକୁ ଏବଂ ଦୂର କରନ୍ତୁ ଶରୀରର ସମସ୍ତ ପୂରୁଣା ଦାଗକୁ ଭଲ କରିବ 100% ଗ୍ୟାରେଣ୍ଟି

0

ଅନେକ ଲୋକମାନଙ୍କର ଶରୀରରେ ବିଭିନ୍ନ ପ୍ରକାର ଦାଗ ରହିଥାଏ ସେହି ଦାଗକୁ ଦୂର କରିବା ପାଇ ସେମାନେ ଅନେକ ଔଷଧ ବ୍ୟବହାର କରିବା ସତ୍ତ୍ୱେ ଏହା ଶରୀରରୁ ଦୂର ହୋଇନଥାଏ । ସେଥିପାଇ ଏକ ଘୋରଇ ଉପଚାର ବ୍ୟବହାର କରନ୍ତୁ ଯାହା ଆପଣଙ୍କର ଯେତେ ପୁରୁଣା ଦାଗ ହୋଇଥିଲେ ମଧ୍ୟ ଏହା ଶୀଘ୍ର ଭଲ ହୋଇଥାଏ । ଆସନ୍ତୁ ଜାଣିବା ସେହି ଉପକରଣ ଗୁଡିକ କଣ ରହିଛି ।


ନମ୍ୱର – 1 ଲେମ୍ୱୁ – ଏହି ଲେମ୍ୱୁ ଆମ ଶରୀରର ବିଭିନ୍ନ ପ୍ରକାର ଦାଗ ଦୂର କରିଥାଏ ଏବଂ ଏଥିରେ ଏଣ୍ଟିସେପ୍ଟି ପ୍ରପୋଟି ରହିଥାଏ ଯାହା ଆମ ଶରୀରର ଦାଗକୁ ବଢିବାରେ ରୋକିଥାଏ । ସେହି ଲେମ୍ୱୁକୁ କାଟି ଗୋଟିଏ ଫାଳ ଲେମ୍ୱୁର ରସ ବାହାର କରି ଗୋଟିଏ ଖାଲି ପାତ୍ରରେ ରଖନ୍ତୁ ।


ନମ୍ୱର – 2 ଦୁବ ଘାସ – ଏହା ହେଉଛି ଏକ ପବିତ୍ର ଘାସ ଯାହା ଇଶ୍ୱରଙ୍କ ପୂଜାରେ ଲଗାଯାଇଥାଏ ଏବଂ ଏହାକୁ ପ୍ରଲେପ କରିବା ଦ୍ୱାରା ସମସ୍ତ ପ୍ରକାର ଦାଗ ମଧ୍ୟ ଶରୀରରୁ ଦୂର ହୋଇଥାଏ । ଏହି ଦୁବ ଘାସ ସବୁଠାରେ ସହଜରେ ମିଳିଯାଏ ଏବଂ ସ୍କିନର ସମସ୍ତ ସମସ୍ୟା ଦୂର କରିଥାଏ । ଏହି ଦୁବ ଘାସକୁ ଛୋଟ ଛୋଟ କରି କାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ସେହି ପେଷ୍ଟକୁ ଅଧା ଚାମଚ ନେଇ ଲେମ୍ୱୁ ରସରେ ମିଶାନ୍ତୁ ।


ନମ୍ୱର – 3 ଏଲୋବିରା – ସତେଜ୍ ଏଲୋବିରା ନେଇ ସେଥିରୁ ତାର ଜେଲ ବାହାର କରି ସେଥିରେ ମିଶାନ୍ତୁ । ଏହା ବିଭିନ୍ନ ପ୍ରକାର ଦାଗ ସୃଷ୍ଟି ହେବାକୁ ରୋକିଥାଏ ଏବଂ ଏହାକୁ ବ୍ୟବହାର କରିବା ଦ୍ୱାରା କୌଣସି ସାଇଟ ଇଫେକ୍ଟ ମଧ୍ୟ ହୋଇନଥାଏ । ଏହି ଏଲୋବିରାର ଜେଲ ବାହାର କରି ଅଧା ଚାମଚ ସେଥିରେ ମିଶାନ୍ତୁ ।


ସମସ୍ତ ଜିନିଷକୁ ଗୋଟିଏ ପାତ୍ରରେ ରଖି 3 ମିନିୀଟ ପର୍ଯ୍ୟନ୍ତ ଭଲ ଭାବରେ ଗୋଳାନ୍ତୁ ଏବଂ ଏହା ଭଲ ଭାବରେ ପ୍ରସ୍ତୁତ ହୋଇଗଲେ ଏକ ତୁଳା ସାହାର୍ଯ୍ୟରେ ଏହାକୁ ନେଇ ଶରୀରରେ ହୋଇଥିବା ଦାଗରେ ଲଗାନ୍ତୁ । ଦୁବ ଘାସର ପେଷ୍ଟ ଶରୀରର ଦାଗ ଦୂର କରିବାରେ ବହୁତ ଲାଭ ଦାୟକ ହୋଇଥାଏ ଏବଂ ଯେଉଁ ସ୍ଥାନରେ ଏହା ଦେଖାଯାଇଥାଏ ପ୍ରସ୍ତୁତ କରାଯାଇଥିବା ପେଷ୍ଟକୁ ଦୁଇ ତିନି ଥର ସେହି ସ୍ଥାନରେ ଲଗାନ୍ତୁ । ଏହାକୁ ଦିନକୁ ଦୁଇଥର ବ୍ୟବହାରକରନ୍ତୁ ଏବଂ ଲଗାଯାଇଥିବା ସ୍ଥାନରେ 15 ମିନିଟ ପର୍ଯ୍ୟନ୍ତ ଏହାକୁ ଲଗାଇ ରଖନ୍ତୁ । ଏହାପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ଏବଂ ଏହାକୁ 3ରୁ 4 ଦିନ ବ୍ୟବହାର କଲେ ଆପଣଙ୍କର ଶରୀରରେ ଯେତେ ପୁରୁଣା ଦାଗ ରହିଥିଲେ ମଧ୍ୟ ତାହା ଲଗାଇବା ଦ୍ୱାରା ସମସ୍ତ ଦାଗ ଦୂର ହେବ । ପୂର୍ବ ପରି ଆପଣଙ୍କର ଶରୀର ସୁନ୍ଦର ଦେଖାଯିବ ଓ ଶରୀରରୁ ମଧ୍ୟ କଷ୍ଟ ମଧ୍ୟ ଦୂର ହେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।