ଓଡିଶା ଗଭର୍ମେଣ୍ଟ ତରଫରୁ ବୋଥ୍ ମେଲ୍ ଏଣ୍ଡ ଫିମେଲ୍ ପାଇଁ ଏକ ବହୁତ ବଡ ସୁଯୋଗ ରହିଛି ଜବ୍ ପାଇଁ , ତେବେ ଦେଖନ୍ତୁ ଏହା ପାଇଁ କଣ କଣ ସବୁ ଦରକାର ଏବଂ କିପରି ଏହା ପାଇଁ ଆବେଦନ କରିବେ

0

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ।

ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ।

ତେବେ ଆଜି ର ଦୁନିଆରେ ପିଲା ମାନେ ବି ବହୁତ ଟେଲେଣ୍ଟେଡ୍ ହେଲେଣି ଯୁଗ ବି ବହୁତ କମ୍ପିଟେଟିଭ୍ ହେଲାଣି ପିଲା ମାନଙ୍କୁ ବି ଗୋଟିଏ ଚାକିରି ପାଇବା ପାଇଁ ବହୁତ ସାରା କଷ୍ଟ କରିବାକୁ ପଡୁଛି, ବହୁତ ସାରା ଏନ୍ଟ୍ରାନ୍ସ, ଏଗ୍ଜାମ୍ସ ବି ଦବାକୁ ପଡୁଛି। ସେହି ସବୁ ରେ ସେମାନେ ଠିକ୍ ଭାବେ ପାସ୍ ହୋଇ ପାରିଲେ ସେହି କାମ ଟି ପାଇଁ ସେମାନେ ମନୋନୀତ ହୋଇ ପାରୁଛନ୍ତି।ତେବେ ICMR ତରଫ ରୁ ଏକ ବଡ଼ ସୁଯୋଗ ଆସିଛି ଦଶମ ଶ୍ରେଣୀ ପିଲା ଙ୍କ ପାଇଁ। ତେବେ ଆସନ୍ତୁ ଜାଣିବା ଏହି ଚାକିରୀ ଟି ସମ୍ପର୍କ ରେ

*କେଉଁ ମାନେ ଏହା ପାଇଁ ଆବେଦନ କରି ପାରିବେ :-

ଓଏସ୍ଏସ୍ସି ତରଫରୁ ଏକ ବହୁତ ବଡ ଜବ୍ ଟି ରହିଛି ଏହି ଚାକିରୀ ଟି କୁ ଓଡିଶା ର ସମସ୍ତ ପ୍ରାଥୀ ଏହା ପାଇଁ ଆବେଦନ କରି ପାରିବେ , ଉଭୟ ମହିଳା ଓ ପୁରୁଷ ଏହା କୁ ଅବେଦନ୍ କରି ପାରିବେ।ଏହା ଓଡିଶା ଗଭର୍ମେଣ୍ଟ ତରଫରୁ ରହିଛି।

*କେଉଁ ସବୁ ପୋଷ୍ଟ ଭେକେନ୍ସି ରହିଛି :-

Small saving and financial inclusion officer
ଏହି ସବୁ ପଦବୀ ପାଇଁ ପୋଷ୍ଟ ଗୁଡିକ ଗୁଡିକ ପାଇଁ ଭେକେନ୍ସି ରହିଛି।

*ଆବେଦନ କରିବାର ପକ୍ରିୟା :-

ତେବେ ଆପଣ ଏହାକୁ ଆବେଦନ ଅଫଲାଇନ୍ ରେ ଆପ୍ଲାଏ କରି ପାରିବେ । ତେବେ ଏହି ଚାକିରୀ ପାଇଁ ଆବେଦନ କରିବାର ତାରିଖ ପ୍ରକାଶ ହୋଇ ନାହଁ ବହୁତ ଜଲ୍ଦି ପ୍ରକାଶ ହେବାକୁ ଯାଉଛି। ଆଉ ଯେଉଁ ମାନେ ଏହି ଚାକିରୀ ଟି ପାଇଁ ଇଛୁକ ଶୀଘ୍ର ଆବେଦନ କରି ନେବେ। ଓଡିଶା ମଧ୍ୟ ରେ ହିଁ ଏହି ଜବ୍ ଟି ର ପୋଷ୍ଟିଙ୍ଗ୍ ରହୁଛି।

* ବୟସ ସୀମା :-

ତେବେ 21 ଜାନୁଆରୀ 2021 ସୁଦ୍ଧା ଏହାର ମିନିମମ୍ ଏଜ୍ ଲିମିଟ୍ ଟି ରହୁଛି 21 ବର୍ଷ ଓ ମ୍ୟାକ୍ସିମମ୍ ଏଜ୍ ଟି ରହୁଛି 32 ବର୍ଷ। ଯେଉଁ ମାନେ ଏସି, ଏସ୍ଟି, ଏସିବିସି କାଟାଗରୀ ର ରହୁଛନ୍ତି ସେମାନଙ୍କ ପାଇଁ ଏଜ୍ ରେ ରିଲାକ୍ସେସନ୍ ରହିଛି।

* ପାଠ୍ୟଗତ ଯୋଗ୍ୟତା :-

ଯେଉଁ ପ୍ରାର୍ଥୀ ମାନେ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଛନ୍ତି ହୁଏତ ତାହା ଆଟ୍ସ, କମର୍ସ ଓ ସାଇନ୍ସ ରେ ସେମାନେ ଏହି ଜବ୍ ପାଇଁ ଆବେଦନ କରିପାରିବେ। ଆପଣଙ୍କ ର କମ୍ପୁଟର୍ ଉପରେ ବସିକ୍ ନୋଲେଜ୍ ଥିବା ଦରକାର। ଏହା ପାଇଁ ଆପଣଙ୍କୁ ଏକ ଏଗ୍ଜାମ୍ ଦେବାକୁ ପଡିବ ଏବଂ ଏହାର ଟୋଟାଲ୍ ମାର୍କ ରହୁଛି 110 ମାର୍କ। ଦେଢ ଘଣ୍ଟା ଟାଇମ୍ ରହୁଛି ଏଗ୍ଜାମ୍ ପାଇଁ।

* ଆବେଦନ ପାଇଁ କେତେ ଫି ଦେବାକୁ ପଡିବ ଓ ସାଲେରି :-

ଆପଣଙ୍କୁ ଏହି ପରୀକ୍ଷା ର ଆବେଦନ ପାଇଁ 200 ଟଙ୍କା ଦେବାକୁ ପଡିବ ଓ ଏହାର ଗୋଟେ ମାସକୁ ସାଲେରୀ ରହୁଛି 16,880 ଟଙ୍କା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।