ଦେଖନ୍ତୁ ସୁପରଷ୍ଟାର ଅର୍ଧେନ୍ଦୁ ଓ ତାଙ୍କ ସ୍ତ୍ରୀ ପହ୍ଲବୀ ପରିବାର ଲୋକ ଙ୍କ ସହ ଯାଇଛନ୍ତି ବୁଲିବାକୁ ଜାଣନ୍ତୁ ଏଭଳି କେଉଁ ସ୍ଥାନକୁ ଗଲେ

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତା ଙ୍କ ସମ୍ପର୍କରେ କହିବୁ, ସିଏ ଆଜିର ଓଲିଉଡ଼ ର ଜଣେ ସଫଳ ଅଭିନେତା । ତେବେ ଆସନ୍ତୁ ତାଙ୍କ ସମ୍ପର୍କ ରେ କିଛି ତଥ୍ୟ ଜାଣିବା ।

ତେବେ ଆମ ଓଲିଉଡ଼ ରେ ଅନେକ ସଫଳ ନାୟକ ରହିଛନ୍ତି।ତେବେ ସେମାନେ ନିଜର ଅଭିନୟ , ସୁନ୍ଦରତା , ପାଇଁ ଲୋକ ପ୍ରିୟ ହୋଇ ପରିଛନ୍ତି।ତେବେ ଆପଣ ଜଣେ ଓଲିଉଡ଼ ର ସଫଳ ନାୟକ ଅର୍ଧେନ୍ଦୁ କୁ ଜାଣି ଥିବେ।ତେବେ ସେ ଅନେକ ଫିଲ୍ମ କରି ଗ୍ଲେମର୍ ଦୁନିଆ ରେ ସକ୍ରିୟ୍ ହୋଇ ପରିଛନ୍ତି।ଆଉ ଅନେକ ଲୋକପ୍ରିୟତ ହାସଲ କରିଛନ୍ତି। ତେବେ ସେ ମଧ୍ୟ ଅନେକ ନାୟିକା ଙ୍କ ସହ ଫିଲ୍ମ କରିଛନ୍ତି,

ଆଉ ତାଙ୍କର୍ ଅନେକ ଫିଲ୍ମ ଗୁଡିକ ମଧ୍ୟ ହିଟ ହୋଇଛି। ତେବେ ସେ ଓଲିଉଡ଼ ର ଜଣେ ଚର୍ଚ୍ଚିତ ଓ ସଫଳ ମଣିଷ।ତେବେ ଅର୍ଧେନ୍ଦୁ ନିଜର ଚେଷ୍ଟା ଓ ପରିଶ୍ରମ ବଳ ରେ ଆଜି ଏହି ସଫଳତା ପାଇଛନ୍ତି। ତେବେ ଅର୍ଧେନ୍ଦୁ ନିଜ କେରିୟର୍ କୁ ଅତି ସୁନ୍ଦର ଭାବେ ଗଢିଛନ୍ତି। ତେବେ ଆପଣ ମାନେ ଜାଣି ଥିବେ ସେ କିଛି ଗତ ବର୍ଷ ରେ ଜଣେ ଝିଅ କୁ ବିବାହ କରି ଥିଲେ,ତେବେ ତାଙ୍କ ସ୍ତ୍ରୀ ପଲଭି ଦେଖିବାକୁ ବହୁତ ସୁନ୍ଦର।

ତେବେ ଅର୍ଧେନ୍ଦୁ ସୋସିଆଲ ମିଡିଆରେ ତାଙ୍କର ବିବାହ ର ଫୋଟ କୁ ପୋଷ୍ଟ କରି ଥିଲେ , ଆଉ ସେ ତାଙ୍କ ସ୍ତ୍ରୀ ଙ୍କ ସହ ବହୁତ ଖୁସି ଅଛନ୍ତି ବୋଲି ଜଣା ପଡିଛି।ତେବେ ଏବେ ସୋସିଆଲ ମିଡିଆରେ କିଛି ଫୋଟ ଭାଇରଲ ହୋଇଛି । ତେବେ ସେହି ଫୋଟ ରେ ଦେଖିବାକୁ ମିଲିଛି କି ଅର୍ଧେନ୍ଦୁ ତାଙ୍କ ସ୍ତ୍ରୀ ପାଲଭି ଓ ପରିବାର ସହ ଛୁଟି ରେ ବୁଲିବାକୁ ଯାଇଛନ୍ତି। ତେବେ ସେମାନେ ବହୁତ ମଜା ମସ୍ତି କରୁଥିବର୍ ଫୋଟ ମଧ୍ୟ ଦେଖିବାକୁ ମିଳିଛି।

ତେବେ ଏହି ସବୁ ଫୋଟ ଏବେ ସୋସିଆଲ ଦେଖିବାକୁ ମିଳିଛି। ତେବେ ସେମନେ ସମସ୍ତେ ଫୋଟ ରେ ବହୁତ ଖୁସି ଅଛନ୍ତି ଦେଖିବାକୁ ମିଳିଛି। ତେବେ ଅର୍ଧେନ୍ଦୁ ତାଙ୍କ ସ୍ତ୍ରୀ ପଲଭି ସହ ଅନେକ ଫୋଟ ଉଠାଇ ଛନ୍ତି। ତେବେ ଏହି ସବୁ ଏବେ ସୋସିଆଲ ମିଡ଼ିଆ ରେ ବହୁତ ଦେଖିବକୁ ମିଳିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।